ରଣପୁରରୁ ଶ୍ରୀଜୀଉଙ୍କ ହାତୀବେଶ Ranpur Srijiunka Hatibesa Darshan | Ranpur Snana Punei Snana Jatra 2026
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ ।[୮] ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି । New Video Subscribe to Bikash Utsav / @bikashutsav #bikashutsav #snanapunei #snanajatra #debasanapurnima #ranpurrathyatra

Live Part-2 (ଗଜାନନ ବେଶ) |Telecast of Snana Purnima | ସ୍ନାନ ପୂର୍ଣିମାର ସିଧା ପ୍ରସାରଣ ଶ୍ରୀକ୍ଷେତ୍ର ପୁରୀରୁ

ଆହେ ପ୍ରାଣପତି Satyabana Sabitri | Sankhamul Ramanatak | Odia Natak | Bikash Utsav

ଅଣସରରେ ଅଲାରନାଥଙ୍କ ଦିବ୍ୟ ଦର୍ଶନ 🙏 ବ୍ରହ୍ମଗିରିରେ ନମିତା ମ୍ୟାଡମ୍ ଓ ସୀତାରାମ ସାର୍ ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

ଉଦଣ୍ଡ ଠାକୁରଙ୍କ କଣ୍ଟାଗଡା଼ | Udanda Thakura Kantagada | Odanda Nacha 2026 | Bajrakoat Odanda Nacha

ପବିତ୍ର ସ୍ନାନ ପୁର୍ଣିମା (ନୀଳଗିରି) =Streaming 1

Exclusive Episode of Sri Pulin Bihari Panda | Discussion about Kaliyug End | Malika | @SatyaBhanja

राजाको पालामा .. हलेसीमा राजा बिरेन्द्रले लुकाएको अचम्मको गोप्य गेट | Halesi Mahadev Temple

ପୁରୀରୁ ସିଂହ ଦ୍ବାରଫିଟା | Puri Singha Dwarapitha | Jagannath Dham Puri | Jay Jagannath | Bikash Utsav

H.H. Aswathi Thirunal Gouri Lakshmi Bayi: Royalty, Responsibility and India

Rare Divine Bath of the Holy Trinity Leaves Devotees Spellbound

ଜୟ ଲକ୍ଷ୍ମୀ ନାରାୟଣ | Satyabana Sabitri | Sankhamul Ramanatak | Odia Natak | Bikash Utsav

Live Part - 1 || Telecast of Snana Yatra-2026 || ସ୍ନାନଯାତ୍ରାର ସିଧା ପ୍ରସାରଣ ଶ୍ରୀକ୍ଷେତ୍ର ପୁରୀରୁ

LIVE: Sringaar Aarti of Prabhu Shri Ram Lalla from Ram Janmabhoomi, Ayodhya | 7th July 2026

Namdev | Panduranga | Yatra | The Full Walk

Mangal Arati Darshan of Lord Ananta Narayan (Date 07/06/26)

କି ସୁନ୍ଦର ଦିଶେ ମୋହର କନ୍ୟା ନନ୍ଦନ | Satyabana Sabitri | Odia Natak Satyabana Sabitri @BikashUtsav

ନିର୍ବାଚନ ପୂର୍ବରୁ ମମତାଙ୍କୁ କଣ କହିଥିଲେ ଜଗୁନି ଭାଇ ? | Jibana Jagannath| Ep-1 |Jagannath Swain Mohapatra

Snana Purnima Rituals | Tiniti Ratha Naati Katha 3 | Dr Ashutosh Prasad Mishra | Odisha 365

ଆହେ ହୃଦର ଦେବତା ମୋହରି | Satyabana Sabitri | Sankhamul Ramanatak Odia Natak | Gitinatya | Bikash Utsav

