ଆମେ ଦି’ ଭାଇ ଡାକ୍ତର ହେବୁ | Odisha Reporter

#ଆମେ_ଦି_ଭାଇ_ଡାକ୍ତର_ହେବୁ ରୋଜଗାର ସ୍ୱଳ୍ପ ଥିଲା... ହେଲେ ସ୍ୱପ୍ନ ବଡ଼ ଥିଲା । ଅର୍ଥର ଅଭାବ ଥିଲା ସତ.. କିନ୍ତୁ ପାଲାଙ୍କୁ ନେଇ ଦେଖିଥିବା ସ୍ବପ୍ନ ଅଧାରେ ଅଟକି ନଥିଲା । ବାପା-ମାଆ ଉଭୟ ଦିନରାତି ପରିଶ୍ରମ କରୁଥିଲେ । ଇଚ୍ଛାଥିଲା ପିଲାଙ୍କୁ ଡାକ୍ତର କରିବା । ପିଲାମାନେ ମଧ୍ୟ ବାପା-ମାଆଙ୍କ ପରିଶ୍ରମକୁ ବୁଝିଥିଲେ ଆଉ ଭଲ ପାଠ ବି ପଢୁଥିଲେ । ଏବେ ଅଭାବ-ଅନଟନ ଓ କଠିନ ସଂଘର୍ଷ ମଧ୍ୟରେ, ଗୋଟିଏ ଘରୁ ଦୁଇଭାଇ ନିଟ୍ ପରୀକ୍ଷାରେ ସଫଳ ହୋଇ ମେଡିକାଲ ସିଟ୍ ହାସଲ କରିଛନ୍ତି । ବଡ଼ ଭାଇ ଜ୍ଞାନ ରଞ୍ଜନ ଦାଶ ଓ ସାନ ଭାଇ ପ୍ରଭଞ୍ଜନ ଦାଶଙ୍କ ଏହି ସଫଳତା ଯାହା କେବଳ ପରିବାର ପାଇଁ ନୁହେଁ, ବରଂ ସମଗ୍ର ଗାଁ ପାଇଁ ଗର୍ବର ବିଷୟ ପାଲଟିଛି। #chandbali #bhadrak #neetexam #neetresult #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter

ବାଟ ନଜାଣି ପୋଖରୀରେ ପଶିଗଲେ  | Odisha Reporter
▶︎

ରାଜଧାନୀରେ ଚାଞ୍ଚଲ୍ୟ ମୋ ସହିତ ସମ୍ପର୍କ ରଖି ଲୁଟିନେଲା ଟଙ୍କା ଏବେ ମୋତେ ମାରିଦେବ ବୋଲି ଦେଉଛି ଧମକ

ଭାରତର ପାଣିରେ ଭାସିଗଲା ପାକିସ୍ତାନ ।ଆତଙ୍କବାଦୀ ନିଘୋଡ଼ ନିଦରେ ଶୋଇଥିବା ବେଳେ ଡ୍ୟାମର ଗେଟ୍ ଖୋଲିଦେଲା ଭାରତ

ମୋନାଲିସାଙ୍କ ବଡ଼ ସିକ୍ରେଟ୍‌ ! Exclusive Interview With actor Devasis Patra | Manas Dash Podcast | N18V

ହାରିଗଲା ଦାରିଦ୍ର୍ୟ ଜିତିଲା ସ୍ୱପ୍ନ, NEETରେ ବାଜିମାତ କଲେ ସଚିନ #knewsodisha

ଏଇ ବାଟରେ ପାଲଟିଥିଲା କାର  | Odisha Reporter

ରଥଯାତ୍ରା ଗୁମର ! Puri Gajapati Maharaj Interview | Puri Rath Yatra 2026 | Odia Podcast | Manas Dash

Special Story: Indore Civic Team Searches 48 Hours to Recover ₹5 Lakh Silver Pot from Garbage

HighCourt ને ખોટી માહિતી આપનાર PI Agrawat સામે FIR કરવા આદેશ | Ahmedabad Police

Ratha Jaa Chali Jaa Chaka Gadi Jaa | ରଥଯା ଚାଲିଯା ଚକ ଗଡ଼ିଯା- RathaJatra Song | Namita Agrawal,Pradnya

"ମୋ ଦୁଇ ଝିଅଙ୍କୁ ମୁଁ ମୋ ପୁଅ ଭଳି ଭାବୁଥିଲି...ଝିଅ ଜନ୍ମ କରି ଭୁଲ କରିଦେଲି ବୋଧେ !"

ରାସ୍ତା ଉପରେ ବନ୍ୟା ପାଣି  | Odisha Reporter

Wedding Joy Turns Into Tragedy: 5 Killed After Baraat Car Plunges Into Pond in Dhenkanal

ରୁଷିଆରୁ ଆସି ବଡ଼ଦାଣ୍ଡ ସଫା କଲେ.. | Russia, Ukraine & Swiss Devotees Unite in Puri! Ratha Yatra

ଦଳେ କିନ୍ନର ଆସିଲେ ଛେଚିଦେଲେ ଚାଲିଗଲେ | Odisha Reporter

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?

Canada Faces Trump's Wrath as China Gets Spared; GOP Mocked for Olive Garden Analogy: A Closer Look

ଦେଖ କେମିତି ଗର୍ଜନ କରୁଛି ହୀରାକୁଦ  | Odisha Reporter

ପିଲା ପଥର ବୋହିକି ଆଣିଲେ, ପୋଲିସ ଶୋଇ ପଡ଼ିଥିଲା କି ? Education system vs Jantar mantar protest is right.

‘ନବୀନଙ୍କ ମନ୍ତବ୍ୟ ସଇତାନର ବେଦ ପାଠ ସହ ସମାନ’ | Odisha Reporter