କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

ଏହି କଳିଯୁଗରେ ମଣିଷ ଜାଣି ସୁଣି ଭୁଲ କରୁଛି, ଅସତ୍ୟକୁ ଆଶ୍ରୟ କରୁଛି ଏବଂ ଧର୍ମରୁ ବିମୁଖ ହେଉଛି। ଏହି ଭିଡିଓରେ ପଣ୍ଡିତ ମହୋଦୟ ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରୁଛନ୍ତି – କାହିଁକି ମଣିଷ ଏପରି ଅନାଚାର ଓ ଅନ୍ୟାୟର ରାସ୍ତାକୁ ଚାଲିଯାଉଛି? 🔔 ଏହା ଆପଣଙ୍କୁ ଏକ ନୂଆ ଚିନ୍ତାଧାରା ଓ ଆତ୍ମଚିନ୍ତନ ଦେବ। ଆସନ୍ତୁ ଏହି ଭିଡିଓ ଦେଖିବା ପରେ ନିଜ ଜୀବନ ଉପରେ ଏକ ଦୃଢ଼ ପ୍ରଭାବ ପାଉ। 📌 ଦେଖନ୍ତୁ | ଶେୟାର୍ କରନ୍ତୁ | Jay Jagannath TV କୁ ସବସ୍କ୍ରାଇବ୍ କରନ୍ତୁ | "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ । DTH Channel Nos : TATAPLAY-1799, Dish TV -1397, Airtel -615, Sun Direct-490 ,D2H -1397 Also available on all cable networks. ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618 "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #bhagabatakatha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

જીવનમાં કરેલા પાપ સંતાનોને પણ ભોગવવા પડે છે? | Rameshbhai Ozaa | પ્રભાતિયા-Bhajan
▶︎

જીવનમાં કરેલા પાપ સંતાનોને પણ ભોગવવા પડે છે? | Rameshbhai Ozaa | પ્રભાતિયા-Bhajan

Day 6 - Manas Mrutyu Lok | Ram Katha 979 - Kochi | 18/06/2026 | Morari Bapu
▶︎

Day 6 - Manas Mrutyu Lok | Ram Katha 979 - Kochi | 18/06/2026 | Morari Bapu

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV
▶︎

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଶ୍ରୀରାମ କଥା || Chinmay Das Ji Maharaj || DAY-1 || Badamba - 2026|| WC BHAKTI@WCBhakti
▶︎

ଶ୍ରୀରାମ କଥା || Chinmay Das Ji Maharaj || DAY-1 || Badamba - 2026|| WC BHAKTI@WCBhakti

HAREKRISHNA NAMAHATTA CENTRE CHATRAPUR  is live!
▶︎

HAREKRISHNA NAMAHATTA CENTRE CHATRAPUR is live!

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV
▶︎

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

କେଉଁ ମନ୍ତ୍ରରେ ସିଦ୍ଧି ମିଳିଥାଏ ?EP - 4 | Swami Mukundakrushna | Jagannatha Kathamruta | Sidharth Utsav
▶︎

କେଉଁ ମନ୍ତ୍ରରେ ସିଦ୍ଧି ମିଳିଥାଏ ?EP - 4 | Swami Mukundakrushna | Jagannatha Kathamruta | Sidharth Utsav

Bharat Prasanga । ଭରତ ପ୍ରସଙ୍ଗ । ପଣ୍ଡିତ ଚରଣ ରାମଦାସଙ୍କ କଣ୍ଠରେ ସୁନ୍ଦର ଓଡ଼ିଆ ପ୍ରବଚନ କଥା
▶︎

Bharat Prasanga । ଭରତ ପ୍ରସଙ୍ଗ । ପଣ୍ଡିତ ଚରଣ ରାମଦାସଙ୍କ କଣ୍ଠରେ ସୁନ୍ଦର ଓଡ଼ିଆ ପ୍ରବଚନ କଥା

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା
▶︎

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ଶ୍ରୀମଦ୍ ଭାଗବତ କଥାମୃତ  - ପ୍ରଥମ ଦିନ - Bhagabata Saptaha - 1 Day | Prabachak - Swami Mukunda  Krushna
▶︎

ଶ୍ରୀମଦ୍ ଭାଗବତ କଥାମୃତ - ପ୍ରଥମ ଦିନ - Bhagabata Saptaha - 1 Day | Prabachak - Swami Mukunda Krushna

ଅନ୍ତେଷ୍ଟି ସସ୍କାର. ବାଲୁଗାଁ.bhaktikatha
▶︎

ଅନ୍ତେଷ୍ଟି ସସ୍କାର. ବାଲୁଗାଁ.bhaktikatha

"ದೇವರ ಮೇಲೆ ಭಾರ ಹಾಕಿ ನಾವು ಜೀವನವನ್ನು ನಡೆಸಬೇಕು ಏಕೆ?" | By BRAHMACHARYA Guru
▶︎

"ದೇವರ ಮೇಲೆ ಭಾರ ಹಾಕಿ ನಾವು ಜೀವನವನ್ನು ನಡೆಸಬೇಕು ಏಕೆ?" | By BRAHMACHARYA Guru

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୧)
▶︎

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୧)

Swami Mukund Krishna ମୁକୁନ୍ଦ କୃଷ୍ନ ରାମ କଥା contact 8917586984 ll Puri
▶︎

Swami Mukund Krishna ମୁକୁନ୍ଦ କୃଷ୍ନ ରାମ କଥା contact 8917586984 ll Puri

ଭାଗବତ ଫଳ କାହିଁକି ମୂଲ୍ୟବାନ ? ଏହାକୁ ସଠିକ୍ ଭାବେ କିପରି ପାନ କରିବେ ?  | Jay Jagannath TV
▶︎

ଭାଗବତ ଫଳ କାହିଁକି ମୂଲ୍ୟବାନ ? ଏହାକୁ ସଠିକ୍ ଭାବେ କିପରି ପାନ କରିବେ ? | Jay Jagannath TV

ଶ୍ରୀମଦ୍ ଭାଗବତ କଥାମୃତ  - ଚତୁର୍ଥ ଦିନ - Bhagabata Saptaha - 4 Day | Prabachak - Swami Mukunda  Krushna
▶︎

ଶ୍ରୀମଦ୍ ଭାଗବତ କଥାମୃତ - ଚତୁର୍ଥ ଦିନ - Bhagabata Saptaha - 4 Day | Prabachak - Swami Mukunda Krushna

ମଣିଷ କଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ? ବାବାଜି ଅମୃତାନନ୍ଦ ଦାସ//ଡିଟି ଓଡ଼ିଆ ଷ୍ଟୋରି//dt odia story
▶︎

ମଣିଷ କଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ? ବାବାଜି ଅମୃତାନନ୍ଦ ଦାସ//ଡିଟି ଓଡ଼ିଆ ଷ୍ଟୋରି//dt odia story

ଗୁରୁ ରୂପେ କାହାକୁ ଗ୍ରହଣ କରିବେ ? EP- 2 | Swami Mukundakrushna | Jagannatha Kathamruta | Sidharth Utsav
▶︎

ଗୁରୁ ରୂପେ କାହାକୁ ଗ୍ରହଣ କରିବେ ? EP- 2 | Swami Mukundakrushna | Jagannatha Kathamruta | Sidharth Utsav

Shree Bhagabata Kathamruta | Dwitiya Bhaga | Pandita Charana Ramdas | Odia Prabachan | Pabitra Paree
▶︎

Shree Bhagabata Kathamruta | Dwitiya Bhaga | Pandita Charana Ramdas | Odia Prabachan | Pabitra Paree

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?
▶︎

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?