ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ
ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରି, ନିଜର ଭକ୍ତି ଆଶିଷ ପ୍ରଦାନ କରିଆସୁଅଛନ୍ତି I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଶଙ୍ଖ ନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ତାଙ୍କ ଅନନ୍ୟ ମହିମାରେ ସୁଗନ୍ଧ ସମଗ୍ର ବିଶ୍ୱ ଜଗତରେ ପହଁଚାଇବା ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଭେଟି ଦେଉଛୁ ଏକ ଭକ୍ତି ଭରା ଉପହାର "ଜୟ ଜଗନ୍ନାଥ" I "Pabitra Entertainment" ଭେଟି ଦେଉଛି ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସରେ ପୂର୍ଣ୍ଣ ଏକ ସମ୍ପୂର୍ଣ୍ଣ ନୂତନ ଚ୍ୟାନେଲ "ଜୟ ଜଗନ୍ନାଥ" ✽ ଭେଟି ଦେଉଛୁ ପ୍ରବକ୍ତା ସତ୍ୟାନନ୍ଦ ଦାସଙ୍କ କଣ୍ଠରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ " ଶ୍ରୀ ଜଗନ୍ନାଥ କରୁଣା " ✽ ✽ ତେବେ ଆସନ୍ତୁ ଶୁଣିନେବା " ଶ୍ରୀ ଜଗନ୍ନାଥ କରୁଣା" I ✽ ଯଦି ଏହି ପ୍ରବଚନଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel "Jay Jagannath" କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ। ✽II Please Like, Share & Subscribe " Jay Jagannath " II✽ ✽II Click Here To Subscribe: / @jayjagannath II✽ ✽II Shree Jagannath Karuna II✽ ✽II Shree Jagannathanka Prabachana II✽ ✽II Presented By Jay Jagannath II✽ ✽II Video Credits II✽ ✽ Prabakta: Satyananda Das ✽ Produced By: Pabitra Entertainment ✽ Edited By: Pritiranjan Parija ✽ Design By: Sneharanjan Sahoo ✽ Radio Partner- Odisha Radio ✽ Digital Partner- E Halchal ✽ Upload, Description & Published By: Somnath Mohapatra ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪ #JayJagannath #ShreeJagannathaKaruna#PabitraEntertainment ♪ Enjoy and stay connected with us!! ♪ ✽ Mail Id: [email protected] ✽ Whatsapp Us:+919937173456/+919437273456 ✽ Phone: 06712973456/06712430595 ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪ ✽All Copyright Reserved By Pabitra Entertainment. Any Misuse,Reuse, Unauthorized Use, Re Upload Of The Content May Subject To Copyright Claim Against The Third Party ✽

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ଦ୍ଵିତୀୟ ଭାଗ । ଜୟ ଜଗନ୍ନାଥ

ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

ଜଗନ୍ନାଥ ଙ୍କ କାହାଣୀ || ପ୍ରବଚନ || Jagannath story #story #video #jagannath

ଭାଗବତ ସପ୍ତାହ || ସତ୍ୟାନନ୍ଦ ଦାସ || DAY-7 || Tirtol || WC BHAKTI

ଭାଗବତ କଥା | ଭାଗ-୧ | BHAGABAT KATHA | PART-1

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

🔴𝐋𝐢𝐯𝐞 | 𝐃𝐚𝐲 𝟏 | શ્રીમદ ભાગવત સપ્તાહ જ્ઞાનયજ્ઞ | પૂ. રમેશભાઈ ઓઝા || પચ્છેગામ,ભાવનગર 𝐕𝐚𝐥𝐚𝐦 𝐓𝐕 #live

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ତୃତୀୟ ଭାଗ । ଜୟ ଜଗନ୍ନାଥ

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ପ୍ରଥମ ଦିନ - Bhagabata Saptaha -1 Day | Prabachak - Baba Satyananda Das

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୫)

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୧)

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ଚତୁର୍ଥ ଦିନ - Bhagabata Saptaha -4 Day | Prabachak - Baba Satyananda Das

ଭାଗବତ କଥା | ଭାଗ-6 | BHAGABAT KATHA | PART-6

ବଡ଼ଦାଣ୍ଡରେ ଭିକ ମାଗୁଥିବା ବୁଢ଼ୀର କାହାଣୀ | Jagannatha Pancharatra | Dr. Ashutosh Mishra | Sidharth Utsav

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ଚତୁର୍ଥ ଭାଗ । ଜୟ ଜଗନ୍ନାଥ

ଏରଡା ମଞ୍ଚରେ ସତ୍ୟାନନ୍ଦ ବାବାଙ୍କ ସମ୍ପୂର୍ଣ୍ଣ ପ୍ରବଚନ||Satyananda Babanka Sampurna Prabachana ||

ଶ୍ରୀକୃଷ୍ଣ ଲୀଳାମୃତ ଭାଗ -୩ - Srikrushna Lilamruta | Prabachak - Baba Satyananda Dash | SIDHARTH BHAKTI

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ ପାଞ୍ଚରାତ୍ର - ଭାଗ -୪

ଶ୍ରୀକୃଷ୍ଣ ଲୀଳାମୃତ ଭାଗ -୨ - Srikrushna Lilamruta | Prabachak - Baba Satyananda Dash | SIDHARTH BHAKTI

