ଆତ୍ମା ଛାଡିଯାଇଛି, ଆଉ ଘରକୁ ଯିବିନି,ଏଇଠୁ କୋକେଇ ଉଠିବ ! Sesha thikana ,old age home ,bbsr

ଆତ୍ମା ଛାଡିଯାଇଛି, ଆଉ ଘରକୁ ଯିବିନି,ଏଇଠୁ କୋକେଇ ଉଠିବ ! ଆଖିରେ ଲୁହ ମନ ରେ ଲୁହ ।। କିଛି ଅକୁହା କଥା ରହିଛି ମନ ଭିତରେ ଚାହିଁଲେ ବି କହି ପାରୁନାହାନ୍ତି କ୍ୟାମେରା ସାମ୍ନା ପଚାରିଲେ ମାଉସୀ କହୁଛନ୍ତି ମତେ ଆଉ କିଛି ପଚାରନ୍ତୁ ନାହିଁ ମୁଁ ମୋ ନିଜ ଇଚ୍ଛା ରେ ଘର ଛାଡ଼ି ଆସି ବୃଦ୍ଧାଶ୍ରମ ରେ ରହିଛି । କଥା ବାର୍ତ୍ତା ରୁ ଯେତିକି ଜାଣିଲୁ ମାଉସୀ ଙ୍କ ଗୋଡ଼ ଭଲ ନାହିଁ ଠିକ୍ ରେ ଚାଲି ବୁଲି ପରାନ୍ତିନି । ପରିବାର ରେ ବଡ଼ ପୁଅ ସାନ ପୁଅ ସ୍ବାମୀ ସମସ୍ତେ ଅଛନ୍ତି ହେଲେ ମାଉସି ବୃଦ୍ଧାଶ୍ରମ ରେ କାହିଁକି କେଜାଣି ? ପଚାରିଲେ ପୁଅ ବିପକ୍ଷ ରେ କିଛି ପଦେ କହୁ ନାହାନ୍ତି କି ଅପବାଦ ମଧ୍ୟ ଦେଉନାହାନ୍ତି ଖାଲି କହୁଛନ୍ତି ମତେ ଆଉ କିଛି ପଚାରନ୍ତୁନି ମାଡ଼ମ୍ ମୁଁ ଆଉ କିଛି କହିପାରିବିନି । Sesha thikana ,old age home ,bbsr #Seshathikana #oldagehome #bbsr #odisha Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

World Father’s Day | People staying in old age homes in Berhampur narrate heart wrenching stories
▶︎

ସମ୍ପର୍କର ସନ୍ତୁଳନରେ ହଜୁଛି ବାପା-ମା'ଙ୍କ ସୁରକ୍ଷା, ବୃଦ୍ଧାଶ୍ରମରେ କେମିତି ଅଛନ୍ତି ବୃଦ୍ଧ ବାପା-ମା ?

ମୋ ପୁଅ ଛାଡି ପଳେଇଲା | Odisha Reporter
▶︎

ମୋ ପୁଅ ଛାଡି ପଳେଇଲା | Odisha Reporter

ବିଧବା ହେବିନି, କି ସ୍ବାମୀ ମୁହଁ ଆଉ କେବେ ଚାହିଁବିନି!Panchimaa Mohapatra story of Sanjeevani Old age home.

ଧର୍ମ ମାସର ଅଧର୍ମ, ବାପାକୁ ଛାଡ଼ି ପଳାଇଲା ପୁଅ  | Odisha Reporter

Jibana Do Chhakire Ashara Alok : Ep 522  11 July 2026 | ବୋହୂଟା ଏତେ ବଦମାସ...

ପୁଅ ଶୋଉଛି କୋଠାଘରେ, ବାପା ପଡିଛି ରାସ୍ତା କଡରେ | Emotional Story Of a Old Man | Helpless Father | OR

"ଯଦି ବୃଦ୍ଧାଶ୍ରମକୁ ଯିବାର ଇଚ୍ଛାନାହିଁ ତାହେଲେ ମରିବା ପୂର୍ବରୁ ପୁଅନାଁରେ ସମ୍ପତ୍ତି କରନି "ମଧୁମିତା ରଥ

ବ୍ରାହ୍ମଣ ଘର ଝିଅକୁ ପ୍ରେମ କରି ବାହା ହେଲା ତିନି ମାସ ଯାଇନି ସ୍ତ୍ରୀର ଜୀବନ ନେଇଗଲା l JAGATSINGHPUR LOVE l

ଭୁବନେଶ୍ବର ସତ୍ୟନଗରର ୪୦ ବର୍ଷର ଗଣିତ ଓ ବିଜ୍ଞାନ ଶିକ୍ଷକତା ପରେ || Knews Odisha

ପୁଅ ବୋହୂ କରୁଥିଲେ ମାକୁ ହଇରାଣ, ମା କୋର୍ଟ ଯାଇଁ ପୋଲିସ ଧରି ପଶିଲେ ଘରେ।PratidinTv

ବଡ଼ ହେଇ ପ୍ରେମ୍ ଡାକ୍ତର ହେଇ ଥାଆନ୍ତା, ହେଲେ ଡାକ୍ତର ତାକୁ ବଞ୍ଚେଇ ପାରିଲେନି l Bhubaneswar

ବୃଦ୍ଧା ଜେଜେମା’ଙ୍କ କୋଳରେ ୩ କୁନି ଜୀବନ; ପୁଅ-ବୋହୂଙ୍କୁ ହରାଇ ଦୁଃଖର ପାହାଡ଼ ତଳେ ପରିବାର | A Granny’s Struggle

ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି! wife brings cheating allegation, Bbsr

ବଢ଼ିଗଲା ଦର ! Price Hike: Rice, Edible Oil, Sugar & Dal Get Costlier | Daily Grocery Prices Jump

"ତାଙ୍କ ପରେ ମୁଁ ଅଧା"... | EP- 85 | Podcast With Dr. Maya Das

ପୁଅ ବୋହୂଙ୍କ ଭିନେ ଘର | Samaj O Sanskruti | Baishnaba Charan Mohanty | Odisha 365

ତାଳଧ୍ୱଜ, ନନ୍ଦିଘୋଷ ରଥ ଉପରେ ଛେରା ପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା

ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବୁଢ଼ୀ ଜେଜେମା ଓ ଚନ୍ଦୁ || 8-Year-Old Chandu’s Heartbreaking Fight

‘ଲକ୍ଷ୍ମୀ ମା’ ରାଗ କରନି, ମହାପ୍ରଭୁ ଶୀଘ୍ର ଫେରିବେ’... ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କୁ ଏମିତି ନିବେଦନ କଲେ ଭକ୍ତ