ବାହାଘର ସାରି ଫେରୁଥିଲେ ଏମିତି ହେଲା | Odisha Reporter
#ପୋଖରୀ_ଭିତରେ_ପଶିଗଲା_କାର୍ #ଦୁର୍ଘଟଣାରେ_୫_ମୃତ ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଗଲା ବରଯାତ୍ରୀ କାର୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କାରରେ ୭ ଜଣ ଥିବା ବେଳେ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଢ଼େଙ୍କାନାଳ ସଦର ଥାନା ଇନ୍ଦିପୁର-ଛାଟିଆ ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଏକ ବରଯାତ୍ରୀ କାର ପୋଖରୀ ଭିତରକୁ ଭାରସାମ୍ୟ ହରାଇ ପଶିଯାଇଥିଲା। କାର୍ ଭିତରେ ଥିବା ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ମୃତାହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #Dhenkanal #Odisha #RoadAccident #BreakingNews #WeddingParty #CarAccident #OdishaNews #DhenkanalAccident

ଫାଇଲ ଚୋରି ... ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍ | Odisha Reporter

କଣ୍ଟ୍ରୋଲ କରି ପାରିଲାନି KTM ବାଇକ୍, CRP ଓଭର ବ୍ରିଜ୍ ଉପରେ ଗଲା ଜୀବନ! Youth dies on CRP over bridge, Bbsr.

କାହିଁକି ପାଣ୍ଡିଆନଙ୍କୁ ଗଲା ସମନ୍ ? | Odisha Reporter

Spl Rpt: Lord Jagannath and Maa Lakshmi's Divine Spat: A Humorous Tale of Love and Reconciliation

Gunda | Movie Scene | Superhit Odia Film | Sidhant Mohapatra | Himika Das | Odia Movie

LIVE || ମୁଖିଆକେ ଉଠାଇନେଲା ପୋଲିସ, କୁମିଆଁପାଲିରେ ଟେନସନ୍ || BALANGIR LOWER SUKTEL

File Theft Row: Notice to Pandian, Shah's Political Play | Nirbhay Gumar Katha

Hirakud Dam Flood Update: 16 Gates Open, Inflow and Outflow Details | OR

How Arctic Nomads Bathe and Stay Clean at −40°C | Deep in Russia's Arctic Wilderness

The Stranger Arrives and Gets Ambushed at the Barber | High Plains Drifter

Prasnakala | ପାଣ୍ଡିଆନ୍ ହାଜିର ହୋ | VK Pandian Summoned Over Missing CMO Files Case | Argus News

Die AntifAnstalt: Die 100. Folge! | Die Anstalt

Balasore Women Take Action Against Illegal Liquor Trade || Women Protest || Odisha Reporter

‘ଉଦ୍ଦେଶ୍ୟ ମୂଳକ ଭାବେ ପାଣ୍ଡିଆନଙ୍କୁ ନୋଟିସ’ | Odisha Reporter

Houthis strike Saudi oil tankers as Tehran warns Trump of ‘eye for an eye’ response

ବଢିଲା ମହଙ୍ଗା ଭତ୍ତା || DA Increased || Good News for Government Employees & Pensioners || OR

ସଂଧ୍ୟା 6ଟା ପରେ ଦର୍ଶନ ବନ୍ଦ| Odisha Reporter

Opposition Demands Dharmendra Pradhan's Resignation || Political Row Continues || OR

ବସ୍ ରୁ ବାହାରିଲା ଧୂଆଁ,ଯାତ୍ରୀ ଛାନିଆ | Odisha Reporter

ସନ୍ୟାସୀଙ୍କୁ ସମନ .. ଭୟରେ ଥରୁଛି ବିଜେଡି | Odisha Reporter

‘କଂଗ୍ରେସର B ଟିମ୍ ବିଜେଡି’ | Odisha Reporter

ରସଗୋଲାର ଉତ୍ପତ୍ତି କେଉଁଠି | Odisha Reporter

CJPକୁ କାହିଁକି ମିଳୁଛି ଏତେ ପ୍ରୋତ୍ସାହନ? || Food Support at CJP Protest || Delhi Jantar Mantar || OR

