ଆଜି(31.01.2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #mangalaalati #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୭ମ ଅଧ୍ୟାୟ | Jay Jagannath TV

ମଙ୍ଗଳ ଆଳତୀ ଦର୍ଶନ (23-Jun) | Today's Live Mangala Alati - Puri Jagannath Temple | Jay Jagannath Tv

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN | 8K

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ତୁ ନ ସମ୍ଭାଳେ ତ କିଏ ସମ୍ଭାଳିବ 😭 | ଜଗନ୍ନାଥ ଭଜନ | Jagannath Bhajan 2026 | BhaktiDhara

Om Krishnay Vasudevaya 108 Times | Bhakti Song | Krishna Mantra - कृष्णाय वाशुदेवाय |

ଆଜି (23.06.2026) ମା' ମାଉସୀମାଙ୍କ ସକାଳ ଆଳତି | Jay Jagannath TV

Hey Jaga | Full Video | Odia Jagannath Bhajan | Sovan | Sourav Bharadwaj | Abhijit T | Smruti R

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

Vishnu Sahasranamam | विष्णु सहस्रनाम | Vishnu Sahstranaam | Vishnu Sahstra Paath 2026

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୫ମ ଅଧ୍ୟାୟ | Jay Jagannath TV

Hanuman Chalisa | श्री हनुमान चालीसा | Powerful Devotional Song | Hanuman Chalisa with Lyrics

ଶ୍ରୀ ଜଗନ୍ନାଥ କରୁଣା । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ । ପ୍ରଥମ ଭାଗ । ଜୟ ଜଗନ୍ନାଥ

Odia Jagannath Bhajan Non Stop | Best Collection Odia bhajan | Audia Jukebox | Sonu Nigam |Full odia

ଆଜି(22-Jun)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

This ONE Hanuman Mantra REMOVES Every Pain, Obstacle and Suffering Instantly

