ରାଜବାଟୀରେ ସ୍ଵପ୍ନେଶ୍ଵର ଦେବ ଓ ବାଲୁଙ୍କେଶ୍ୱର ଦେବ | Ranpur Danda Nacha | Danda Nacha | Odia Danda Nacha
ରଣପୁର ଓ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଛି ପାଣିତୋଳା ଓ ଦଣ୍ଡନୃତ୍ୟ ରଣପୁରର ବଡ଼ କୋଠି ଭାବେ ପରିଚିତ ବାବା ବାବା ବାଲୁଙ୍କେଶ୍ଵର ଦେବ ଓ ସାନଗତ ମହାଦେବ ଭିନ୍ନଭିନ୍ନ ସମୟରେ ରଣପୁର ରାଜାଙ୍କ ରାଜନଗରକୁ ଯାଇଥିବା ଜଣାଯାଇଛି । ସେଠାରେ ରାଜା ଦିଲ୍ଲୀପ ଚଣ୍ଡେଶ୍ଵର ମହାଦେବ ଓ ସାନ କୋଠି କୁମାର ସିଂଦେଓ ବାବା ଚଣ୍ଡେଶ୍ବର,ବାଲୁଙ୍କେଶ୍ୱର ମହାଦେବଙ୍କ ଓ ସ୍ବପ୍ନେଶ୍ବର ପାଣିତୋଳା ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗତାମାନେ ୧୭ଦିନ ପର୍ଯ୍ୟନ୍ତ ପାଣି ତୋଳିବେ । ରଣପୁରର ଚନ୍ଦନ ପୁଷ୍କରିଣୀ ବଧିଠାରେ ଭଗତାମାନେ ସ୍ନାନ ପରେ ଅପରାହ୍ଣରେ ପ୍ରଥମେ ଚଣ୍ଡେଶ୍ଵର ଦେବଙ୍କ ବେଢ଼ା ପରିକ୍ରମା କରିଥିଲେ । ବାବା ଚଣ୍ଡେଶ୍ଵର ଦଣ୍ଡପାଟବେତ , ବାବା ସୁପ୍ତେଶ୍ୱର ଦଣ୍ଡପାଟବେତ , ପୁରୁଣା ବସନ୍ତ ଓ ୪ ଦଣ୍ଡଙ୍କୁ ଶାଢ଼ି ପ୍ରଦାନ କରିଥିଲେ । ଭଗତାମାନେ ଶାଢ଼ି ଗ୍ରହଣ ପରେ ରାଜାଙ୍କ ଶୁଭ ମନାସି ‘ ହକ ’ ଡାକିଥିଲେ । ଏଥିସହିତ ଚଡ଼େୟା ଓ ଚତ୍ରେୟାଣୀ ଦଣ୍ଡନୃତ୍ୟ , ପରିବେଷଣ କରିଥିଲେ । ବିଳମ୍ବିତ ରାତିରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମାନସିକଧାରୀ ଭକ୍ତଙ୍କ ଦୁଆରେ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି । ଏହି ପାଣିତୋଳା ଓ ଦଣ୍ଡନୃତ୍ୟ ପଣା ସଂକ୍ରାନ୍ତି ଦିନ ଭଗତାମାନେ ଝାମୁ ଚାଲିବା ପରେ ଉଦ୍ଯାପିତ ହୋଇଥାଏ । Playlist:👇 ►Ranpur Panchudola yatra • ମା ମଣିନାଗ ପୂଜା ପାଇଲେନି | dola Melana | Ran... ►Bhobara danda Naacha • Danda Nacha | Bhobara ►Ranpur Danda Nacha 2024 • ଚଣ୍ଡେଶ୍ଵର ଦେବଙ୍କ ବଡ଼ଦାଣ୍ଡ ପରିକ୍ରମା | ଦଣ୍ଡନ... ►Danda Nacha 2023 • Danda Naacha | Ranpur(Purunabasanta) ►Patitapabana Darshan • ରଣପୁରରୁ ପତିତପାବନ ଦର୍ଶନ | Ranpur Patitapaba... ►Luv Kush Janma | Sankhamula • Luv kush Janma | Sankhamula ►Hanu Arjun Kali Rajpatana • Hanu Arjuna Kali (Rajpatana) ► Ranpur Ram Navmi Mahotsav 2023 • ରଣପୁର ରାମନବମୀ || Ranpur Ram Navmi | Ram Na... ►Ranpur Ratha Yatra 2022 • Ratha Yatra & Sana Purnima 2022 (Ranpur) ► Shiva Shivani Kali • Shiva Shivani Kali | ଲୁହ ଅଳତା ଦୁଃଖ ସିନ୍ଦୂର... ►Balika ramanatak _Chhima • Sita Chori | Chhima Balika Ramanatak | Bik... ►Pana Sankranti _Purunabasanta(Ranpur) • ପଣା ସଂକ୍ରାନ୍ତି || ପୁରୁଣାବସନ୍ତ | Ranpur Dan... ►Panchu dola yatra _Ranpur • ରଣପୁର ପଞ୍ଚୁଦୋଳ ୨୦୨୨-୨୪ | Ranpur Panchudola... ►Bhobara danda Naacha • Danda Nacha | Bhobara ►Luv kush janma Bhetabar • Luv Kush Janma_Bhetabara ► Danda Nacha 2024 • ଚଣ୍ଡେଶ୍ଵର ଦେବଙ୍କ ବଡ଼ଦାଣ୍ଡ ପରିକ୍ରମା | ଦଣ୍ଡନ... ► Luv kush Nka Ramayan Gana • ଲବ କୁଶଙ୍କ ରାମାୟଣ ଗାନ | Luv kush Janma | Sa... ନୂଆ ନୂଆ ପୌରାଣିକ/ଆଧ୍ୟାତ୍ମିକ କାର୍ଯ୍ୟକ୍ରମ (ଦଣ୍ଡନାଚ, ରଥଯାତ୍ରା,ଦୋଳଯାତ୍ରା,ରାମନାଟକ) ଦେଖିବା ପାଇଁ ମୋ ଚ୍ୟାନେଲକୁ ଏବେ ହିଁ Subscribe କରନ୍ତୁ, ପାଖରେ ଥିବା " Bell icon" 🔔 କୁ ପ୍ରେସ୍ କରନ୍ତୁ | ଯଦି ଭିଡିଓଟି ପସନ୍ଦ ହୋଇଥାଏ Share+Cmnt+Like & Subscribe କରିବାକୁ ଅନୁରୋଧ Jay Jagannath 🙏 Omm Namha Shivaya 🙏 #bikashbhakti #ranpurdandanacha #dandanacha2024 #odiadandanacha #dandanacha #danda

ବାଲୁଙ୍କେଶ୍ୱର,ଲୋକେଶ୍ୱର ଓ ନୀଳକଣ୍ଠ ଦେବଙ୍କ ମିଳନ | Ranpur Danda Nacha | Danda Nacha | Danda Nacha 2024

ANANTHKUMARHEGDE || Fire Brand || ಅನಂತಕುಮಾರ ಹೆಗಡೆ, ಬೆಂಕಿ ಭಾಷಣ.... RSS ಬ್ಯಾನ್ ಮಾಡೊ ಧಮ್ ಇದೆಯಾ?

ଯାତ୍ରା ମଞ୍ଚରେ ୪୦ ବର୍ଷ... | Gaur Padhi & Sukanti Padhi Share Their Incredible Journey | #otvdigital

ଦଣ୍ଡ ନାଚ କାହିଁକି କରାଯାଏ ? ଜାଣନ୍ତୁ ଏହି ଭିଡିଓରେ | ଆମ ପରମ୍ପରା | Danda Nacha | Vir Kalinga.
![Ganjam ( Maa danda Kali Puja) manasika puja #kali #dandanacha #kalipuja [[part -ii]]](https://i.ytimg.com/vi/YjgYNYEwum0/hqdefault.jpg?sqp=-oaymwE9CNACELwBSFryq4qpAy8IARUAAAAAGAElAADIQj0AgKJDeAHwAQH4Af4JgALQBYoCDAgAEAEYfyAjKDwwDw==&rs=AOn4CLCk69tKYHviAnv_dhUJ4o8aDguDJQ)
Ganjam ( Maa danda Kali Puja) manasika puja #kali #dandanacha #kalipuja [[part -ii]]

ବାପା ପୁଅ ଏକାଠି ଦୈତାରୀ ପଣ୍ଡା ଙ୍କ ପୁଅ ଜଗା ପଣ୍ଡା ଙ୍କ ଅଭିନୟ || abhimanini mun alakananda jatra

ଚାଲ ଦେଖି ଯିବା ପଞ୍ଚୁ ଦଣ୍ଡ ମେଳଣ #viralvideo #subscribe #millionviews #odisanatk

कुछ भी करना पर चुलबुल पांडे के चश्मे को हाथ मत लगाना - Salman Khan Dabangg 2 Movie Action Scene

ಸದ್ಗುರು ಸ್ವಾಮಿ ಸಮರ್ಥರ ಲೀಲೆಗಳು! 5ನೇ ಆಶ್ರಮ ಎಂದರೇನು? ಅವಧೂತ ಸ್ಥಿತಿ ರಹಸ್ಯ |ಮಹೇಶ್ ಕೆರೆಗದ್ದೆ | Master Anand

ତିନି କୋଠି ଦଣ୍ଡଙ୍କ ମିଳନ | Ranpur Danda Nacha | Danda Nacha 2024 | Odia Danda Nacha | Bikash Utsav

ପୁରୀରୁ ସିଂହ ଦ୍ବାରଫିଟା | Puri Singha Dwarapitha | Jagannath Dham Puri | Jay Jagannath | Bikash Utsav

ସିଂହଦ୍ଵାରରେ ଚଢ଼େଇଆ ସୃଆଙ୍ଗ | Ranpur Danda Nacha | Odia Danda Nacha | Danda Nacha | Danda Nacha 2024

Exclusive Episode of Sri Pulin Bihari Panda | Discussion about Kaliyug End | Malika | @SatyaBhanja

ଗଞ୍ଜାମର ଲୋକନୃତ୍ୟ ଦଣ୍ଡନାଚ l ବଡ଼ବୋରସିଙ୍ଗ ଦଣ୍ଡନାଚ l ବୀଣାକାର l One Odisha

Genda Bhaiya spoke beyond his means - Dabangg 2 amazing scene - Chulbul Pandey vs Genda Bhaiya | ...

ରଣପୁରରୁ ଶ୍ରୀଜୀଉଙ୍କ ହାତୀବେଶ Ranpur Srijiunka Hatibesa Darshan | Ranpur Snana Punei Snana Jatra 2026

POWERFUL SHIVA mantra to remove negative energy - Shiva Dhyana Mantra (Mahashivratri Chant) - 3 hrs

ଦ୍ୱିତୀୟ ନାଟକ ସବୁ ଆଡେ ଚର୍ଚ୍ଚା ଆମ କାହାଣୀ ପୂଜା ଦୈତାରୀ ନନା ଜଗା ପଣ୍ଡା ଏକାଠି! Konark gananatya

Jagannath Puri Darshan | Jagannath Puri Yatra Guide | Puri Tourist Places | Manish Solanki Vlogs

