ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

କଳିଯୁଗରେ ଅଧର୍ମ, ଦୁଃଖ ଓ ଭୟ ବୃଦ୍ଧି ପାଉଛି, ଏହା ପଛରେ ଅନେକ ଦାର୍ଶନିକ ଓ ଧାର୍ମିକ କାରଣ ଅଛି। ଶାସ୍ତ୍ର ଅନୁଯାୟୀ କଳି ଚାରିଟି ବିଶେଷ ସ୍ଥାନରେ ବାସ କରନ୍ତି। ସେହି ସ୍ଥାନଗୁଡିକ କଣ? କିଏ ଏହି ସ୍ଥାନଗୁଡିକୁ ଦୂଷିତ କରେ? କେମିତି ଏହାଠାରୁ ମୁକ୍ତି ମିଳିପାରିବ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ମାଧ୍ୟମରେ ଶୁଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ତଥ୍ୟ। ଏହିଭଳି ଅନନ୍ୟ ଧାର୍ମିକ ଓ ଆତ୍ମିକ ବିଷୟ ପାଇଁ ଦେଖୁନ୍ତୁ "Jay Jagannath TV" – ଆପଣଙ୍କର ଭକ୍ତିମୟ ସାଥୀ। "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ । DTH Channel Nos : TATAPLAY-1799, Dish TV -1397, Airtel -615, Sun Direct-490 ,D2H -1397 Also available on all cable networks. ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618 "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #bhagabatakatha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା
▶︎

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV
▶︎

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

ଶ୍ରୀରାମ କଥା || Chinmay Das Ji Maharaj || DAY-1 || Badamba - 2026|| WC BHAKTI@WCBhakti
▶︎

ଶ୍ରୀରାମ କଥା || Chinmay Das Ji Maharaj || DAY-1 || Badamba - 2026|| WC BHAKTI@WCBhakti

How To Get Relaxed From Tension | Swami Mukunda Krishnaji Maharaj | Bhaba Bandhana
▶︎

How To Get Relaxed From Tension | Swami Mukunda Krishnaji Maharaj | Bhaba Bandhana

શિવ મહાપુરાણ કથા || શિવ કથા|| ભાગવત કથા||જીગ્નેશ દાદા#મા સ્ટુડિયો
▶︎

શિવ મહાપુરાણ કથા || શિવ કથા|| ભાગવત કથા||જીગ્નેશ દાદા#મા સ્ટુડિયો

ଅନ୍ତେଷ୍ଟି ସସ୍କାର. ବାଲୁଗାଁ.bhaktikatha
▶︎

ଅନ୍ତେଷ୍ଟି ସସ୍କାର. ବାଲୁଗାଁ.bhaktikatha

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV
▶︎

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୪)
▶︎

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୪)

ଗୁରୁ ରୂପେ କାହାକୁ ଗ୍ରହଣ କରିବେ ? EP- 2 | Swami Mukundakrushna | Jagannatha Kathamruta | Sidharth Utsav
▶︎

ଗୁରୁ ରୂପେ କାହାକୁ ଗ୍ରହଣ କରିବେ ? EP- 2 | Swami Mukundakrushna | Jagannatha Kathamruta | Sidharth Utsav

ମିଳିଗଲା ଦୁଃଖ ଦୂର କରିବାର ସୂତ୍ର Swami Sudhananda | Devotional News | Odia News | Spiritual Guru | N18P
▶︎

ମିଳିଗଲା ଦୁଃଖ ଦୂର କରିବାର ସୂତ୍ର Swami Sudhananda | Devotional News | Odia News | Spiritual Guru | N18P

ଚମତ୍କାର କାହାଣୀ ଟିଏ | Secret Story of Krishna  | Bhagabat Sandhya - 18 | Baba Satyananda Das #odia
▶︎

ଚମତ୍କାର କାହାଣୀ ଟିଏ | Secret Story of Krishna | Bhagabat Sandhya - 18 | Baba Satyananda Das #odia

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV
▶︎

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

ଶ୍ରୀମଦ୍ ଭାଗବତ କଥାମୃତ  - ଚତୁର୍ଥ ଦିନ - Bhagabata Saptaha - 4 Day | Prabachak - Swami Mukunda  Krushna
▶︎

ଶ୍ରୀମଦ୍ ଭାଗବତ କଥାମୃତ - ଚତୁର୍ଥ ଦିନ - Bhagabata Saptaha - 4 Day | Prabachak - Swami Mukunda Krushna

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୧)
▶︎

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୧)

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV
▶︎

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ଶ୍ରୀରାମ କଥା || Chinmay Das Ji Maharaj || DAY-3 || Badamba - 2026|| WC BHAKTI@WCBhakti
▶︎

ଶ୍ରୀରାମ କଥା || Chinmay Das Ji Maharaj || DAY-3 || Badamba - 2026|| WC BHAKTI@WCBhakti

ଗୋଟିଏ ହାତରେ ପ୍ରଣାମ କାହିଁକି ନିଷେଧ ?EP-6 Swami Mukundakrushna | Jagannatha Kathamruta | Sidharth Utsav
▶︎

ଗୋଟିଏ ହାତରେ ପ୍ରଣାମ କାହିଁକି ନିଷେଧ ?EP-6 Swami Mukundakrushna | Jagannatha Kathamruta | Sidharth Utsav

🔴𝐋𝐢𝐯𝐞 | 𝐃𝐚𝐲 𝟏 | શ્રીમદ ભાગવત સપ્તાહ જ્ઞાનયજ્ઞ | પૂ. રમેશભાઈ ઓઝા || પચ્છેગામ,ભાવનગર 𝐕𝐚𝐥𝐚𝐦 𝐓𝐕 #live
▶︎

🔴𝐋𝐢𝐯𝐞 | 𝐃𝐚𝐲 𝟏 | શ્રીમદ ભાગવત સપ્તાહ જ્ઞાનયજ્ઞ | પૂ. રમેશભાઈ ઓઝા || પચ્છેગામ,ભાવનગર 𝐕𝐚𝐥𝐚𝐦 𝐓𝐕 #live

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ
▶︎

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

ଶ୍ରୀମଦ୍ ଭାଗବତ କଥାମୃତ  - ପ୍ରଥମ ଦିନ - Bhagabata Saptaha - 1 Day | Prabachak - Swami Mukunda  Krushna
▶︎

ଶ୍ରୀମଦ୍ ଭାଗବତ କଥାମୃତ - ପ୍ରଥମ ଦିନ - Bhagabata Saptaha - 1 Day | Prabachak - Swami Mukunda Krushna