ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia
#JointPain #DoctorAdvice #OdiaHealthTips ବୟସ ବଢ଼ିବା ସହ ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। ଆଣ୍ଠୁ ଓ ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ଠିଆ ହେଲେ ବା ଚାଲିଲେ ଥକ୍କା ଲାଗିଥାଏ। ତେବେ ଏହି ଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରିବା ନିତ୍ୟାନ୍ତ ଜରୁରୀ। ଏନେଇ ଡାକ୍ତର ସ୍ମରଜିତ ପଟ୍ଟନାୟକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଆଣ୍ଠୁଗଣ୍ଠି ବ୍ୟଥା ହେଲେ ଡରନ୍ତୁ ନାହିଁ (0:00) କାହିଁକି ହୁଏ ଆଣ୍ଠୁଗଣ୍ଠି ବ୍ୟଥା? (1:24) ଆଣ୍ଠୁଗଣ୍ଠି ବ୍ୟଥା ଜନିତ ରୋଗ (4:26) ଆଣ୍ଠୁଗଣ୍ଠି ବ୍ୟଥାର ନିରାକରଣ (7:24) ଆଣ୍ଠୁଗଣ୍ଠି ବ୍ୟଥାର ଚିକିତ୍ସା (11:18) କେମିତି ହୁଏ ଆଣ୍ଠୁ ପ୍ରତ୍ୟାରୋପଣ? (14:16) As people get older, they have more problems with their knees. Knee and joint pain can lead to fatigue when standing or walking. It is important to consult a doctor if such problems occur. So let’s find out what Dr. Smarajit Patnaik is saying. In this video, Don't be afraid of Knee and joint pain (0:00) Why does Knee and joint pain happen? (1:24) Knee and joint pain leads to arthritis (4:26) Knee and joint pain relief (7:24) Knee and joint pain treatment (11:18) How does a knee transplant happen? (14:16) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

BEST ALL SUPERHIT JAGANNATH BHAJANS | Namita Agrawal | Ahe Nilasaila Prabala | Jukebox | Sidharth

Roga Payin Yoga | Yoga For Knee Pain-OTV Special Programme Roga Pain Yoga

ଆଣ୍ଠୁଗଣ୍ଠି ବାତ ରୋଗ - କାରଣ, ଚିକିତ୍ସା, ଆଣ୍ଠୁ ପ୍ରତିରୋପଣ | Dr PC Dey on Arthritis & Knee Replacement

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

Knee Pain ବିନା Surgery କେମିତି ଠିକ୍ ହୁଏ | Avoid Knee Replacement & Cure Knee Pain | Dr. Dibya Singha

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P

Special Report: Leg Pain | Types, Causes, And Home Treatment

Roga Payin Yoga | Do These Yoga Asanas To Prevent Arthritis

Diet for #Arthritis Patients Foods to Eat and Avoid - Explained in Odia || Dr. Rajendra Sahoo

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Jyoti Ranjan Parida।Odia News N18P

ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Jyoti Ranjan Parida on Knee Pain in Odia | Treatment

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Jyoti Ranjan Parida on Arthritis, in Odia

ବୟସ ବଢ଼ିଲେ ଆଣ୍ଠୁଗଣ୍ଠି ବିନ୍ଧା କାହିଁକି ହୁଏ? | Dr PC Dey on Treatment of Arthritis | Knee Replacement

ସିଆଟିକା କାହିଁକି ହୁଏ? | Sciatica in Odia | Symptoms & Treatment | Dr Rajendra Sahoo

ସର୍ଜରୀ ବିନା ଆଣ୍ଠୁ ପେନ୍ରୁ ଆରାମ ପାଆନ୍ତୁ No Surgery Knee Pain Cure | Health Podcast | Dr Dibya Singha

ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା -କାରଣ ଓ ଚିକିତ୍ସା |Dr Basanta Kumar Behera on Knee & Joint Pain

