ଶୁଣିଲାନି ବଧିର ପ୍ରଶାସନ, ଧାନ ବିକି ଗାଁଲୋକ କଲେ ରାସ୍ତା ! Villagers make road with own money, Kandhamal.

ଶୁଣିଲାନି ବଧିର ପ୍ରଶାସନ, ଶେଷରେ ଧାନ ବିକି ଗାଁଲୋକ କଲେ ରାସ୍ତା ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଧୀନରେ ଥିବା ଗାନ୍ଦ୍ରିଗାଁ ପଞ୍ଚାୟତ ର ଡାମିକିଆ ଗ୍ରାମ ରେ I ତେବେ ଏହି ପଞ୍ଚାୟତ ର ତିନି ନମ୍ବର ୱାର୍ଡ ରେ ଥିବା ଏହି ଡାମିକିଆ ଗାଁ ଠାରୁ ମାଜୁକାରି ସାହି କୁ ଯିବା ଆସିବା କରିବା ପାଇଁ କୌଣସି ରାସ୍ତା ନଥିଲା I ଗାଁ ମଝିରେ ଏକ ଛୋଟ ନାଳ ଗ୍ରାମବାସୀ ଙ୍କ ପାଇଁ ବାଧକ ସାଜିଥିଲା I ଗାଁରେ ବର୍ତମାନ ସାତ ରୁ ଛଅ ଟି ପରିବାର ବସବାସ କରି ଆସୁଥିବା ବେଳେ ରାସ୍ତା ପାଇଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ I ଗାଁ କୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ପ୍ରଶାସନ ପାଖରେ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ମାନେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ I ଶେଷରେ ବାଧ୍ୟ ହୋଇ ଏହି ମାଜୁକାରି ଗାଁର ପବିତ୍ର ମୋହନ ପ୍ରଧାନ ନାମକ ଜଣେ ଚାଷୀ ଅର୍ଜିତ ଧାନ ଓ ହଳଦୀ ବିକ୍ରି କରି ନିଜସ୍ୱ ଖର୍ଚରେ ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି I Villagers make road with own money, Kandhamal. #Kandhamal #OdishaNews #RuralDevelopment #SelfHelp #RoadConnectivity #VillagersEffort Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?
▶︎

ଲୋୟର ସୁକତେଲ ଡ୍ୟାମରେ ବଢ଼ିଲାଣି ଜଳସ୍ତର ,ଗାଁ ଛାଡୁନାହାନ୍ତି କୁମିଆପାଲି ବାସିନ୍ଦା।Lower Suktel Dam ,Balangiri

ସାର କଳାବଜାରୀ କରି ମନ୍ତ୍ରୀ ଭାବୁଛନ୍ତି ଲାଭରେ ରହି ୨ ପଇସା କମେଇବେ !Arun Sahoo on Urea Shortage

ରାସ୍ତା କାମକୁ ନେଇ ମୁହାଁମୁହିଁ ; ସୋସିଆଲ ଭିଡିଆରେ ମୁହାଁମୁହିଁ ଭିଜୁଆଲ ଭାଇରାଲ

Pakistan cries for Indus Water Treaty against India in front of Canada। TCD Major Gaurav Arya

WILL IT START? 1990 Toyota LandCruiser Sitting For Years

Pakistan Army Under Attack? BLA Rising Challenge Explained। The Chanakya Dialogues Major Gaurav Arya

ହଠାତ୍ ଆସି ଏମିତି କଲା ପୁଲିସ !  chameliojha | sarapanch | tikhiri | mahakalpada

Gilgit Rejects Pakistan's '5th Province' Tag | NewsX Exclusive

No.1 Roll in PURI DHAM - Biriyani Only ₹60/- | Grand Veg Hotel Santosh @IndianFoodExplorer

How India's 'cockroach' party sparked a protest movement | Global News Podcast

“Stop This nonsense…” Rahul Gandhi questions PM Modi’s silence over NEET protest, demands ‘apology’

Stone Age Tools To Sangam Era-workshops | What Tamil Nadu Excavation Has Revealed | NewsX Deepdive

ଝାରସୁଗୁଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ ହୁତହୁତ ଜଳିଲା ସପିଂ ମଲ୍ । Fire Accident in Jharsuguda

Don't Travel to Sri Lanka Until You Watch This

Why India and China suck at football
▶︎

Why India and China suck at football

30 bada khabar | news of the day | imd report, delhi jantar mantar | rahul gandhi

Discovering the Real Bandung, Indonesia
▶︎

Discovering the Real Bandung, Indonesia

Europe Warns Pakistan: Reform or Face Consequences । The Chanakya Dialogues। Major Gaurav Arya

🔴 EXCLUSIVE  ହେରାପଞ୍ଚମୀର କଣ ରହିଛି କାହାଣୀ ଓ ରହସ୍ୟ, ସବୁ କହି ଦେଲେ ପଣ୍ଡିତ ରଥଶର୍ମା