ତିନି କୋଠି ଦଣ୍ଡଙ୍କ ମିଳନ | Ranpur Danda Nacha | Danda Nacha 2024 | Odia Danda Nacha | Bikash Utsav
ତିନି କୋଠି ଦଣ୍ଡଙ୍କ ମିଳନ | Ranpur Danda Nacha | Danda Nacha 2024 | Odia Danda Nacha | Bikash Utsav ରଣପୁର ଓ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଛି ପାଣିତୋଳା ଓ ଦଣ୍ଡନୃତ୍ୟ ରଣପୁରର ବଡ଼ କୋଠି ଭାବେ ପରିଚିତ ବାବା ବାବା ବାଲୁଙ୍କେଶ୍ଵର ଦେବ ଓ ସାନଗତ ମହାଦେବ ଭିନ୍ନଭିନ୍ନ ସମୟରେ ରଣପୁର ରାଜାଙ୍କ ରାଜନଗରକୁ ଯାଇଥିବା ଜଣାଯାଇଛି । ସେଠାରେ ରାଜା ଦିଲ୍ଲୀପ ଚଣ୍ଡେଶ୍ଵର ମହାଦେବ ଓ ସାନ କୋଠି କୁମାର ସିଂଦେଓ ବାବା ଚଣ୍ଡେଶ୍ବର,ବାଲୁଙ୍କେଶ୍ୱର ମହାଦେବଙ୍କ ଓ ସ୍ବପ୍ନେଶ୍ବର ପାଣିତୋଳା ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗତାମାନେ ୧୭ଦିନ ପର୍ଯ୍ୟନ୍ତ ପାଣି ତୋଳିବେ । ରଣପୁରର ଚନ୍ଦନ ପୁଷ୍କରିଣୀ ବଧିଠାରେ ଭଗତାମାନେ ସ୍ନାନ ପରେ ଅପରାହ୍ଣରେ ପ୍ରଥମେ ଚଣ୍ଡେଶ୍ଵର ଦେବଙ୍କ ବେଢ଼ା ପରିକ୍ରମା କରିଥିଲେ । ବାବା ଚଣ୍ଡେଶ୍ଵର ଦଣ୍ଡପାଟବେତ , ବାବା ସୁପ୍ତେଶ୍ୱର ଦଣ୍ଡପାଟବେତ , ପୁରୁଣା ବସନ୍ତ ଓ ୪ ଦଣ୍ଡଙ୍କୁ ଶାଢ଼ି ପ୍ରଦାନ କରିଥିଲେ । ଭଗତାମାନେ ଶାଢ଼ି ଗ୍ରହଣ ପରେ ରାଜାଙ୍କ ଶୁଭ ମନାସି ‘ ହକ ’ ଡାକିଥିଲେ । ଏଥିସହିତ ଚଡ଼େୟା ଓ ଚତ୍ରେୟାଣୀ ଦଣ୍ଡନୃତ୍ୟ , ପରିବେଷଣ କରିଥିଲେ । ବିଳମ୍ବିତ ରାତିରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମାନସିକଧାରୀ ଭକ୍ତଙ୍କ ଦୁଆରେ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି । ଏହି ପାଣିତୋଳା ଓ ଦଣ୍ଡନୃତ୍ୟ ପଣା ସଂକ୍ରାନ୍ତି ଦିନ ଭଗତାମାନେ ଝାମୁ ଚାଲିବା ପରେ ଉଦ୍ଯାପିତ ହୋଇଥାଏ । Playlist:👇 ►Ranpur Danda Nacha 2024 • ଚଣ୍ଡେଶ୍ଵର ଦେବଙ୍କ ବଡ଼ଦାଣ୍ଡ ପରିକ୍ରମା | ଦଣ୍ଡନ... ►Danda Nacha 2023 • Danda Naacha | Ranpur(Purunabasanta) ►Patitapabana Darshan • ରଣପୁରରୁ ପତିତପାବନ ଦର୍ଶନ | Ranpur Patitapaba... ►Luv Kush Janma | Sankhamula • Luv kush Janma | Sankhamula ►Hanu Arjun Kali Rajpatana • Hanu Arjuna Kali (Rajpatana) ► Ranpur Ram Navmi Mahotsav 2023 • ରଣପୁର ରାମନବମୀ || Ranpur Ram Navmi | Ram Na... ►Ranpur Ratha Yatra 2022 • Ratha Yatra & Sana Purnima 2022 (Ranpur) ► Shiva Shivani Kali • Shiva Shivani Kali | ଲୁହ ଅଳତା ଦୁଃଖ ସିନ୍ଦୂର... ►Balika ramanatak _Chhima • Sita Chori | Chhima Balika Ramanatak | Bik... ►Pana Sankranti _Purunabasanta(Ranpur) • ପଣା ସଂକ୍ରାନ୍ତି || ପୁରୁଣାବସନ୍ତ | Ranpur Dan... ►Panchu dola yatra _Ranpur • ରଣପୁର ପଞ୍ଚୁଦୋଳ ୨୦୨୨-୨୪ | Ranpur Panchudola... ►Bhobara danda Naacha • Danda Nacha | Bhobara ►Luv kush janma Bhetabar • Luv Kush Janma_Bhetabara ►Ranpur Panchudola yatra • ମା ମଣିନାଗ ପୂଜା ପାଇଲେନି | dola Melana | Ran... ►Bhobara danda Naacha • Danda Nacha | Bhobara ► Danda Nacha 2024 • ଚଣ୍ଡେଶ୍ଵର ଦେବଙ୍କ ବଡ଼ଦାଣ୍ଡ ପରିକ୍ରମା | ଦଣ୍ଡନ... ► Luv kush Nka Ramayan Gana • ଲବ କୁଶଙ୍କ ରାମାୟଣ ଗାନ | Luv kush Janma | Sa... ନୂଆ ନୂଆ ପୌରାଣିକ/ଆଧ୍ୟାତ୍ମିକ କାର୍ଯ୍ୟକ୍ରମ (ଦଣ୍ଡନାଚ, ରଥଯାତ୍ରା,ଦୋଳଯାତ୍ରା,ରାମନାଟକ) ଦେଖିବା ପାଇଁ ମୋ ଚ୍ୟାନେଲକୁ ଏବେ ହିଁ Subscribe କରନ୍ତୁ, ପାଖରେ ଥିବା " Bell icon" 🔔 କୁ ପ୍ରେସ୍ କରନ୍ତୁ | ଯଦି ଭିଡିଓଟି ପସନ୍ଦ ହୋଇଥାଏ Share+Cmnt+Like & Subscribe କରିବାକୁ ଅନୁରୋଧ Jay Jagannath 🙏 Omm Namha Shivaya 🙏 #bikashutsav #ranpurdandanacha #dandanacha #dandanacha2024 #dandanachanayagarh

ଯୋଡ଼ା ଶ୍ରାବଣ ମାସର ପ୍ରଥମ ସୋମବାର ରେ ପାଣି ଢ଼ାଳିଲେ କାଉଡିଆ ||Bol bam jatra2023 @chandanvlogger8004

【 #ホロ金策サバイバル2 】1日目!楽しんでいこう♪【ホロライブ/ときのそら】

ପଣସପୁର ଦଣ୍ଡ ନାଚ part 5/ #panasapura_danda_nacha #dandanachavideo

ଗଞ୍ଜାମର ଲୋକନୃତ୍ୟ ଦଣ୍ଡନାଚ l ବଡ଼ବୋରସିଙ୍ଗ ଦଣ୍ଡନାଚ l ବୀଣାକାର l One Odisha

ଜଗାର ବାଡ଼ଗ୍ରାହୀ କହିଦେଲେ ବଡ଼କଥା- Newsroom Interview With Jagannath Swain Mohapatra | Kanak News

ବାଲୁଙ୍କେଶ୍ୱର,ଲୋକେଶ୍ୱର ଓ ନୀଳକଣ୍ଠ ଦେବଙ୍କ ମିଳନ | Ranpur Danda Nacha | Danda Nacha | Danda Nacha 2024

March 30, 2023dekha bijaye kale Bane sankar kandara Sinha Rana pur 9938143571🙏🌹🌹🌹🌹

Lord Shiva & Goddess Parvati Divine Wedding - Sitala Sasthi Mahotsav - Old Town, Bhubaneswar

today's morning news odisha/7 july 2026/subhadra yojana online apply process/odisha news today

ମାଁ ମେଟାକାନି ଦଣ୍ଡ ନୃତ୍ୟ ରହେଲା ବିନିକା. ରିନା କୁମ୍ଭାର ଦଣ୍ଡ.ପାଟି #ReenaBandioffical

Halua Gita || Sadashiba Moharana || Odisha Culture || Odia Geeta || Gaon Song || Sangeet Sandhya

ସିଂହଦ୍ଵାରରେ ଚଢ଼େଇଆ ସୃଆଙ୍ଗ | Ranpur Danda Nacha | Odia Danda Nacha | Danda Nacha | Danda Nacha 2024

pancha kothi danda milana

ranapura puruna basanta danda nacha||ranpur,nayagarh||full movie||omm baba balunkeswar deba

Kuhudi 23 Koti Danda Milana

କାନ୍ଦନ୍ତି ରାମ ଆରେ ଭାଇ ଲକ୍ଷ୍ମଣ (No-1 ରାମ)। Rama Nataka। Manoj Bhai Party। Krusna Sudama। Odia Ramayan

ଘୋଡା ନାଚ ଗୀତ | ଦୋଳ ମେଲଣ | Dola Melan2025 | Devotional Video | @sanjubabaodiadevotionalsongs

ବାୟା କମେଡି / K Nuagaon Bharat Lila / Dwari Bauribandhu Jena / Bharat Lila Comedy / Baya Comedy

Itamati 51 Danda Melan || Jhamu Melan ||Jhamu Nacha || Amaresh Das Vlogs - ଇଟାମାଟି ଝାମୁ ମେଲଣ

