ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି! wife brings cheating allegation, Bbsr
ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି ! ସୁନା ନେଇ ୨ୟ ସ୍ବାମୀ ମନୋଜ ଫେରାର, ପଶ୍ଚାତାପ ରେ ସ୍ତ୍ରୀ ପୂଜା ! ରାଜଧାନୀ ରେ ସ୍ତ୍ରୀ ର 20 ଲକ୍ଷ ଟଙ୍କା ର ସୁନା ଅଳଙ୍କାର ନେଇ ସ୍ୱାମୀ ଫେରାର। ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁର ଥାନା ଅନ୍ତର୍ଗତ ମହାବୀର ବସ୍ତିରେ । ସୁନିମୀୟା ନାୟକ ନାମକ ଏକ ମହିଳା ତାଙ୍କର ପ୍ରଥମ ସ୍ୱାମୀ ଙ୍କ ସହ ବିବାହ ବିଚ୍ଛେଦ ହେବାପରେ 9 ବର୍ଷ ହେବ ମନୋଜ କୁମାର ଦାଶ ଙ୍କ ସହ ପ୍ରେମ ବିବାହ କରିଥିଲେ। ବିବାହ କରି ମହାବୀର ବସ୍ତିରେ ରହୁଥିଲେ। 8 ବର୍ଷ ପରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେଉଥିଲା। ପରବର୍ତ୍ତୀ ସମୟରେ ମନୋଜ ସ୍ତ୍ରୀ ସୁନିମୀୟା ଙ୍କ ସୁନା ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।ମନୋଜ ଜଣେ ରାଜନେତା ଙ୍କ ର ଗାଡ଼ି ଚଳାଉଥିବାରୁ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି ସୁନିମୀୟା ନାୟକ।ଏନେଇ କଂଗ୍ରେସ ନେତା ଭକ୍ତ ଦାସ ଙ୍କୁ ମଧ୍ୟ ଭେଟିଛନ୍ତି କିନ୍ତୁ ନିଜର ସୁନା ମିଳିପାରିନାହିଁ wife brings cheating allegation against husbad CSpur #bhubaneswarnews #cheating #chandrasekharpur #secondmarriage Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ବ୍ୟୁଟି ମହାନ୍ତି କେବଳ ୨ ଟି କାରଣ ପାଇଁ ଜୀବନ ହାରିଛନ୍ତି ! Adv Byomkesh Tripathy, Beauty Mohanty death.

ଆହୁରି ଭୀଷଣ ବର୍ଷା ! Depression Intensifies | Cross Between Chandbali & Digha Close To Balasore

Santo Rosário | Sexta-feira | 04:00 | 12/06/2026 | Live Ao vivo

କାହିଁକି ଏମିତି କଲେ ସ୍ତ୍ରୀ, କାନ୍ଦି କାନ୍ଦି ସବୁ କହିଦେଲେ IIC ଙ୍କ ସ୍ୱାମୀ I Cuttack Lady IIC Husband

୬୧ ବର୍ଷରେ ଅମୀର ଖାନ୍ , ଗୌରୀଙ୍କୁ କଲେ ୩ୟ ବିବାହ ! Aamir Khan And Gauri Spratt Get Married in Mumbai

ବ୍ୟୁଟିଙ୍କ ପାଇଁ ବାହାରିଲା ଓଡ଼ିଶା ପୋଲିସ୍ ସଂଘ!Odisha police association demand's justice for IIC Beauty

କଟକରେ ଘରେ ପଶିଲାଣି ନାଳ ପାଣି, ଚିନ୍ତାରେ ବାସିନ୍ଦା କୋଉଠି ରହିବେ କଣ ଖାଇବେ ? waterlogging in Cuttack

BARSCHANGELN im Sommer – schnell & einfach! 😍 🎣

Special Report: Wife Buried Husband Under Bathroom Floor, Skeleton Found After 6 Months

୨ କୋଟି ଜମି ୧୮ କୋଟିରେ କିଣିଲେ, ରାମ ମନ୍ଦିର ସନ୍ଥ ଜାଣି ପାରିଲେନି କେମିତି? MP Sanjay Singh। Ram temple heist

ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ରେ ବାଦ ପଡ଼ିଥିବା ଭୋଟର , ଅଭିଯୋଗ ଜଣାଇପାରିବେ l Odisha draft electoral rolls

ଦେବଗଡ଼ ଜିଲ୍ଲାରୁ ଯୋଡ଼ି ହେବେ, ନୂଆ ଲକ୍ଷପତି ଦିଦି ! Deputy CM Prabhati Parida ,Deogarh

🔴 LIVE: ଓଡ଼ିଶାକୁ ବାତ୍ୟା ଆଶଙ୍କା? ୫ ତାରିଖକୁ ନେଇ ବଡ଼ ଅପଡେଟ୍ | Odisha Weather Live | Durabartta News

'ତାଙ୍କୁ ସେ ଝିଅ ସହ ୬ଥର ଧରିଛି' | Human Sagar Wife Interview | Shreya Mishra | Manas Dash Podcast

ଗରିବ ଜୁଆଙ୍ଗ ଆଦିବାସୀଙ୍କ ପାଇଁ ସରକାରଙ୍କ ଚିନ୍ତା ନାହିଁ, ଦାଦନ ଖଟିବାକୁ ଯାଇ ଯାଉଛି ଜୀବନ l TN Gas Leak Tragedy

Jibana Do Chhakire Ashara Alok: Ep 520, 27 June 2026 || ରିଲ୍ସ ପାଇଁ ଯାଆଁଳା ଛୁଆ ଅଲଗା

ସଫଳ ହେବ ସୁଜାତାଙ୍କ ପ୍ଲାନ ? |Court summons Naveen Patnaik | VK Pandian |sujata karthikeyan | Odia News

କେବଳ ମୁସଲମାନ ଲୋକଙ୍କ ପଛରେ ପଡ଼ିଛି ସରକାର, ବର୍ଷିଲେ ମହିଳା ଅଳ୍ପକେ ବର୍ତ୍ତିକା ଜୀବନ। Tree Falls In Wakdewadi

ଘର କାନ୍ଥ ଭୁଷୁଡ଼ି , ରାତିରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର l Elderly Man Death After House Wall Collapses .

