ଆଜି (23.06.2026) ମା' ମାଉସୀମାଙ୍କ ସକାଳ ଆଳତି | Jay Jagannath TV

✨ ଆଜି (23.06.2026) – ମା' ମାଉସୀମାଙ୍କ ସକାଳ ଆଳତି ✨ ପୁରୀର ପବିତ୍ର ମା' ମାଉସୀମା ମନ୍ଦିରର ସକାଳୀନ ଆଳତି ଦର୍ଶନ। ଭକ୍ତମାନଙ୍କ ପାଇଁ ଏହା ହେଉଛି ଏକ ଦିବ୍ୟ ଅନୁଭୂତି ଓ ଶାନ୍ତିର ସନ୍ଦେଶ। 📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଭକ୍ତିର ସାଥୀ 🙏 ଜୟ ଜଗନ୍ନାଥ | ଜୟ ମା' ମାଉସୀମା #MaaMausima #MausimaDarshan #JayJagannathTV #NamitaAgrawal #SidharthTV #SidharthUtsav #SidharthGold #SidharthMusic #919SidharthFM #SitaramAgrawal #SidharrthTV "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sitaramagrawal #patitapaban_arati #patakalagidarshan #jagannathdham #ଜୟଜଗନ୍ନାଥଟିଭି #rathayatralive #purilive #jagannathpurilive #jaijagannathtv #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ମଙ୍ଗଳ ଆଳତୀ ଦର୍ଶନ (23-Jun) | Today's Live Mangala Alati - Puri Jagannath Temple | Jay Jagannath Tv
▶︎

ମଙ୍ଗଳ ଆଳତୀ ଦର୍ଶନ (23-Jun) | Today's Live Mangala Alati - Puri Jagannath Temple | Jay Jagannath Tv

ଆସୁଛି ମହାପ୍ରଭୁଙ୍କ ଜନ୍ମଦିନ | Jay Jagannth Tv
▶︎

ଆସୁଛି ମହାପ୍ରଭୁଙ୍କ ଜନ୍ମଦିନ | Jay Jagannth Tv

ସ୍ୱାମୀଙ୍କ ଭୟଙ୍କର ଦୁର୍ଘଟଣାରେ ଭାଙ୍ଗିଗଲା ମେରୁଦଣ୍ଡ,ଡାକ୍ତର କହିଲେ ଅପରେସନ୍ ହେବ! ପ୍ରଭୁ କଲେ ଚମତ୍କାର | JJ TV
▶︎

ସ୍ୱାମୀଙ୍କ ଭୟଙ୍କର ଦୁର୍ଘଟଣାରେ ଭାଙ୍ଗିଗଲା ମେରୁଦଣ୍ଡ,ଡାକ୍ତର କହିଲେ ଅପରେସନ୍ ହେବ! ପ୍ରଭୁ କଲେ ଚମତ୍କାର | JJ TV

"ଦଫା ଗୁଡା କଣ ତମ ବୋପା ସମ୍ପତ୍ତି..ମନ ଇଛା ଲଗେଇ ଦେଇଛ"- Chameli Ojha Case @PTC_Odisha
▶︎

"ଦଫା ଗୁଡା କଣ ତମ ବୋପା ସମ୍ପତ୍ତି..ମନ ଇଛା ଲଗେଇ ଦେଇଛ"- Chameli Ojha Case @PTC_Odisha

ଗ୍ରାମ ଦେବତୀଙ୍କୁ ଦର୍ଶନ କରିବାକୁ ଗଲୁ🙏🏻
▶︎

ଗ୍ରାମ ଦେବତୀଙ୍କୁ ଦର୍ଶନ କରିବାକୁ ଗଲୁ🙏🏻

Rath Construction in Puri Halted Amid Dispute Over Khai Wood Rules
▶︎

Rath Construction in Puri Halted Amid Dispute Over Khai Wood Rules

Jagannath Chaka Nayana जगन्नाथ चक्का नैन नीलाचल वाले | Jagannath Chaka Nain | Jagannath Bhajan 2026
▶︎

Jagannath Chaka Nayana जगन्नाथ चक्का नैन नीलाचल वाले | Jagannath Chaka Nain | Jagannath Bhajan 2026

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I
▶︎

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ପାଟିରେ ମିଳେଇ ଗଲା ଭଳି ନରମ ତୁଲତୁଲିଆ କ୍ଷୀର ପୋଡ଼ ପିଠା/KHIRA PODA PITHA‼️ PODAPITHA‼️
▶︎

ପାଟିରେ ମିଳେଇ ଗଲା ଭଳି ନରମ ତୁଲତୁଲିଆ କ୍ଷୀର ପୋଡ଼ ପିଠା/KHIRA PODA PITHA‼️ PODAPITHA‼️

Live |ಮಂಗಳವಾರದಂದು ಕೇಳಬೇಕಾದ ವಿಶೇಷ ಗೀತೆಗಳು |Special Devotional Songs|#bhakthisudhe
▶︎

Live |ಮಂಗಳವಾರದಂದು ಕೇಳಬೇಕಾದ ವಿಶೇಷ ಗೀತೆಗಳು |Special Devotional Songs|#bhakthisudhe

୧୦୮ କଳସର ଅଦ୍ଭୁତ ଗଣିତ | Jay Jagannath TV
▶︎

୧୦୮ କଳସର ଅଦ୍ଭୁତ ଗଣିତ | Jay Jagannath TV

ମୁଁ ଜଗାର ରୋଷେୟା | Ama Atithi Podcast | Biswanath Samantray, President Badu Suara Nijog | Kanak News
▶︎

ମୁଁ ଜଗାର ରୋଷେୟା | Ama Atithi Podcast | Biswanath Samantray, President Badu Suara Nijog | Kanak News

କଳିଯୁଗ ଗୀତ- ୧ମ ଭାଗ kaliyuga gita- 1st part @SL595/S98
▶︎

କଳିଯୁଗ ଗୀତ- ୧ମ ଭାଗ kaliyuga gita- 1st part @SL595/S98

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
▶︎

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ଡ୍ୟାନ୍ସ ଆଖଡା ଆରମ୍ଭ କିଏ ଆସିଲେ ଡ୍ୟାନ୍ସର // konark gananatya dancer anchor Krishna kumar
▶︎

ଡ୍ୟାନ୍ସ ଆଖଡା ଆରମ୍ଭ କିଏ ଆସିଲେ ଡ୍ୟାନ୍ସର // konark gananatya dancer anchor Krishna kumar

ଅଭିମାନ କରିବାରୁ ମହାପ୍ରଭୁ ନିଜେ ଆସି କି ଲୀଳା କଲେ ଦେଖନ୍ତୁ | Jagannath Mahima | Shakti Shankar Mishra
▶︎

ଅଭିମାନ କରିବାରୁ ମହାପ୍ରଭୁ ନିଜେ ଆସି କି ଲୀଳା କଲେ ଦେଖନ୍ତୁ | Jagannath Mahima | Shakti Shankar Mishra

ଆଜି ରଥଖଳା ଖବରରେ- କମାର ଚାଳିରେ ଚାଲିଛି ପୋଟଳ କଣ୍ଟା ପ୍ରସ୍ତୁତି | Ratha Khala Khabar | Jay Jagannath TV
▶︎

ଆଜି ରଥଖଳା ଖବରରେ- କମାର ଚାଳିରେ ଚାଲିଛି ପୋଟଳ କଣ୍ଟା ପ୍ରସ୍ତୁତି | Ratha Khala Khabar | Jay Jagannath TV

श्री हनुमान चालीसा Hanuman Chalisa Jai Hanuman Jai Shri Ram 1
▶︎

श्री हनुमान चालीसा Hanuman Chalisa Jai Hanuman Jai Shri Ram 1

ମୁଁ ଜଗନ୍ନାଥ ଙ୍କୁ ସଶରୀରେ ସାକ୍ଷାତ କରିଛି (169)Dr Bibudharanjan
▶︎

ମୁଁ ଜଗନ୍ନାଥ ଙ୍କୁ ସଶରୀରେ ସାକ୍ଷାତ କରିଛି (169)Dr Bibudharanjan

Original Swaminarayan  Aarti | Ramkrishna Govind | Prathna| Stuti
▶︎

Original Swaminarayan Aarti | Ramkrishna Govind | Prathna| Stuti