School Transformation, Kalahandi: ଝଲସି ଯାଉଛେ କଳାହାଣ୍ଡି ହାବସପୁରର୍ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ
ରାଏଜର୍ ଶିକ୍ଷା ବ୍ୟବସ୍ଥାକେ ବରକସ୍ କରୁଛନ୍ ରାଜ୍ୟ ସରକାର୍। ଇଥିର୍ ଲାଗି ଯେତେ ବି ସ୍କୁଲ୍ ଅଛେ ତାହାକେ ବିକାଶ୍ କରବାର୍ ଲାଗି ପଛ୍ ଘୁଁଚା ନାଇଁ ଦେବାର୍। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବସପୁର ପଞ୍ଚାୟତନେ ଥିବାର୍ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର୍ ବିକାଶ୍ କରବାର୍ ଲାଗି 5ଟି ଅଧ୍ୟକ୍ଷ ଆଜ୍ଞାଙ୍କୁ ଅନୁରୋଧ୍ କରିଥିଲେ ସ୍ଥାନିୟ ଲୋକ୍। ଇ କଥାକେ ମୁଖ୍ୟମନ୍ତ୍ରୀ ଜାନଲା ଉତାରୁ କି ୪୫ ଲାଖ୍ ଟଙ୍କା ମଞ୍ଜୁର୍ କରିଥିଲେ। ଆଏଜ୍ ଇ ସ୍କୁଲ୍ ର ବିକାଶ୍ କାମ୍ ସରିଯାଇଛେ। ସ୍କୁଲନେ କୁଠୁରୀମାନେ ଚକ୍ ଚକେଇ ଯାଉଛେ। ସ୍କୁଲ୍ ର ସବୁଆଡ଼େ ସ୍ମାର୍ଟ ବ୍ୟବସ୍ଥା ଭିଲ୍ କରାହେଇଛେ। ଛାତ୍ରଛାତ୍ରୀ ମାନକର୍ ଲାଗି ସ୍ମାର୍ଟବୋର୍ଡ, ଇ-ଲାଇବ୍ରେରୀ, ୨ଟା ସ୍ମାର୍ଟକ୍ଲାସ ରୁମ୍, ସାଇନ୍ସ ଲେବ୍, ଟଏଲେଟ୍ , ଖେଲପଡିଆ, ପିଇବାର୍ ପାଏନ୍ ର ବ୍ୟବସ୍ଥା କରାଯାଇଛେ । ଇ ସବୁକେ ଦେଖିକରି ଛୁଆମାନେ ଉସତ୍ ହେବାର୍ ସାଙ୍ଗେ ଶିକ୍ଷକମାନେ ଭିଲ୍ ବଡ଼ା ଉସତ୍ ଅଛନ୍ ଆର୍ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜନଉଛନ୍। For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- [email protected] Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Kalahandi #ODisha #KalahandiNews #OdishaNews #5T #SchoolTransformation #OdishaGovernment #Odisha #Paharaa

TypeScript in Express – TypeScript Tutorial

Kalyani Rai School, Rourkela: ଚମକୁଛେ ରାଉରକେଲା ହମିରପୁରର୍ କଲ୍ୟାଣୀ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ଓଡ଼ିଶା ପାଇଁ ବଢ଼ିଲା ବିପଦ | India China Tension | Odisha Rain|Dharmendra Pradhan News

Сериал Теща-командир: ВСЕ СЕРИИ ПОДРЯД

₹8 Crore Road Scam in Kalahandi? Big Corruption Allegations

Maa Manikeswari University: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ!

ଘରୁ ବାହାରନ୍ତୁ ନାହିଁ, ଭବାନୀପାଟଣା ସହରରେ ବୁଲୁଛି ଭାଲୁ l Bear entered in Bhawanipatna city ,Kalahandi

Charandas - चरणदास (1977) | Bollywood Comedy Movie | Dharmendra, Amitabh, Sunil Dutt, Farida Jalal

Rehras sahib / Rehras Sahib Full Path / Rehras Sahib Nitnem #wmk #rehrassahib

Medical practice and Stock market, Humorous comparison, Dr Hitesh N Patel at Livewellcon2022

Kalahandi Horror! Two Truck Drivers Killed in Massive Crash | Odisha News

The FORBIDDEN Life Of Women In Afghanistan In 2026. I Was SHOCKED! 🇦🇫

Joining The Village's Giant Tomato Harvest | Countryside Life & Fresh Hot Pot - حصاد الطماطم الضخم

I spawned the BLOOP in Minecraft...

ଅଜଣା ଗାଡ଼ି ଧକ୍କାରେ ଗଲା ୨ ଜୀବନ | Kesinga News | Kalahandi | Hit And Run | Odisha News | Argus News

ଏ ସିଟରୁ ମୁଁ ଆଉ ଉଠିବିନି, ଚେର ଲାଗି ଯାଇଛି । ଧର୍ମେନ୍ଦ୍ରଙ୍କୁ ଛିଗୁଲାଇଲା BJD | Lelin Mohanty | Dharmendra

Who Is Accountable First in Odisha's Education? ଓଡ଼ିଶାନେ ପହେଲା କିଏ?

ሰዓረ ፍጹም፡ ፈኸራኡን ምጉቱን ብሓጺሩ...

Shaheed Ganj Sahib - Chopehra Sahib Path - Dhan Baba Deep Singh Ji - Model Town Ludhiana #chupehra

