ନବଜାତ ଶିଶୁର ପୋଷଣ ଓ ଯତ୍ନ | Dr Nirmal Kumar Mohakud on Nutrition & Care for Newborn Baby in Odia

#ChildCare #ChildNutrition #DoctorAdvice ନବଜାତ ଶିଶୁଙ୍କୁ ଦୁଇ ଭାଗରେ ବିଭିକ୍ତ କରାଯାଇଛି। ଯେଉଁମାନେ ଠିକ୍ ସମୟ ଅର୍ଥାତ୍ ୯ ମାସରେ ଜନ୍ମଗ୍ରହଣ କରୁଛନ୍ତି ତାଙ୍କୁ ଟର୍ମ ବେବି କୁହାଯାଏ। ଯେଉଁ ଶିଶୁ ସମୟ ପୂର୍ବରୁ ଜନ୍ମ ନିଏ ତାକୁ ପ୍ରି-ଟର୍ମ ବା ପ୍ରିମାଚ୍ୟୋର ବେବି କୁହାଯାଏ। ତେବେ ନବଜାତ ଶିଶୁର ଯତ୍ନ ନେବେ କେମିତି? ନବଜାତ ଶିଶୁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଶିଶୁ ଜନ୍ମ ପରେ ତୁରନ୍ତ ଖାଇବାକୁ ଦିଅନ୍ତୁ (0:00) ନବଜାତ ଶିଶୁର ଯତ୍ନ ନେବେ କେମିତି? (1:56) ଶିଶୁ ପାଇଁ ମା' କ୍ଷୀର କେତେ ଜରୁରୀ? (3:29) ନବଜାତ ଶିଶୁ ରାତିରେ ଶୁଏ ନାହିଁ କାହିଁକି? (5:23) ସ୍ତନ୍ୟପାନ ମା'ର ସ୍ୱାସ୍ଥ୍ୟ ପାଇଁ ଭଲ (7:55) ଶିଶୁ ଜନ୍ମ ପରେ ମା'ମାନେ କ'ଣ ଖାଇବେ? (9:53) ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (13:11) ଶିଶୁର ପେଟ ଫାମ୍ପିଲେ କ'ଣ କରିବେ? (15:38) Newborns are divided into two groups. A baby who are born at the right time, at 9 months, is called term babies. A baby born before the time called pre-term baby or prematurely baby. So how do you take care of a newborn baby? What should a newborn baby eat? Let's find out what Pediatrician Dr Nirmal Kumar Mohakud has to say. In this video, Feed the baby immediately after birth (0:00) How to take care of a newborn baby? (1:56) How important is breast milk for babies? (3:29) Why newborns don't sleep at night? (5:23) Breastfeeding is good for mother's health (7:55) What will mothers eat after the baby is born? (9:53) Stay away from superstitions (13:11) What to do if the baby has a stomach ache? (15:38) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth
▶︎

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth

ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କାହିଁକି ହୁଏ?|Dr Nirmal Kumar Mohakud on How to Prevent Jaundice in infants
▶︎

ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କାହିଁକି ହୁଏ?|Dr Nirmal Kumar Mohakud on How to Prevent Jaundice in infants

ଶିଶୁ ର ପୋଷଣ ଓ ରାଷ୍ଟ୍ରୀୟ ପୋଷଣ ମିଶନ // Dr. Arabinda Mohanty  // Health Scan
▶︎

ଶିଶୁ ର ପୋଷଣ ଓ ରାଷ୍ଟ୍ରୀୟ ପୋଷଣ ମିଶନ // Dr. Arabinda Mohanty // Health Scan

ନିୟମିତ ଟିକାକରଣର ଗୁରୁତ୍ୱ | Importance of Routine Immunization in Odia | Dr Meena Som
▶︎

ନିୟମିତ ଟିକାକରଣର ଗୁରୁତ୍ୱ | Importance of Routine Immunization in Odia | Dr Meena Som

C-section ଡେଲିଭରୀ ପରେ ଏହିପରି ନିଅନ୍ତୁ ନିଜର ଯତ୍ନ?
▶︎

C-section ଡେଲିଭରୀ ପରେ ଏହିପରି ନିଅନ୍ତୁ ନିଜର ଯତ୍ନ?

ପ୍ରସବ ପରେ ଘରେ କେମିତି ନେବେ ମାଆର ଯତ୍ନ। Mother Care After First Delivery | Normal 0r C section Delivery
▶︎

ପ୍ରସବ ପରେ ଘରେ କେମିତି ନେବେ ମାଆର ଯତ୍ନ। Mother Care After First Delivery | Normal 0r C section Delivery

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital
▶︎

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

ମା’ର କ୍ଷୀର ନ ହେଲେ କ’ଣ କରିବେ? | Dr Alakta Das on Post Pregnancy Care in Odia
▶︎

ମା’ର କ୍ଷୀର ନ ହେଲେ କ’ଣ କରିବେ? | Dr Alakta Das on Post Pregnancy Care in Odia

ଶିଶୁଙ୍କ ଯତ୍ନ କିପରି ନେବେ? | Paediatrician's Tips for Baby Care (Epd - 30)
▶︎

ଶିଶୁଙ୍କ ଯତ୍ନ କିପରି ନେବେ? | Paediatrician's Tips for Baby Care (Epd - 30)

Why Didn't Lord Jagannath Come to the Grand Road? | Nirbhay Gumar Katha
▶︎

Why Didn't Lord Jagannath Come to the Grand Road? | Nirbhay Gumar Katha

ସ୍ତନ୍ୟପାନ କରାଉଥିବା ବେଳେ କ’ଣ ଖାଇବେ, କ’ଣ ନାହିଁ? | Sushree Tapaswini Das on Diet for Lactating Mother
▶︎

ସ୍ତନ୍ୟପାନ କରାଉଥିବା ବେଳେ କ’ଣ ଖାଇବେ, କ’ଣ ନାହିଁ? | Sushree Tapaswini Das on Diet for Lactating Mother

ଆଖି ଭିଜାଇବ ସୌରଭଙ୍କ ଗୀତ Exclusive News Desk Interview With Singer Sourav Bharadwaj | Manas Dash
▶︎

ଆଖି ଭିଜାଇବ ସୌରଭଙ୍କ ଗୀତ Exclusive News Desk Interview With Singer Sourav Bharadwaj | Manas Dash

ଡେଲିଭରି ପରେ ୬ ମାସ କିଭଳି ନେବେ ଯତ୍ନ Post Delivery Care of Mother । डिलीवरी के बाद देखभाल Dr. Lucy Das
▶︎

ଡେଲିଭରି ପରେ ୬ ମାସ କିଭଳି ନେବେ ଯତ୍ନ Post Delivery Care of Mother । डिलीवरी के बाद देखभाल Dr. Lucy Das

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା | Dr Ranjit Joshi on Child Development in Odia
▶︎

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା | Dr Ranjit Joshi on Child Development in Odia

ସ୍ତନପାନର ସଠିକ ଉପାୟ | Breastfeeding Tips for New Mothers in Odia | Dr Smita Sarangi
▶︎

ସ୍ତନପାନର ସଠିକ ଉପାୟ | Breastfeeding Tips for New Mothers in Odia | Dr Smita Sarangi

ପିଲା ର ଗଳା ରୁ କଫ ଭଳି sound କାହିଁକି ଆସୁଛି ? ॥ Noisy breathing in children ॥ MITHA STRUP
▶︎

ପିଲା ର ଗଳା ରୁ କଫ ଭଳି sound କାହିଁକି ଆସୁଛି ? ॥ Noisy breathing in children ॥ MITHA STRUP

ନବଜାତ ଶିଶୁର ଯତ୍ନ: କେମିତି ନେବେ? | New Born baby care in Odia | Dr Satya Ranjan Mallick
▶︎

ନବଜାତ ଶିଶୁର ଯତ୍ନ: କେମିତି ନେବେ? | New Born baby care in Odia | Dr Satya Ranjan Mallick

ପିଲାଙ୍କୁ ମୋବାଇଲ୍ ଓ ମ୍ୟାଗି ଦେଇ  ଭୁଲ କରୁନାହାନ୍ତି ତ? ଡାକ୍ତରଙ୍କ ବଡ଼ ଖୁଲାସା Dr Gayatri Ray #ParentingTips
▶︎

ପିଲାଙ୍କୁ ମୋବାଇଲ୍ ଓ ମ୍ୟାଗି ଦେଇ ଭୁଲ କରୁନାହାନ୍ତି ତ? ଡାକ୍ତରଙ୍କ ବଡ଼ ଖୁଲାସା Dr Gayatri Ray #ParentingTips

ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଖାଇଲେ ଆପଣଙ୍କ ପିଲା ହେବ ସୁନ୍ଦର , ବୁଦ୍ଧିମାନ ଓ ନୀରୋଗ  Dr. Subhasri Mishra
▶︎

ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଖାଇଲେ ଆପଣଙ୍କ ପିଲା ହେବ ସୁନ୍ଦର , ବୁଦ୍ଧିମାନ ଓ ନୀରୋଗ Dr. Subhasri Mishra

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI
▶︎

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI