ଦୈନନ୍ଦିନ ହିଲିଂ ଶିଡ୍ୟୁଲ୍ Iଶବ୍ଦର ଶକ୍ତି: କାହିଁକି ଅଭାବ ବଦଳରେ ସବୁବେଳେ ପ୍ରଚୁରତାର ଶବ୍ଦ ଉଚ୍ଚାରଣ କରିବା ଉଚିତ୍।
ଆପଣ ଯାହା ଚାହୁଁଛନ୍ତି ତାହା ଜୀବନରେ ଘଟୁନାହିଁ କି? ଆପଣଙ୍କ ଅଜାଣତରେ ଆପଣ ନିଜେ ହିଁ ନିଜ ଜୀବନରେ ସମସ୍ୟା ତିଆରି କରୁନାହାନ୍ତି ତ? ଏହି ଶକ୍ତିଶାଳୀ ଭିଡିଓରେ ଆମେ ଆଲୋଚନା କରିଛୁ "ସଙ୍କଳ୍ପରୁ ସିଦ୍ଧି" ର ଏକ ଗଭୀର ଆଧ୍ୟାତ୍ମିକ ନିୟମ। ଆମ ମନର ଭାଷା ଏବଂ ଆମେ ଦିନସାରା ବ୍ୟବହାର କରୁଥିବା ଶବ୍ଦ କେମିତି ଆମ ଭାଗ୍ୟକୁ ଗଢ଼ିଥାଏ, ତାହା ଏହି ଭିଡିଓରେ ଅତି ସରଳ ଭାବେ ବୁଝାଯାଇଛି। ଏହି ଭିଡିଓରେ ଆପଣ ଜାଣିବାକୁ ପାଇବେ: ଶବ୍ଦର ଶକ୍ତି: କାହିଁକି ଅଭାବ (Lack) ବଦଳରେ ସବୁବେଳେ ପ୍ରଚୁରତା (Abundance) ର ଶବ୍ଦ ଉଚ୍ଚାରଣ କରିବା ଉଚିତ୍। କଣ୍ଟ୍ରୋଲ୍ ରୁମ୍ର ରହସ୍ୟ: ରାତିରେ ଶୋଇବା ପୂର୍ବରୁ ଆମେ ଯାହା ଚିନ୍ତା କରୁ, ଆମ ମନ ଆଗାମୀ ୬ ଘଣ୍ଟା ସେହି ଉର୍ଜା କେମିତି ପ୍ରସାରିତ କରେ। ସମସ୍ୟାର ସମାଧାନ: ନିଜର ରୋଗ କିମ୍ବା ଆର୍ଥିକ ଅଭାବ ବିଷୟରେ ଦୁନିଆ ଆଗରେ ଚର୍ଚ୍ଚା ନକରି କେମିତି "ସବୁ ପରଫେକ୍ଟ ଚାଲିଛି" କହି ଭାଗ୍ୟ ବଦଳାଇବେ। ୧୦ଟି ଚମତ୍କାରୀ ସଙ୍କଳ୍ପ: ଖୁସି, ଶାନ୍ତି, ସ୍ୱାସ୍ଥ୍ୟ, ସଫଳତା ଏବଂ ସୁରକ୍ଷା କବଚ ପାଇଁ ଦୈନିକ ଡାଏରୀରେ ଲେଖିବା ଭଳି ୧୦ଟି ବିଶେଷ ସଙ୍କଳ୍ପ। କେମିତି ଅଭ୍ୟାସ କରିବେ: ରୋଜ ରାତିରେ ଶୋଇବା ପୂର୍ବରୁ ଏହି ସଙ୍କଳ୍ପଗୁଡ଼ିକୁ ଏକ ଡାଏରୀରେ ଲେଖନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ (ଫୋନ୍ ଦେଖିବା ପୂର୍ବରୁ) ମନେ ମନେ ଦୋହରାନ୍ତୁ। ମାତ୍ର ଏକ ମାସ ମଧ୍ୟରେ ଆପଣ ସିଦ୍ଧିର ଚମତ୍କାର ଦେଖିପାରିବେ। ଭିଡିଓଟି ଭଲ ଲାଗିଲେ ଲାଇକ ଏବଂ ଶେୟାର କରନ୍ତୁ, ଏବଂ ନିଜ ଜୀବନରେ ଏହି ଉପାୟକୁ ଆଜିଠାରୁ ହିଁ ପ୍ରୟୋଗ କରି କମେଣ୍ଟରେ ଆପଣଙ୍କ ଅନୁଭୂତି ଜଣାନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ!

ନୀରବତାର ଶକ୍ତି: କାହାକୁ ନକହି କେମିତି ହେବେ ସଫଳ? Silent Success Secrets

ସଙ୍କଳ୍ପରୁ ସିଦ୍ଧି: ଜୀବନରେ ସବୁକିଛି ପରଫେକ୍ଟ କରିବା ପାଇଁ ଶକ୍ତିଶାଳୀ ଆଫର୍ମେସନ୍ସ ✨

ଜାପାନୀମାନେ ୧०० ବର୍ଷ ଯାଏଁ କେମିତି ରୁହନ୍ତି ଫିଟ୍? 🏃♂️

ସବୁବେଳ କୁହନ୍ତୁ ଦିନରେ ଚମତ୍କାର ହେବ #rinashappylife #success #money #lawofattraction

You Are A Badass || Audio Book || Book Summary Odia

ଅବଚେତନ ମନର ଅଦ୍ଭୁତ ଶକ୍ତି! 🧠✨ | How to Reprogram Your Subconscious Mind in Odia

Secret of Friday Revealed By Pulin Panda | Part 02 Malika Bachana | @SatyaBhanja

ଏହି ୬ ଜଣ ଲୋକ ସବୁବେଳେ ଦୁଃଖ ପାଆନ୍ତି | Dr. Ashutosh Prasad Mishra | Odisha 365 | Signs of Sad People

ଖରାପ ସମୟ ଅନୁଭବ ହେଉଛି?_ଗୀତା ଶୁଣନ୍ତୁ। Geeta Saar । Shree Krishna motivation speech |#krishnamotivation

ଅଙ୍କଜ୍ୟୋତିଷ ଓ ନମ୍ବର ୫ I ନମ୍ବର 5 ର ଚମତ୍କାର: ବିନା ଜନ୍ମ ତାରିଖରେ ଟଙ୍କା ଏବଂ ସଫଳତା ପାଆନ୍ତୁ 🌌

ASMR Best Triggers For Sleep Collection (No Talking) 3 Hours of Tapping & Scratching

ଧ୍ୟାନର ଜୀବବିଜ୍ଞାନ ଓ ଅଭ୍ୟାସ I ଧ୍ୟାନ କରିବା ଦ୍ୱାରା ବଦଳିଯାଏ ମଗଜର ଶକ୍ତି! | Biology of Meditation 🌌

ଭଗବାନ କାହାକୁ ଧନ ଦିଅନ୍ତି ଓ କାହାଠାରୁ ଛଡ଼ାଇ ନିଅନ୍ତି? | ଶୁଣନ୍ତୁ ଏକ ଜ୍ଞାନ ବର୍ଦ୍ଧକ କାହାଣୀ ମାଧ୍ୟମ ରେ |

ଜିରୋ ରୁ ହିରୋ ବନାଇଦେବ ଏହି 18 ଟି ଅଭ୍ୟାସ | 18 Super Habits to Change Your Life | Odia Motivation

ମନର ଏହି ମନ୍ତ୍ର ଜାଣି ଗଲେ,ଯାହା ଚାହିଁବେ ତାହା ପାଇବେ|ମନର ମନ୍ତ୍ର@PrakashJagdev

ଗଧ ପରି ଖଟନ୍ତୁ ନାହିଁ! ଧନୀ ହେବାର ୭ଟି ଗୁପ୍ତ ରହସ୍ୟ || Chanakya Niti || Gyanara Patha ||

ଡରାଇଲା ସାଟେଲାଇଟ ଇମେଜ | super elnino | Odisha Weather |el nino update | imd prediction | Odia News

କେତେବେଳେ କଣ ହେବ ସବୁ ମୁ କହିବି || I will tell you what will happen when.@BHAKTIDEBANANDA

Shiv Mahimna Stotram: Krishnapriyadas Swami | શિવ મહિમા

