ସିଂହଦ୍ଵାରରେ ଚଢ଼େଇଆ ସୃଆଙ୍ଗ | Ranpur Danda Nacha | Odia Danda Nacha | Danda Nacha | Danda Nacha 2024
ରଣପୁର ଓ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଛି ପାଣିତୋଳା ଓ ଦଣ୍ଡନୃତ୍ୟ ରଣପୁରର ବଡ଼ କୋଠି ଭାବେ ପରିଚିତ ବାବା ବାବା ବାଲୁଙ୍କେଶ୍ଵର ଦେବ ଓ ସାନଗତ ମହାଦେବ ଭିନ୍ନଭିନ୍ନ ସମୟରେ ରଣପୁର ରାଜାଙ୍କ ରାଜନଗରକୁ ଯାଇଥିବା ଜଣାଯାଇଛି । ସେଠାରେ ରାଜା ଦିଲ୍ଲୀପ ଚଣ୍ଡେଶ୍ଵର ମହାଦେବ ଓ ସାନ କୋଠି କୁମାର ସିଂଦେଓ ବାବା ଚଣ୍ଡେଶ୍ବର,ବାଲୁଙ୍କେଶ୍ୱର ମହାଦେବଙ୍କ ଓ ସ୍ବପ୍ନେଶ୍ବର ପାଣିତୋଳା ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗତାମାନେ ୧୭ଦିନ ପର୍ଯ୍ୟନ୍ତ ପାଣି ତୋଳିବେ । ରଣପୁରର ଚନ୍ଦନ ପୁଷ୍କରିଣୀ ବଧିଠାରେ ଭଗତାମାନେ ସ୍ନାନ ପରେ ଅପରାହ୍ଣରେ ପ୍ରଥମେ ଚଣ୍ଡେଶ୍ଵର ଦେବଙ୍କ ବେଢ଼ା ପରିକ୍ରମା କରିଥିଲେ । ବାବା ଚଣ୍ଡେଶ୍ଵର ଦଣ୍ଡପାଟବେତ , ବାବା ସୁପ୍ତେଶ୍ୱର ଦଣ୍ଡପାଟବେତ , ପୁରୁଣା ବସନ୍ତ ଓ ୪ ଦଣ୍ଡଙ୍କୁ ଶାଢ଼ି ପ୍ରଦାନ କରିଥିଲେ । ଭଗତାମାନେ ଶାଢ଼ି ଗ୍ରହଣ ପରେ ରାଜାଙ୍କ ଶୁଭ ମନାସି ‘ ହକ ’ ଡାକିଥିଲେ । ଏଥିସହିତ ଚଡ଼େୟା ଓ ଚତ୍ରେୟାଣୀ ଦଣ୍ଡନୃତ୍ୟ , ପରିବେଷଣ କରିଥିଲେ । ବିଳମ୍ବିତ ରାତିରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମାନସିକଧାରୀ ଭକ୍ତଙ୍କ ଦୁଆରେ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି । ଏହି ପାଣିତୋଳା ଓ ଦଣ୍ଡନୃତ୍ୟ ପଣା ସଂକ୍ରାନ୍ତି ଦିନ ଭଗତାମାନେ ଝାମୁ ଚାଲିବା ପରେ ଉଦ୍ଯାପିତ ହୋଇଥାଏ । Playlist:👇 ►Ranpur Panchudola yatra • ମା ମଣିନାଗ ପୂଜା ପାଇଲେନି | dola Melana | Ran... ►Ranpur Danda Nacha 2024 • ଚଣ୍ଡେଶ୍ଵର ଦେବଙ୍କ ବଡ଼ଦାଣ୍ଡ ପରିକ୍ରମା | ଦଣ୍ଡନ... ►Danda Nacha 2023 • Danda Naacha | Ranpur(Purunabasanta) ►Patitapabana Darshan • ରଣପୁରରୁ ପତିତପାବନ ଦର୍ଶନ | Ranpur Patitapaba... ►Luv Kush Janma | Sankhamula • Luv kush Janma | Sankhamula ►Hanu Arjun Kali Rajpatana • Hanu Arjuna Kali (Rajpatana) ► Ranpur Ram Navmi Mahotsav 2023 • ରଣପୁର ରାମନବମୀ || Ranpur Ram Navmi | Ram Na... ►Ranpur Ratha Yatra 2022 • Ratha Yatra & Sana Purnima 2022 (Ranpur) ► Shiva Shivani Kali • Shiva Shivani Kali | ଲୁହ ଅଳତା ଦୁଃଖ ସିନ୍ଦୂର... ►Balika ramanatak _Chhima • Sita Chori | Chhima Balika Ramanatak | Bik... ►Pana Sankranti _Purunabasanta(Ranpur) • ପଣା ସଂକ୍ରାନ୍ତି || ପୁରୁଣାବସନ୍ତ | Ranpur Dan... ►Panchu dola yatra _Ranpur • ରଣପୁର ପଞ୍ଚୁଦୋଳ ୨୦୨୨-୨୪ | Ranpur Panchudola... ►Bhobara danda Naacha • Danda Nacha | Bhobara ►Luv kush janma Bhetabar • Luv Kush Janma_Bhetabara ►Bhobara danda Naacha • Danda Nacha | Bhobara ► Danda Nacha 2024 • ଚଣ୍ଡେଶ୍ଵର ଦେବଙ୍କ ବଡ଼ଦାଣ୍ଡ ପରିକ୍ରମା | ଦଣ୍ଡନ... ► Luv kush Nka Ramayan Gana • ଲବ କୁଶଙ୍କ ରାମାୟଣ ଗାନ | Luv kush Janma | Sa... ନୂଆ ନୂଆ ପୌରାଣିକ/ଆଧ୍ୟାତ୍ମିକ କାର୍ଯ୍ୟକ୍ରମ (ଦଣ୍ଡନାଚ, ରଥଯାତ୍ରା,ଦୋଳଯାତ୍ରା,ରାମନାଟକ) ଦେଖିବା ପାଇଁ ମୋ ଚ୍ୟାନେଲକୁ ଏବେ ହିଁ Subscribe କରନ୍ତୁ, ପାଖରେ ଥିବା " Bell icon" 🔔 କୁ ପ୍ରେସ୍ କରନ୍ତୁ | ଯଦି ଭିଡିଓଟି ପସନ୍ଦ ହୋଇଥାଏ Share+Cmnt+Like & Subscribe କରିବାକୁ ଅନୁରୋଧ Jay Jagannath 🙏 Omm Namha Shivaya 🙏 #bikashbhakti #ranpurdandanacha #dandanacha #dandanacha2024 #dandanachanayagarh

ବାଲୁଙ୍କେଶ୍ୱର,ଲୋକେଶ୍ୱର ଓ ନୀଳକଣ୍ଠ ଦେବଙ୍କ ମିଳନ | Ranpur Danda Nacha | Danda Nacha | Danda Nacha 2024

Exclusive Episode of Sri Pulin Bihari Panda | Discussion about Kaliyug End | Malika | @SatyaBhanja

କି କାରଣେ ସର୍ବେ ମିଳି ଅକାରଣେ ମୋତ।। ନାବିକ ଓ ସଖି କଳି।।Kadua, Benagadia Danada Nacha||Nayagarh ||2024

ranpur Dandanacha Lingapurana Full Chadeiasuanga live #ranpur #ଭକ୍ତିଅମୃତ #danda #dandanachavideo

Danda nacha kuni diara bhagamunda danda nacha part-2

Tom & Jerry em Português | Brasil | Um Pouco de Ar Fresco! | WB Kids

today's morning news odisha/7 july 2026/subhadra yojana online apply process/odisha news today

30 May 2026

ରାଜବାଟୀରେ ସ୍ଵପ୍ନେଶ୍ଵର ଦେବ ଓ ବାଲୁଙ୍କେଶ୍ୱର ଦେବ | Ranpur Danda Nacha | Danda Nacha | Odia Danda Nacha

ହେ ନାରାୟଣ | Satayaban Sabitri | Odia Natak | Sankhamul Ramanatak | Odia Jatra @BikashUtsav

ମହାନଦୀ ଭିତରେ ବଡ଼ ରହସ୍ୟ ! Hidden Underwater Mountain & Cave Discovered in Mahanadi River Cuttack

Danda nacha sali bhenai (ଶାଳୀ ଭେଣେଇ )😂 ସାଳୀ ଭେଣେଇଙ୍କ ଜବରଦସ୍ତ କମେଡି! 😄

ପୋଡକାଷ୍ଟ ❌ ଫୋଡ଼କାଷ୍ଟ ✅ ଆଲିଆ ଜଗଦେବ ସହ

" D "ଅନୁପ୍ରାସ ରେ ସୁନ୍ଦର ଗୀତ ଟିଏ //binakara kalamachhuin talcher //maa dakhina kali danda samaja

ଗଞ୍ଜାମର ଲୋକନୃତ୍ୟ ଦଣ୍ଡନାଚ l ବଡ଼ବୋରସିଙ୍ଗ ଦଣ୍ଡନାଚ l ବୀଣାକାର l One Odisha

ଆହେ ହୃଦର ଦେବତା ମୋହରି | Satyabana Sabitri | Sankhamul Ramanatak Odia Natak | Gitinatya | Bikash Utsav

OH GOD, THIS IS DELICIOUS! Just mix 3 EGGS and 3 POTATOES! Everyone is looking for this recipe!

CM Vijay का गुरुद्वारों के लिए बड़ा ऐलान?🙏, America ने खोली पंजाब की आंखें, Prince Amritbir Singh.

ଝାମୁଚଲା | #dandajatra #Ranpur || #odishaculture #odishatourism #odisha #odiavlog

