ଓଭାରିଆନ୍ ସିଷ୍ଟ କ’ଣ – କାରଣ, ଲକ୍ଷଣ ଓ ଚିକିତ୍ସା | Dr Alakta Das on Ovarian Cyst in Odia |Types & Causes
#OvarianCyst #DoctorAdvice #OdiaHealthTips ଓଭାରିଆନ୍ ସିଷ୍ଟ କହିଲେ ଅଣ୍ଡକୋଷରେ ଏକ ପରଳ ଜମା ହୋଇଯିବାକୁ ବୁଝାଏ। ସରଳ ଭାଷାରେ କହିବାକୁ ଗଲେ ଅଣ୍ଡକୋଷରେ ଛୋଟ ଛୋଟ ପିଣ୍ଡୁଳା ଆକାରର ମାଂସ ଜମାଟ ବାନ୍ଧି ଯାଇଥାଏ। ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ତେବେ ଓଭାରିଆନ୍ ସିଷ୍ଟ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍କତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଓଭାରିଆନ୍ ସିଷ୍ଟ କ’ଣ? (0:00) ଓଭାରିଆନ୍ ସିଷ୍ଟର ପ୍ରକାର ଓ ଏହାର ଲକ୍ଷଣ (0:28) ଓଭାରିଆନ୍ ସିଷ୍ଟ ଯୋଗୁଁ ପିଲା ଛୁଆ ହୁଏନି କି? (4:43) ଓଭାରିଆନ୍ ସିଷ୍ଟ କର୍କଟ କରିପାରେ କି? (6:05) ଏହାକୁ ରୋକିହେବ କି? (7:20) Ovarian cysts are fluid-filled sacs in the ovary. They are common and usually form during ovulation. If they're large, you may feel either a dull or sharp pain on one side of your pelvis or abdomen. What are the causes and symptoms of Ovarian Cyst? Find out more from Dr Alakta Das, a Gynaecologist. In this Video, What is an Ovarian Cyst? (0:00) Types & Symptoms of Ovarian Cyst (0:28) Can ovarian cysts affect your ability to get pregnant? (4:43) Can ovarian cancer cause cancer? (6:05) Prevention of Ovarian Cyst (7:20) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

Doctor Doctor | Chocolate Cyst : Causes, Symptoms and Treatment

Podcast with Dr. GSS Mohapatra ll Endometriosis l PCOD l PCOS l PREGNANCY l GYNAECOLOGY Issue

ମହିଳାଙ୍କୁ ହେଉଛି ଏହି ଭୟଙ୍କର ରୋଗ |Cervical Cancer Symptoms | Cancer Treatment | Odia News

ହରମୋନ୍ ସ୍ତରକୁ ସନ୍ତୁଳିତ ରଖିବା ପାଇଁ କ’ଣ ଖାଇବେ? | Diet for Hormonal Imbalance in Odia | Anmayee Nanda

Doctor Doctor | Laparoscopy: Purpose, Preparation, Procedure

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live

PCOS / PCOD ପାଇଁ ଆୟୁର୍ବେଦିକ ଚିକିତ୍ସା | PCOD Ayurvedic Treatment in Odia पीसीओडी के आयुर्वेदिक उपचार

Ovarian Cysts: Everything You Need to Know by Dr. Lora Shahine

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡସ) କାହିଁକି ହୁଏ? | Dr GSS Mohapatra on Uterine Fibroids in Odia

ମହିଳାଙ୍କଠାରେ ୫ ଲକ୍ଷଣ: ଅଣଦେଖା କରନ୍ତୁ ନାହିଁ |5 Warning Signs Every Woman Should Know| Dr Swarnima Das

ଗର୍ଭାଶୟ ବା ୟୁଟେରସ୍ ଫାଇବ୍ରଏଡ୍ : ବିନା ସର୍ଜରୀରେ କରନ୍ତୁ ଚିକିତ୍ସା | Uterus Fibroid in Odia | Dr Leena Das

ସର୍ଭାଇକାଲ କ୍ୟାନ୍ସର: ରୋକିବେ କିପରି? | Cervical Cancer in Odia | Dr Tapan Pattanaik

Chocolate Cyst ( Ovarian Endometrioma ) : Causes & Treatment | Dr G S S Mohapatra | Swasthyasutra

ମୁଁ PCOD ସମସ୍ୟା ଥିବା ଝିଅ ସହ ବିବାହ କରିପାରିବି କି ? Best Treatment for PCOD Dr.Subhasri Mishra

ଯୋନିରେ ସଂକ୍ରମଣ କାହିଁକି ହୁଏ? | Dr Shilpa Mishra on Vaginal yeast Infection in Odia | Sign & Symptoms

ଗର୍ଭଧାରଣରେ ସମସ୍ୟା: ହୋଇପାରେ ପିସିଓଏସ୍ | PCOS & Pregnancy in Odia | Treatment | Dr Alakta Das

ସମୟରେ ପିରିୟଡସ୍ ନହେବା - ପିସିଓଏସର ଲକ୍ଷଣ | PCOS in Odia | Irregular Periods | Dr Lipika Moharana

