ଲୋୟର ସୁକତେଲ ଡ୍ୟାମରେ ବଢ଼ିଲାଣି ଜଳସ୍ତର ,ଗାଁ ଛାଡୁନାହାନ୍ତି କୁମିଆପାଲି ବାସିନ୍ଦା।Lower Suktel Dam ,Balangiri
ଲୋୟର ସୁକତେଲ ଡ୍ୟାମରେ ବଢୁଛି ଜଳସ୍ତର ,ଗାଁ ଛାଡୁନାହାନ୍ତି କୁମିଆପାଲି ବାସିନ୍ଦା। ଉଚିତ ଥଇଥାନ ନକଲେ ଭିଟାମାଟି ଛାଡିବାକୁ ନାରାଜ ଗ୍ରାମବାସୀ। ସେପଟେ କିନ୍ତୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମରେ ବଢୁଛି ଜଳସ୍ତର। ଗାଁ ମୁହାଁ ପାଣି। ଉଛ୍ଛେଦ ପାଇଁ ଟେନସନରେ ପ୍ରଶାସନ। ବିସ୍ଥାପନ କରିବାକୁ ଯାଇ ବିଫଳ ପ୍ରଶାସନ। ବୁଝାସୁଝା, କାକୁତିମିନତୀ ବି ପ୍ରଭାବ ପକାଇଲାନି। ମାଡିଆସୁଛି ପାଣି,ତଥାପି ଜିଦରେ ଅଟଳ ଗ୍ରାମବାସୀ। ବଲାଙ୍ଗିର ଲୋୟର ସୁକତେଲ ପ୍ରକଲ୍ପ ନିର୍ମାଣ ସରିଛି । ନିର୍ମାଣ ସଂପୂର୍ଣ୍ଣ ହେବା ପରେ ପ୍ରଶାସନ ନିଷ୍ପତ୍ତି ନେଇଛି ଚଳିତ ବର୍ଷ ଡ୍ୟାମ ପୁର୍ଣ୍ଣଗର୍ଭା ରହିବ । କିନ୍ତୁ ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି କୁମିଆପାଲି ବାସିନ୍ଦା । ଏହି ଗାଁର ୮୪ ପରିବାର ଅଛି ଉଚିତ କ୍ଷତିପୂରଣ ପାଇନଥିବାରୁ ଗାଁ ଛାଡି ଯାଇ ନାହାନ୍ତି । ଗୋଟିଏ ପଟେ ଦିନକୁଦିନ ଗାଁ କୁ ପାଣି ମାଡିଆସୁଛି ପାଣି କିନ୍ତୁ ୮୪ ପରିବାର ଘର ଛାଡିବାକୁ ନାରାଜ । ପ୍ରଥମେ ଥଇଥାନ କର ପରେ ଘର ଛାଡିବୁ କିଛି ଏହିଭଲି ଦାବି ନେଇ କୁମିଆଁପାଲି ଗାଁ ଲୋକେ ଭିଟାମାଟି ଛାଡୁନାହାନ୍ତି। Rising water levels in Lower Suktel Dam, Balangiri #LowerSuktelDam #BalangirNews #OdishaFloods #DamWaterLevel #SuktelProject #BalangirAlert #StaySafeOdisha #WaterLevelRising Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

What Happens After Death? | Does Aatma really Exist? | Dhruv Rathee

Amazing Toilet Bowl Manufacturing Process | How Toilet Bowls Are Made in Factory

ରସୁଲଗଡ଼ରେ ବର୍ଷାରେ ଆଣ୍ଠୁଏ ପାଣି,ମଝିରାସ୍ତାରେ ବୁଡ଼ିଗଲା ସ୍କୁଟି ! Heavy Rain Leaves Waterlogging in Bbsr

ସାଂଘାତିକ ସ୍ଥିତି, ବସିଲା ବଡ଼ ମିଟିଂ | CJP-Govt Meeting: JP Nadda Meets CJP Leaders | Dharmendra Pradhan

Frankreich – England Highlights | Spiel um Platz 3, FIFA WM 2026 | sportstudio

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?

'He's Weak': Tucker Carlson on How Trump Failed America | The Mishal Husain Show

30 bada khabar | news of the day | imd report, delhi jantar mantar | rahul gandhi

Superstar Ravi Teja ''RAILWAY OFFICER'' | New Released Full South Hindi Dubbed Movie | Sreeleela |HD

କିଏ ନେଲା ମହାପ୍ରଭୁଙ୍କ ଟାହିଆ। ସେବାୟତ କଲେ ଭୁଲ ମୁଖ୍ୟ ପ୍ରଶାସକଙ୍କ କିଛି ଦୋଷ ନାହିଁ ସେବାୟତଙ୍କ ପାଇଁ ମୋବାଇଲ ମନା

ଅଚାନକ ଆହାର କେନ୍ଦ୍ରକୁ ପଶିଆସିଲେ ଉପଜିଲ୍ଲାପାଳ,ଦୃଶ୍ୟ ଦେଖି ରାଗିଗଲେ ଠିଆ ଠିଆ ଆହାର କେନ୍ଦ୍ର ଭିତରେ କଲେ ଟ୍ୟୁସନ..

ରାଜ୍ୟରେ ବଢି ଚାଲିଛି ନେତା-କୁଜି ନେତାଙ୍କ ଦାଦାଗିରି, ବିଜେପି ନେତାଙ୍କ ପୁଅ ଡାକ୍ତରଖାନରେ କଲେ ଉତ୍ପାତ !

Luxury retirement in Turkey: Why German pensioners are emigrating | Report

ଦିଲ୍ଲୀ ପୋଲିସ ବର୍ବରତା ନେଇ ବର୍ଷିଲେ BJD ସାଂସଦ। BJD condemd Jantar mantar attack on students.

Fareed Zakaria Predicts Trump's Next Move in the Iran War

ଲାଠି ଚାର୍ଜ ବେଳେ ମୋ ଉପରେ..| cjp protest | lathi charge today | Jantarmantar protest | odia news

ಚೇತನ್ ತುಂಬಾ ಹಠ ಸ್ವಭಾವ ಅವನು ಹೇಳಿದ್ದೆ ಆಗಬೇಕು, ನಮ್ಮ ಮನೆಯಲ್ಲಿ ಗಲಾಟೆ ಆಗಿಲ್ಲ ಚಿಕ್ಕಮ್ಮ ಬಿಚ್ಚಿಟ್ಟ ಅಸಲಿ ಸತ್ಯ!

Is the American Dream Dead? | Arnab Ray on Racism, H-1B & AI Layoffs | EP-433

ଚାନ୍ସେଲର ହୋଟେଲ ପିଲା ସଟର ପକେଇ ଆମକୁ ପିଟିଲେ ! chancellor restaurant attack customers, Rajmahal Bbsr.

