ଘରେ ଛୁଆ କାନ୍ଦି କହୁଛି ମା ତୁ କେବେ ଆସିବୁ, ମୁଁ ଧାରଣାରେ ବସିଛି ! Odisha Supply Assistants Protest ,Bbsr
ଘରେ ୫ ମାସର ଛୁଆ, ସ୍ଥାୟୀ ନିଯୁକ୍ତି ପାଇଁ ୮ ଦିନ ଧରି ଧାରଣାରେ ବସିଛି ! ସମସ୍ତଙ୍କ ପେଟକୁ ଖାଇବା ଯୋଗାଉ,ଆଜି ଭୋକ ଉପାସରେ ରାଜରାସ୍ତାରେ ବସିଛୁ। ମୋ ଛୁଆକୁ ଘରେ ଛାଡିକି ଆସିଛି , କେବେ ଫେରିବି ଜାଣିନି । ଓଡ଼ିଶା ଷ୍ଟେଟ ଯୋଗାଣ ସହାୟକ ଆସୋସିଏସନ୍ , ୮ଦିନ ହେବ ଧାରଣାରେ ବସିଛନ୍ତି ଯୋଗାଣ ସହାୟକ । ୧୪ ବର୍ଷ ଯୋଗାଣ ସହାୟକ ଭାବରେ କାମ କରିଛୁ କିନ୍ତୁ ସ୍ଥାୟୀ ନିଯୁକ୍ତି କରାଯାଉନି । ୮ହଜାର ଟଙ୍କାରେ କେମିତି ପରିବାର ଚଳାଇବୁ । Odisha Supply Assistants Protest for Permanent Jobs ,Bhubaneswar #OdishaSupplyAssistants #JoganaSahayakSangha #BhubaneswarProtest #JobRegularization #OdishaGovt Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ରସୁଲଗଡ଼ରେ ବର୍ଷାରେ ଆଣ୍ଠୁଏ ପାଣି,ମଝିରାସ୍ତାରେ ବୁଡ଼ିଗଲା ସ୍କୁଟି ! Heavy Rain Leaves Waterlogging in Bbsr

Friends turned foes: The split reshaping Senegal | Talk to Al Jazeera

ସାଂଘାତିକ ସ୍ଥିତି, ବସିଲା ବଡ଼ ମିଟିଂ | CJP-Govt Meeting: JP Nadda Meets CJP Leaders | Dharmendra Pradhan

ଚାନ୍ସେଲର ହୋଟେଲ ପିଲା ସଟର ପକେଇ ଆମକୁ ପିଟିଲେ ! chancellor restaurant attack customers, Rajmahal Bbsr.

ଦିଲ୍ଲୀ ପୋଲିସ ବର୍ବରତା ନେଇ ବର୍ଷିଲେ BJD ସାଂସଦ। BJD condemd Jantar mantar attack on students.

ଲାଠି ଚାର୍ଜ ବେଳେ ମୋ ଉପରେ..| cjp protest | lathi charge today | Jantarmantar protest | odia news

ମହିଳାଙ୍କ ଭ୍ୟାନିଟି କାଟି , ଟଙ୍କା ଓ ସୁନା ଚେନ୍ ଲୁଟି ନେଇଥିଲା ଏଇ ସେ ଜୁଲି ! Woman robber arrested ,Bbsr

Adbhut Avishvasniya Akalpniya With Sweta Singh Full Show: क्या है भगवान के धड़कते हृदय का रहस्य?

ବଡ଼ଦାଣ୍ଡ ରେ ରଥଟାଣିବା ବେଳେ ଚୋରୀ ହେଇଥିଲା ମୋବାଇଲ, ଯାହା ହଉ ମିଳିଗଲା ! mobile Stolen in puri recived, bbsr

What Happens After Death? | Does Aatma really Exist? | Dhruv Rathee

Pratik Gandhi's Gujju Special! Lovely Wife Bhamini, Scam 1992 Days & Mom's Special Bhagat Muthiya!

ରାଗିଗଲେ ବିଧାୟକ, ଦୋଷୀକୁ ଛାଡ଼ି ନିରୀହ ଲୋକଙ୍କୁ ଦଣ୍ଡ ଦେଉଛ ! MLA Saroj Pradhan Face-Off With Police ,Boudh

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଲିଫ୍ଟରେ , ଅଧା ଘଣ୍ଟା ଫସିରହିଲେ ଗୁରୁଜୀ ଗୁରୁମା Teachers rescued from lift

12 AM Breakfast in PURI DHAM - 72 Years Old Man Selling Food @IndianFoodExplorer

SCB ନୂଆ କ୍ୟାମ୍ପସ ବୁଲି ଦେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ! Health Minister inspected new campus of SCB Hospital

CJP Holds Protest at Jantar Mantar, T.M. Thomas Isaac and Prakash Raj Join Demonstration

SPAIN'S WORLD CHAMPIONS ARRIVE HOME! 🛬🏆 2026 FIFA World Cup

ଲୋୟର ସୁକତେଲ ଡ୍ୟାମରେ ବଢ଼ିଲାଣି ଜଳସ୍ତର ,ଗାଁ ଛାଡୁନାହାନ୍ତି କୁମିଆପାଲି ବାସିନ୍ଦା।Lower Suktel Dam ,Balangiri

Why Are ISRO Scientists Quitting? Govt Tightens Exit Rules Amid Brain Drain Fears | News9

