ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଗାଇ ପରିସ୍ରାରେ ସ୍ନାନ କରିବାର ପ୍ରାଚୀନ ପରମ୍ପରା ଓ ତାହାର ଦିବ୍ୟ ଫଳ ବିଷୟରେ ଜାଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ମାଧ୍ୟମରେ। ଏହି ଅଦ୍ଭୁତ ଧାର୍ମିକ ତଥ୍ୟ ଆପଣଙ୍କ ଜୀବନକୁ ଆଧ୍ୟାତ୍ମିକ ଆଲୋକ ଦେଇପାରିବ। ଦେଖନ୍ତୁ, ଶୁଣନ୍ତୁ ଏବଂ ଆଶୀର୍ବାଦ ପାଆନ୍ତୁ। ଜୟ ଜଗନ୍ନାଥ! 🙏 ଅନୁଗ୍ରହ କରି ଚ୍ୟାନେଲ୍ ଅବଶ୍ୟ ସବସ୍କ୍ରାଇବ୍ କରନ୍ତୁ - Jay Jagannath TV "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ । DTH Channel Nos : TATAPLAY-1799, Dish TV -1397, Airtel -615, Sun Direct-490 ,D2H -1397 Also available on all cable networks. ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618 "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #bhagabatakatha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା
▶︎

ପ୍ରେମ ଓ ଭକ୍ତି ପ୍ରଭୁଙ୍କ ଦୃଷ୍ଟିରେ କିଏ ଶ୍ରେଷ୍ଠ ? ଶୁଣନ୍ତୁ ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଅନୁଭୂତିମୟ ବ୍ୟାଖ୍ୟା

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV
▶︎

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୧)
▶︎

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୧)

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana
▶︎

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ଦୀପାବଳି ରାତିରେ ଶୁଅନ୍ତିନି କାହିଁକି ? | Jagannatha Kathamruta | EP - 5 | Swami Mukundakrushna
▶︎

ଦୀପାବଳି ରାତିରେ ଶୁଅନ୍ତିନି କାହିଁକି ? | Jagannatha Kathamruta | EP - 5 | Swami Mukundakrushna

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୨ ଅଧ୍ୟାୟ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୨ ଅଧ୍ୟାୟ | Jay Jagannath TV

ଭାବ ବନ୍ଧନ | BHABA BANDHANA | ମାନବୀୟ ଲୀଳାରେ ମହାପ୍ରଭୁ
▶︎

ଭାବ ବନ୍ଧନ | BHABA BANDHANA | ମାନବୀୟ ଲୀଳାରେ ମହାପ୍ରଭୁ

અન્નદાન કરવાનું શું મહત્વ છે P Rameshbhai Oza #jayshreekurshna
▶︎

અન્નદાન કરવાનું શું મહત્વ છે P Rameshbhai Oza #jayshreekurshna

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV
▶︎

ଶାସ୍ତ୍ର କୁହେ କଳି ବାସ କରନ୍ତି ଏହି 4ଟି ଜାଗାରେ ! ଆପଣ ଜାଣନ୍ତି କି ? Jay Jagannath TV

ଗୁରୁ ରୂପେ କାହାକୁ ଗ୍ରହଣ କରିବେ ? EP- 2 | Swami Mukundakrushna | Jagannatha Kathamruta | Sidharth Utsav
▶︎

ଗୁରୁ ରୂପେ କାହାକୁ ଗ୍ରହଣ କରିବେ ? EP- 2 | Swami Mukundakrushna | Jagannatha Kathamruta | Sidharth Utsav

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV
▶︎

କଳିଯୁଗରେ ମଣିଷ ଜାଣିପାଗେଳା ! କାହିଁକି ଏମିତି ଅବସ୍ଥା ? ଧାର୍ମିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା | Jay Jagannath TV

ଶ୍ରୀମଦ୍ ଭାଗବତ କଥାମୃତ  - ପ୍ରଥମ ଦିନ - Bhagabata Saptaha - 1 Day | Prabachak - Swami Mukunda  Krushna
▶︎

ଶ୍ରୀମଦ୍ ଭାଗବତ କଥାମୃତ - ପ୍ରଥମ ଦିନ - Bhagabata Saptaha - 1 Day | Prabachak - Swami Mukunda Krushna

ଭାଗବତ କଥାମୃତ || ସତ୍ୟାନନ୍ଦ ଦାସ ମହାରାଜ || Day-3 || 28.05.26 || ସୁନ୍ଦରଗଡ଼ || @SatyanandaMaharaj
▶︎

ଭାଗବତ କଥାମୃତ || ସତ୍ୟାନନ୍ଦ ଦାସ ମହାରାଜ || Day-3 || 28.05.26 || ସୁନ୍ଦରଗଡ଼ || @SatyanandaMaharaj

જીવનમાં કરેલા પાપ સંતાનોને પણ ભોગવવા પડે છે? | Rameshbhai Ozaa | પ્રભાતિયા-Bhajan
▶︎

જીવનમાં કરેલા પાપ સંતાનોને પણ ભોગવવા પડે છે? | Rameshbhai Ozaa | પ્રભાતિયા-Bhajan

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ?  (ଭାଗ -୨)
▶︎

ଭାବ ବନ୍ଧନ | BHABA BANDHANA | ଜଗନ୍ନାଥ କିଏ ? (ଭାଗ -୨)

જે સમજદાર છે તે દુઃખી કેમ છે? આ કથા અવશ્ય સાંભળો..P. Bhaishri Rameshbhai Oza
▶︎

જે સમજદાર છે તે દુઃખી કેમ છે? આ કથા અવશ્ય સાંભળો..P. Bhaishri Rameshbhai Oza

କାହିଁକି ମାସର ନାମ ହେଲା ପୁରୁଷୋତ୍ତମ ?EP 1 Swami Mukundakrushna | Jagannatha Kathamruta | Sidharth Utsav
▶︎

କାହିଁକି ମାସର ନାମ ହେଲା ପୁରୁଷୋତ୍ତମ ?EP 1 Swami Mukundakrushna | Jagannatha Kathamruta | Sidharth Utsav

ପିଲା ଗର୍ଭରେ ଥିବା ସମୟରେ ପିତାମାତା କ'ଣ କରିବେ ନାହିଁ | Jay Jagannath TV
▶︎

ପିଲା ଗର୍ଭରେ ଥିବା ସମୟରେ ପିତାମାତା କ'ଣ କରିବେ ନାହିଁ | Jay Jagannath TV

ભાગ્યમાં જે લખ્યું હોય એજ થાય | BhaiShree Rameshbhai Oza | Savaj Ni Moj
▶︎

ભાગ્યમાં જે લખ્યું હોય એજ થાય | BhaiShree Rameshbhai Oza | Savaj Ni Moj

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata
▶︎

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata