ଶିଶୁକୁ ଜ୍ୱର, ଥଣ୍ଡା, କାଶ, ତରଳ ଝାଡ଼ା – କାରଣ ଓ ଚିକିତ୍ସା | Dr Ranjit Kumar Joshi on Common Child Diseases
#ChildDiseases #DoctorAdvice #OdiaHealthTips ଛୋଟ ପିଲାଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରେ ଥଣ୍ଡା, କାଶ ଓ ଜ୍ୱର ହେଉଛି ଅତି ସାଧାରଣ। ସାମାନ୍ୟ ଋତୁ ପରିବର୍ତ୍ତନ ହେଲେ ଛୋଟ ପିଲାଙ୍କୁ ଥଣ୍ଡା, କାଶ ଓ ଜ୍ୱର ମାଡ଼ି ବସେ। ହେଲେ ଏହାକୁ ନେଇ ମା’ମାନେ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ସେହିପରି ଶିଶୁମାନଙ୍କୁ ତରଳ ଝାଡ଼ା ହେବା ଅନ୍ୟ ଏକ ଗୁରୁତର ରୋଗ। ଆସନ୍ତୁ ଶିଶୁ ମାନଙ୍କଠାରେ ଦେଖାଯାଉଥିବା ଏହି ରୋଗର କାରଣ ଓ ନିରାକରଣ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଶିଶୁର ଜ୍ୱର, ଥଣ୍ଡା, କାଶ ରୋଗର ଚିକିତ୍ସା (0:00) ଶିଶୁର ତରଳ ଝାଡ଼ା ରୋଗର ଚିକିତ୍ସା (4:03) ଶିଶୁର ଶ୍ୱାସ ସଂକ୍ରମଣର ଚିକିତ୍ସା (9:17) Colds, coughs, and fevers are most common among children. With minor seasonal changes, young children may experience colds, coughs, and fevers. Parents are more worried about it. Similarly, diarrhea in children is another serious disease. Let's find out more from Dr Ranjit Kumar Joshi, a paediatrician, about the causes and treatment of these common diseases in children. In this video, Treatment of Fever, Cold, and Cough in a Child (0:00) Treatment of Diarrhea in a Child (4:03) Treatment of Infant Respiratory Infections (9:17) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ଶିଶୁ ଜନ୍ମ ପରେ କେମିତି ନେବେ ଯତ୍ନ? | Dr Ranjit Kumar Joshi on Newborn Care in Odia

ଛୋଟ ଛୁଆକୁ ଜଣ୍ଡିସ୍ ହେଲେ କେମିତି ଚିହ୍ନିବେ? |Dr Nirmal Kumar Mohakud on Infant jaundice in Odia

Cooking A Massive Lamb Pilaf For a Mountain Village Feast!

ଥଣ୍ଡା, ଆଜମା ସମ୍ପର୍କରେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ | Pediatrician's Tips for Cough, & Asthma-Ep-36

ନବଜାତ ଶିଶୁର ପୋଷଣ ଓ ଯତ୍ନ | Dr Nirmal Kumar Mohakud on Nutrition & Care for Newborn Baby in Odia

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ରଥଯାତ୍ରା ଭିଡ଼ରେ ଅଘଟଣ, ଦଳାଚକଟାରେ ଜଣେ ମୃତ

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା | Dr Ranjit Joshi on Child Development in Odia

ପେପଟିକ୍ ଅଲସର୍: କାରଣ,ଲକ୍ଷଣ ଓ ଚିକିତ୍ସା// Dr Shakti Prasad Choudhury on Peptic Ulcer in Odia

ପିଲା ର ଗଳା ରୁ କଫ ଭଳି sound କାହିଁକି ଆସୁଛି ? ॥ Noisy breathing in children ॥ MITHA STRUP

ପିଲାଙ୍କୁ ଥଣ୍ଡା ହୁଏ କାହିଁକି ପ୍ରତିକାର କ'ଣ |Reason for Baby's Cold |Remedy for baby cold (Epd-43)

ଛୋଟ ପିଲାଙ୍କୁ ନିମୋନିଆ - କାରଣ, ଲକ୍ଷଣ, ଚିକିତ୍ସା | Dr Manoj Panigrahi on Pneumonia in Children, Odia

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth

ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କାହିଁକି ହୁଏ?|Dr Nirmal Kumar Mohakud on How to Prevent Jaundice in infants

ରକ୍ତହୀନତା (ଆନିମିୟା) କିପରି କରିବେ ଦୂର ? Anemia in Odia Treatment & Prevention | Dr. Ashutosh Mohapatra

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

ପିଲାଙ୍କୁ ବିଭିନ୍ନ ପ୍ରକାର କାଶ ହେଲେ କ'ଣ କରିବେ | How to deal with Coughs of Children Epd- 59

ହାର୍ଟ ବାଇପାସ ସର୍ଜରୀ ପରେ ଯତ୍ନ । Care After Heart By Pass Surgery in Odia . Dr. Chandravanu Parija

AROGYAM | ହାର୍ଟଆଟାକରୁ କେମିତି ମିଳିବ ମୁକ୍ତି ? | Heart Attack : Food Vs Medicine | Dr. Manabhanjan Jena

