ଘରୁ ବାହାରନ୍ତୁ ନାହିଁ, ଭବାନୀପାଟଣା ସହରରେ ବୁଲୁଛି ଭାଲୁ l Bear entered in Bhawanipatna city ,Kalahandi
ଘରୁ ବାହାରନ୍ତୁ ନାହିଁ, ଭବାନୀପାଟଣା ସହରରେ ବୁଲୁଛି ଭାଲୁ l କଳାହାଣ୍ଡି ଭବାନୀପାଟଣା ସହରରେ ୨ ଦିନ ହେଲା , ଏକ ଭାଲୁ ସହର କୁ ପଶି ଆସିଛି । ସହର ବାସୀ ଆତଙ୍କିତ ଓ ଭୟରେ ଅଛନ୍ତି । କଳାହାଣ୍ଡି ଉତ୍ତର ଓ ଦକ୍ଷିଣ ଖଣ୍ଡ ବନବିଭାଗ ଭାଲୁ କୁ ଧରିବା ପାଇଁ ୨୪ ଘଣ୍ଟା ଅହରହ ଚେଷ୍ଟା ଜାରି ରଖିଛନ୍ତି। ଜନସାଧାରଣ ଙ୍କୁ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଭବାନୀପାଟଣା ସହରକୁ ଆସୁଥିବା ଲୋକ ମାନଙ୍କୁ ଭାଲୁ ଆକ୍ରମଣରୁ ନିଜକୁ ରକ୍ଷା କରିପାରିବେ ସେ ଉପରେ ସତର୍କ କରାଉଛନ୍ତି । Bear entered in Bhawanipatna city ,Kalahandi #Kalahandi Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Utkela Airport: ୯୯୯ ଟଙ୍କା ଦେଇକରି ଭୁବନେଶ୍ୱରନୁ ଉତକେଲାକେ ଉଡ଼ିକରି ଯିବେ ଲୋକ୍...

ବୁର୍କାକୁ ନେଇ NEETରେ ଉତ୍ତେଜନା,ପରୀକ୍ଷା କେନ୍ଦ୍ରରୁ ଭିଡିଓ ଭାଇରଲ!kulsoom video from exam centre goes viral

Kalahandi Horror! Two Truck Drivers Killed in Massive Crash | Odisha News

₹8 Crore Road Scam in Kalahandi? Big Corruption Allegations

କଟରେ ଚଳନ୍ତା ଟ୍ରେନ୍ ରେ ପ୍ରସବ କଲେ ମହିଳା ! Woman Delivers Twins In Train And Ambulance In Cuttack

Vardaat With Shams Tahir Khan: Odisha के Bargarh जिले से सामने आई चौंकाने वाली खबर | Viral News

Mo Gaon Aaji: Model Gram Panchayat in Kalahandi District ।। କଳାହାଣ୍ଡି ଜିଲ୍ଲାର ଆଦର୍ଶ ଗ୍ରାମ ପଞ୍ଚାୟତ

ରାତିରେ ଫାର୍ମ ହାଉସରେ ପଶି ଲୁଟ,୭ଜଣ ଙ୍କୁ ବାନ୍ଧିଲା ପୋଲିସ!Police arrest 7 accused farmhouse looting

Utkela Air Strip: ଆଏବା କାଏଲ୍ ଉତକେଲାକେ ଉଡ଼ିଆଏବା ବିମାନ, ଉଦ୍ଘାଟନୀ କାର୍ଯ୍ୟକ୍ରମନେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ

୪୪ ବାଇକ ଉଦ୍ଧାର, ୬ ଚୋର ଗିରଫ| Kalahandi Police | Junagarh Police | Odisha News | Argus News

କଳାହାଣ୍ଡି ବିକାଶରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ । ଆସନ୍ତା ୩୧ରେ ଉତ୍କେଲାକୁ ଉଡ଼ିବ ବିମାନ

ଅଜଣା ଗାଡ଼ି ଧକ୍କାରେ ଗଲା ୨ ଜୀବନ | Kesinga News | Kalahandi | Hit And Run | Odisha News | Argus News

Utkela Airport: ଭୁବନେଶ୍ୱରନୁ ଉତକେଲାକେ ଉଡ଼ଲା ଫ୍ଲାଇଟ୍... ସାଗୁଆ ଝଣ୍ଡା ଦେଖାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା, କାର ନେଇ ପଶିଲା ଲେଡିଜ୍ ହଷ୍ଟେଲ ଭିତରେ। registered FIR on Biswajit Jena.

POWERFUL SHIVA mantra to remove negative energy - Shiva Dhyana Mantra (Mahashivratri Chant) - 3 hrs

Kailash Kora Trek | Touching Mt. Kailash & Crossing the mighty Dolma La Pass | Tibet Travel Video

"ପୋଲିସର ନିଜର ଯେତେବେଳେ ଦରକାର ହେବ ସେତେବେଳେ କ୍ୟାମେରା ଲଗେଇବ "ମନୀଷା Chameli Ojha Police BDO

ଏମ ରାମପୁର ବ୍ଲକ ଗସ୍ତରେ ଗଲେ ସାଂସଦ ବସନ୍ତ କୁମାର ପଣ୍ଡା, କଳାହାଣ୍ଡି || KALAHANDI NEWS

୬୦ ଫୁଟ ପାହାଡ ତଳକୁ ଖସିଲା OSRTC ବସ୍ ; ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିଲା ବସ୍

