ଯୁବତୀ ଙ୍କୁ ହତ୍ୟା || Father's Serious Allegations After Daughter's Death || Sambalpur Kuchinda Crime
#ଝିଅକୁ_ନୁହଁ_ଝିଅର_ଦେହକୁ_ଭଲ_ପାଉଥିଲା_ସେ_ପୁଅ ଦିନେ କି ଦୁଇ ଦିନ ନୁହଁ, ୨ବର୍ଷ ଧରି ମୋ ଝିଅକୁ ଭଲପାଇଲା। ମିଛ ପ୍ରତିଶ୍ରୁତି ଦେଇ ଝିଅ ମନରେ ବିଶ୍ୱାସର ଘର କଲା। ସେ ଟୋକା ପ୍ରେମରେ ପଡ଼ି ଝିଅ ଏତେ ପାଗଳ ହେଲା ଯେ ତାକୁ ହିଁ ବାହା ହେବାକୁ ଜିଦ୍ ଧରିଥିଲା। ଆଉ ତାର ସେଇ ଜିଦ୍ ଆଜି ତାକୁ ଆମ ପାଖରୁ ତାକୁ ଛଡେ଼ଇନେଲା। ପ୍ରି-ପ୍ଲାନ କରି ଝିଅକୁ ମାରିଦେଲା ସେ ଟୋକା। ଏମିତି କିଛି ଅଭିଯୋଗ ଆଣି ଛାତି ପିଟି କାନ୍ଦୁଛି ଏ ବାପା। #kuchinda #boygriendkillgf #sambalpur #love_dhoka #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ବାଟ ନଜାଣି ପୋଖରୀରେ ପଶିଗଲେ | Odisha Reporter

ଲୋକଙ୍କ ଅନ୍ୟମନସ୍କତାର ଫାଇଦା ଉଠାଇ ଲୁଟୁଥିଲେ ମହିଳା ଚୋର || Woman Thief Caught Robbing Moving Trains

ଦଳେ କିନ୍ନର ଆସିଲେ ଛେଚିଦେଲେ ଚାଲିଗଲେ | Odisha Reporter

HighCourt ને ખોટી માહિતી આપનાર PI Agrawat સામે FIR કરવા આદેશ | Ahmedabad Police

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?

କାଣା ବ୍ୟବସ୍ଥା କରିଛନ ପ୍ରଶାସନ କୁମିଆପାଲି ର ୮୪ ବିସ୍ଥାପିତ ଆଦିବାସୀ ପରିବାର ଙ୍କର ଲାଗି

Special Story: Karnataka Businessman Allegedly Kills Wife, Two Daughters Before Ending His Life

Bhubaneswar Police Rescues Girl From Dense Forest In Filmy Style Operation; Accused Arrested

ଜଙ୍ଗଲ ଭିତରେ ୩ ଘଣ୍ଟା... ! Bhubaneswar Lift Horror | Top Crime News | Crime Update | Bhubaneswar N18V

‘ମୋତେ ବଞ୍ଚାଅ, ମୁଁ ଜଙ୍ଗଲରେ ଫସିଯାଇଛି…’ ୧୧୨କୁ ଯୁବତୀଙ୍କ କଲ୍ ପରେ ପୋଲିସର ୬ଘଣ୍ଟିଆ ଅପରେସନ୍, ଅଭିଯୁକ୍ତ ଗିରଫ

News of the day | Ajira 30 bada khabar | 6 SC ST Court in Odisha Dharmendra Pradhan Resignation

Samparka Ra Mayajala || EP 109 || ସ୍ୱାମୀ ମରୁ ପଛେ ପ୍ରେମ କରିବି

ପ୍ରେମରୁ ପ୍ରତାରଣା, ତା'ପରେ ହତ୍ୟାକାଣ୍ଡ! ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକ ଗିରଫ 🚨

Today's Odia News/ 23 july 2026/Odisha News Today/ PM Kisan Yojana/Subhadra Yojana/Cm kisan yojana

ରାଜଧାନୀ ଜଙ୍ଗଲର ଛାତିଥରା କାହାଣୀ। Bhubaneswar Crime News | Accused Arrested । Asalakatha

ବାହାଘର ସାରି ଫେରୁଥିଲେ ଏମିତି ହେଲା | Odisha Reporter

"ମୋ ଦୁଇ ଝିଅଙ୍କୁ ମୁଁ ମୋ ପୁଅ ଭଳି ଭାବୁଥିଲି...ଝିଅ ଜନ୍ମ କରି ଭୁଲ କରିଦେଲି ବୋଧେ !"

ରାଜଧାନୀରେ ଭିକ୍ଷୁକ ବେଶରେ ବଞ୍ଜାରା ଚଳାଇଛନ୍ତି ଲୁଟପାଟ, ୭ ଗିରଫ | NandighoshaTV

ଆମେ ଦି’ ଭାଇ ଡାକ୍ତର ହେବୁ | Odisha Reporter

