ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡସ) କାହିଁକି ହୁଏ? | Dr GSS Mohapatra on Uterine Fibroids in Odia
#UterineFibroids #DoctorAdvice #OdiaHealthTips ମହିଳାଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମରକୁ ଫାଇବ୍ରଏଡସ ବୋଲି କୁହାଯାଏ। ସାଧାରଣତଃ ଏହି ଟ୍ୟୁମର କ୍ୟାନସର ସୃଷ୍ଟି କରିନଥାଏ। ହେଲେ ଠିକ୍ ସମୟରେ ଫାଇବ୍ରଏଡସର ଚିକିତ୍ସା କରାନଗଲେ ଏହା କ୍ୟାନସରର ରୂପ ନେଇପାରେ। ତେବେ ଫାଇବ୍ରଏଡସ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଆସନ୍ତୁ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ରଙ୍କଠାରୁ ଫାଇବ୍ରଏଡସ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡସ) କ’ଣ? (0:00) ଫାଇବ୍ରଏଡସ ହେବାର କାରଣ ଓ ଲକ୍ଷଣ? (0:50) ଫାଇବ୍ରଏଡସ ଯୋଗୁଁ କ୍ୟାନସର ହୁଏ କି? (4:36) ଫାଇବ୍ରଏଡସର ଚିକିତ୍ସା (6:16) ଡାକ୍ତର ଜିଏସଏସ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ। ବଭିନ୍ନ ପ୍ରକାରର ସ୍ତ୍ରୀ ରୋଗ ଓ ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ+91 9776822222 କିମ୍ବା +91 9937776329 ନମ୍ବରରେ କଲ୍ କରିପାରିବେ। Dr GSS Mohapatra is a well-known Obstetrician-Gynecologist in Odisha. He has vast experience in providing treatment of female reproductive problems, infertility, laparoscopy, pregnancy care and gynecological cancer. Dr Mohapatra currently resides in Bhubaneswar. You can contact him on +91 9776822222 or +91 9937776329. Tumors in a woman's uterus are called fibroids. Usually, this tumor does not cause cancer. However, if not treated in time, it can lead to cancer. So why do fibroids happen? How to recognize it? Let's learn more about fibroids from Dr GSS Mohapatra, a obstetrician and gynecologist. In this video, What is a fibroids tumor in the uterus? (0:00) Causes and symptoms of fibroids? (0:50) Do fibroids cause cancer? (4:36) Treatment of fibroids (6:16) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ଗର୍ଭାଶୟ ବା ୟୁଟେରସ୍ ଫାଇବ୍ରଏଡ୍ : ବିନା ସର୍ଜରୀରେ କରନ୍ତୁ ଚିକିତ୍ସା | Uterus Fibroid in Odia | Dr Leena Das

ଗର୍ଭାଶୟ ଟ୍ୟୁମର କ'ଣ? // Prof. Dr. Pradeep Ku. Panigrahi on Fibroid in odia

ମହିଳାଙ୍କୁ ଫାଇବ୍ରଏଡ୍ କାହିଁକି ହୁଏ? | Dr Chimayee Kar on Uterine Fibroids in Odia | Causes & Symptoms

Uterine Fibroids: Causes, Symptoms & Treatment | Dr. G.S.S Mohapatra | Swasthyasutra

ଗର୍ଭାଶୟରେ ଟ୍ୟୁମରକୁ କେମିତି ଚିହ୍ନିବେ? । Dr Chimayee Kar on Uterine Fibroids in Odia | Types & Causes

କାହିଁକି ମହାପ୍ରଭୁଙ୍କ ଟାହିଆ ନଥିଲା ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | Prameya

ମହିଳାଙ୍କୁ ହେଉଛି ଏହି ଭୟଙ୍କର ରୋଗ |Cervical Cancer Symptoms | Cancer Treatment | Odia News

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ଫାଇବ୍ରଏଡ୍ କାହିଁକି ହୁଏ ? ଲକ୍ଷଣ ଏବଂ ଚିକିତ୍ସା Uterine Fibroid: Symptoms & Treatment Dr. Subhasri Mishra

Podcast with Dr. GSS Mohapatra ll Endometriosis l PCOD l PCOS l PREGNANCY l GYNAECOLOGY Issue

Doctor Doctor | Laparoscopy: Purpose, Preparation, Procedure

ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ କ’ଣ? | Uterine Prolapse in Odia | Dr Rashmi Ranjan Dash

What Causes UTI in Women? Symptoms, Prevention & Treatment | Essential Women's Health Guide N18V

Fibroid Size Explained (When You Should Actually Worry)

World Cancer Day: Dr. Surendra Briefs On The Symptoms Of Cancer

Warning Signs of PCOS(Polycystic Oovary Syndrome) || Dr.Leena Das || Ankura Hospital Bhubaneswar

I Lost Everything | Cancer Journey |Ft. Sanghamitra Panda |#odiapodcast #viralvideo

ଓଭାରିଆନ୍ ସିଷ୍ଟ କ’ଣ – କାରଣ, ଲକ୍ଷଣ ଓ ଚିକିତ୍ସା | Dr Alakta Das on Ovarian Cyst in Odia |Types & Causes

