ମହିଳାଙ୍କ ଭ୍ୟାନିଟି କାଟି , ଟଙ୍କା ଓ ସୁନା ଚେନ୍ ଲୁଟି ନେଇଥିଲା ଏଇ ସେ ଜୁଲି ! Woman robber arrested ,Bbsr
ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ କାଟି ଟଙ୍କା ଓ ସୁନା ଚେନ୍ ଲୁଟି ନେଇଥିଲା ଏଇ ସେ ଜୁଲି ! ଭୁବନେଶ୍ୱର ରେଳୱେ ଷ୍ଟେସନରେ ଟ୍ରେନ ଯାତ୍ରୀଙ୍କୁ ଲୁଟ୍ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି GRP ପୋଲିସ। GRP ଓ RPF କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଅଭିଯୁକ୍ତ ମହିଳାଙ୍କୁ ଧରାଯାଇଛି। ଗିରଫ ମହିଳାଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ରାୟପଡ଼ାର ଯୁଲି ବୈଦ୍ୟ। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁରର ଜଣେ ମହିଳା ଯାତ୍ରୀ ସକାଳେ ପ୍ରାୟ ୭ଘଟିକା ସମୟରେ ଭୁବନେଶ୍ୱର ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଥିବା ସମୟରେ ଅଭିଯୁକ୍ତ ଯୁଲି ତାଙ୍କ ଭେନିଟି ବ୍ୟାଗ କାଟି ଟଙ୍କା ଓ ସୁନା ଚେନ୍ ନେଇଯାଇଥିଲେ। ଯାତ୍ରୀଙ୍କ ଅଭିଯୋଗ ପରେ GRP ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରୁ ୬ ହଜାର ଟଙ୍କା ଓ ଚୋରି ହୋଇଥିବା ସୁନା ଚେନ୍ ଜବତ କରିଛି। ଅଭିଯୋଗକାରୀଙ୍କୁ ଟଙ୍କା ଓ ସୁନା ଚେନ ଫେରାଇ ଥିଲା grp ପୋଲିସ। ରଥଯାତ୍ରା କାରଣରୁ ଚୋରି ଓ ଅପରାଧକୁ ରୋକିବା ପାଇଁ ଅଧିକ grp ପୋଲିସ ସମସ୍ତ ଷ୍ଟେସନରେ ମୁତୟନ କରାଯାଇଛି । Woman robber arrested at Bhubaneswar railway platform . #Bhubaneswar #RailwayCrime #GRP #OdishaNews #CrimeNews #IndianRailways #PassengerSafety #BhubaneswarRailwayStation #TrainTheft Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ରସୁଲଗଡ଼ରେ ବର୍ଷାରେ ଆଣ୍ଠୁଏ ପାଣି,ମଝିରାସ୍ତାରେ ବୁଡ଼ିଗଲା ସ୍କୁଟି ! Heavy Rain Leaves Waterlogging in Bbsr

India’s Highest Selling Food in PURI DHAM - Rabi Bhai Tiffin | 3AM Breakfast Only ₹30/-

ଚାନ୍ସେଲର ହୋଟେଲ ପିଲା ସଟର ପକେଇ ଆମକୁ ପିଟିଲେ ! chancellor restaurant attack customers, Rajmahal Bbsr.

Amazing Toilet Bowl Manufacturing Process | How Toilet Bowls Are Made in Factory

How Billions of Bamboo Trees Become Soft Towels and Bed Linen | Full Factory Process

Superstar Ravi Teja ''RAILWAY OFFICER'' | New Released Full South Hindi Dubbed Movie | Sreeleela |HD

Argentina Players Trigger Brawl After Losing To Spain in FIFA WC Final | Vantage on Firstpost | 4K

ଲୋୟର ସୁକତେଲ ଡ୍ୟାମରେ ବଢ଼ିଲାଣି ଜଳସ୍ତର ,ଗାଁ ଛାଡୁନାହାନ୍ତି କୁମିଆପାଲି ବାସିନ୍ଦା।Lower Suktel Dam ,Balangiri

मैं यहाँ हवा खाने नहीं, दवाखाने जाने आया हूँ | Johnny Lever Comedy Scene

ଧର୍ମ ସଂକଟରେ ମୋଦି ! | CJP protest | cockroach janta party 3 Demand | Dharmendra Pradhan | Odia News

What Happens After Death? | Does Aatma really Exist? | Dhruv Rathee

ଶୁଣିଲାନି ବଧିର ପ୍ରଶାସନ, ଧାନ ବିକି ଗାଁଲୋକ କଲେ ରାସ୍ତା ! Villagers make road with own money, Kandhamal.

Pratik Gandhi's Gujju Special! Lovely Wife Bhamini, Scam 1992 Days & Mom's Special Bhagat Muthiya!

ବଡ଼ଦାଣ୍ଡ ରେ ରଥଟାଣିବା ବେଳେ ଚୋରୀ ହେଇଥିଲା ମୋବାଇଲ, ଯାହା ହଉ ମିଳିଗଲା ! mobile Stolen in puri recived, bbsr

ରାଗିଗଲେ ବିଧାୟକ, ଦୋଷୀକୁ ଛାଡ଼ି ନିରୀହ ଲୋକଙ୍କୁ ଦଣ୍ଡ ଦେଉଛ ! MLA Saroj Pradhan Face-Off With Police ,Boudh

କମ୍ପିଲା ସଂସଦ, ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିବାକୁ ଦିଲ୍ଲୀ ପୋଲିସ ସାହସ ହେଲା କେମିତି ? Mallikarjun Kharge

ଦିଲ୍ଲୀ ପୋଲିସ ବର୍ବରତା ନେଇ ବର୍ଷିଲେ BJD ସାଂସଦ। BJD condemd Jantar mantar attack on students.

Jagannath Mahaprasad Recipes At Home | Rath Yatra Special Bhog By Chef@sanjeevkapoorkhazana

ଘରେ ଛୁଆ କାନ୍ଦି କହୁଛି ମା ତୁ କେବେ ଆସିବୁ, ମୁଁ ଧାରଣାରେ ବସିଛି ! Odisha Supply Assistants Protest ,Bbsr

