ପୁଅ ଶୋଉଛି କୋଠାଘରେ, ବାପା ପଡିଛି ରାସ୍ତା କଡରେ | Emotional Story Of a Old Man | Helpless Father | OR
ମୁଣ୍ଡ ଉପରେ ଓଭର ବ୍ରିଜ ଭୁଷୁଡି ପଡିବା ଭଳି ଛାତ, ବାହାରେ 45 ଡିଗ୍ରୀ ଖରାର ଝାଞ୍ଜି ପବନ। ରାତି କଥା ନକହିବା ଭଲ, ସଞ୍ଜ ନଇଁଲେ ଏଠି ଛାତି ଥରେ। ନିର୍ଜନ ରାତିରେ ରାସ୍ତା କଡରେ ବିତୁଛି ଜୀବନ। ଦେହରେ ରାସ୍ତା ଧୂଳିର ଏକ ଆବରଣ ବି ବସିଯାଇଛି। କଟକରୁ ବିଳମ୍ବିତ ରାତିରେ ଭୁବନେଶ୍ୱର ଫେରିବା ବେଳେ ଗୋପାଳପୁର ଓଭରବ୍ରିଜ ତଳେ ଏମିତି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖି ଆମେ ହଠାତ ଗାଡି ଅଟକାଇଥିଲୁ। ପାଖକୁ ଯାଇ ଏ ଅବସ୍ଥା କାହିଁକି ପଚାରିବା ପରେ ଆମ ଆଖି ଛଳଛଳ ହୋଇଯାଇଥିଲା । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #oldman #Bhubaneswar #Gopalpur #helpless

ଧର୍ମ ମାସର ଅଧର୍ମ, ବାପାକୁ ଛାଡ଼ି ପଳାଇଲା ପୁଅ | Odisha Reporter

World Father’s Day | People staying in old age homes in Berhampur narrate heart wrenching stories

Woman Donates Crores Of Property To Rickshaw Puller In Cuttack

Father’s Day | Inmates of old age home narrate their story

"ମୋର ୮ ବର୍ଷର ପୁଅଟେ ଅଛି... ଜୀବନରେ ଯେତେ ଦୁଃଖ ଆସିଲେ ବି ମୁଁ ଆଗକୁ ବଢିବା ଶିଖିଛି"ରିତା Dwarf Girl Rita

Massive 10,000-km Rain Belt Covers India to South Korea | Bibhuti Sir

ଲୁହ ପୋଛିବାକୁ କେହି ନାହାନ୍ତି | Old Age Home In Puri | Maidan Re Bhauja | Odia News | News 18 Odia

Jibana Do Chhakire Ashara Alok : Ep 522 11 July 2026 | ବୋହୂଟା ଏତେ ବଦମାସ...

ଭୁବନେଶ୍ବର ସତ୍ୟନଗରର ୪୦ ବର୍ଷର ଗଣିତ ଓ ବିଜ୍ଞାନ ଶିକ୍ଷକତା ପରେ || Knews Odisha

ମୋ ପୁଅ ଛାଡି ପଳେଇଲା | Odisha Reporter

ବାଜିଲା ଖବର ଖୋଲିଲା ଦିବ୍ୟାଙ୍ଗଙ୍କ ସିଲ ଘର || Major Relief for Disabled Man as Sealed House Is Reopened

ମଉସା ମାଉସୀଙ୍କୁ ମାନିବାକୁ ପଡ଼ିବ, ଘରୁ ତଡ଼ା ଖାଇଲେ ପୁଅ-ବୋହୂ | Odisha Reporter

ପୁଅ ବୋହୂ କରୁଥିଲେ ମାକୁ ହଇରାଣ, ମା କୋର୍ଟ ଯାଇଁ ପୋଲିସ ଧରି ପଶିଲେ ଘରେ।PratidinTv

ଅଙ୍କ ବିଗାଡ଼ିଦେବ କି ଭାଇରାଲ ଭିଡିଓ ? | Chandbali Politics In Lime Light | Viral Video | Odisha Reporter

ସ୍ୱାମୀଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ.. | Odisha Reporter

Surviving -50°C: How Shepherds COOKS and SLEEPS in a Frozen Tent

"ଯଦି ବୃଦ୍ଧାଶ୍ରମକୁ ଯିବାର ଇଚ୍ଛାନାହିଁ ତାହେଲେ ମରିବା ପୂର୍ବରୁ ପୁଅନାଁରେ ସମ୍ପତ୍ତି କରନି "ମଧୁମିତା ରଥ

ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବୁଢ଼ୀ ଜେଜେମା ଓ ଚନ୍ଦୁ || 8-Year-Old Chandu’s Heartbreaking Fight

ବିଧବା ହେବିନି, କି ସ୍ବାମୀ ମୁହଁ ଆଉ କେବେ ଚାହିଁବିନି!Panchimaa Mohapatra story of Sanjeevani Old age home.

