ସର୍ଭାଇକାଲ କ୍ୟାନ୍‌ସର: ରୋକିବେ କିପରି? | Cervical Cancer in Odia | Dr Tapan Pattanaik

#CervicalCancer #OdiaHealthTips ଜରାୟୁ କର୍କଟକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍‌ସର ସଚେତନତା ମାସ ଭାବେ ପାଳନ କରାଯାଏ। ଭାରତରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବା। ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନସର? ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ତପନ ପଟ୍ଟନାୟକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ସର୍ଭାଇକାଲ କ୍ୟାନ୍‌ସର କ’ଣ? (0:00) ସର୍ଭାଇକାଲ କ୍ୟାନ୍‌ସର ହେବାର କାରଣ (0:44) ଏହାର ଲକ୍ଷଣ କ’ଣ? (2:38) ଏହାକୁ କେମିତି ଚିହ୍ନିବେ? (4:23) ସର୍ଭାଇକାଲ କ୍ୟାନ୍‌ସରର ଚିକିତ୍ସା (5:48) ସର୍ଭାଇକାଲ କ୍ୟାନ୍‌ସରକୁ ରୋକିବେ କିପରି? (6:56) The month of January is observed as 'Cervical Cancer Awareness Month. Cervical cancer is a disease in which malignant (cancer) cells form in the tissues of the cervix. If you recognize it from the initial stage, then we can recover completely from the disease. So why do women have Cervical Cancer? How to identify it from an early stage? Let's know more from Dr Tapan Pattanaik, an Obstetrician & Gynaecologist. In this Video, What is Cervical Cancer? in Odia (0:00) Causes of Cervical Cancer, in Odia (0:44) Signs of Cervical Cancer, in Odia (2:38) How do you recognize Cervical Cancer? in Odia (4:23) Treatment of Cervical Cancer, in Odia (5:48) Prevention of Cervical Cancer, in Odia (6:56) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

🚨 ଲକ୍ଷଣ ଗୁଡ଼ିକ ଅବହେଳା କଲେ ହୋଇପାରେ କ୍ୟାନସର | Early Signs of Cancer in Odia | Dr. Amitabh Jena
▶︎

🚨 ଲକ୍ଷଣ ଗୁଡ଼ିକ ଅବହେଳା କଲେ ହୋଇପାରେ କ୍ୟାନସର | Early Signs of Cancer in Odia | Dr. Amitabh Jena

I Lost Everything | Cancer Journey |Ft. Sanghamitra Panda |#odiapodcast #viralvideo
▶︎

I Lost Everything | Cancer Journey |Ft. Sanghamitra Panda |#odiapodcast #viralvideo

Cervical Cancer Prevention Tips | Dr. Sanghamitra Das | Swasthyasutra | HealthTips
▶︎

Cervical Cancer Prevention Tips | Dr. Sanghamitra Das | Swasthyasutra | HealthTips

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das
▶︎

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

ସ୍ତନ କର୍କଟ : ଡରନ୍ତୁ ନାହିଁ, ଜାଣନ୍ତୁ କିଭଳି କରିବେ ଚିକିତ୍ସା Breast Cancer Treatment in Odisha Dr. Sthiti
▶︎

ସ୍ତନ କର୍କଟ : ଡରନ୍ତୁ ନାହିଁ, ଜାଣନ୍ତୁ କିଭଳି କରିବେ ଚିକିତ୍ସା Breast Cancer Treatment in Odisha Dr. Sthiti

ମହିଳାଙ୍କୁ ହେଉଛି ଏହି ଭୟଙ୍କର ରୋଗ |Cervical Cancer Symptoms | Cancer Treatment | Odia News
▶︎

ମହିଳାଙ୍କୁ ହେଉଛି ଏହି ଭୟଙ୍କର ରୋଗ |Cervical Cancer Symptoms | Cancer Treatment | Odia News

Why Didn't Lord Jagannath Come to the Grand Road? | Nirbhay Gumar Katha
▶︎

Why Didn't Lord Jagannath Come to the Grand Road? | Nirbhay Gumar Katha

𝐀𝐝𝐚𝐩𝐚 𝐌𝐚𝐧𝐝𝐚𝐩𝐚 𝐏𝐚𝐡𝐚𝐧𝐝𝐢 𝐁𝐢𝐣𝐞 Of Lord Shree Jagannath | Rath Yatra Puri 2026 |  Live | Puri
▶︎

𝐀𝐝𝐚𝐩𝐚 𝐌𝐚𝐧𝐝𝐚𝐩𝐚 𝐏𝐚𝐡𝐚𝐧𝐝𝐢 𝐁𝐢𝐣𝐞 Of Lord Shree Jagannath | Rath Yatra Puri 2026 | Live | Puri

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital
▶︎

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

World Cancer Day: Dr. Surendra Briefs On The Symptoms Of Cancer
▶︎

World Cancer Day: Dr. Surendra Briefs On The Symptoms Of Cancer

ମହିଳାଙ୍କଠାରେ ୫ ଲକ୍ଷଣ: ଅଣଦେଖା କରନ୍ତୁ ନାହିଁ |5 Warning Signs Every Woman Should Know| Dr Swarnima Das
▶︎

ମହିଳାଙ୍କଠାରେ ୫ ଲକ୍ଷଣ: ଅଣଦେଖା କରନ୍ତୁ ନାହିଁ |5 Warning Signs Every Woman Should Know| Dr Swarnima Das

Cervical Cancer Awareness|Advice |Odiahealthtips|Doctoradvice|Causes |Symptoms|Treatment|Prevention
▶︎

Cervical Cancer Awareness|Advice |Odiahealthtips|Doctoradvice|Causes |Symptoms|Treatment|Prevention

ସରକାରୀ ଜାଗାରେ ବିଜେଡି ନେତ୍ରୀଙ୍କ ତିନିମହଲା କୋଠା || Govt Land Encroachment By BJD Leader || Nayagarh |OR
▶︎

ସରକାରୀ ଜାଗାରେ ବିଜେଡି ନେତ୍ରୀଙ୍କ ତିନିମହଲା କୋଠା || Govt Land Encroachment By BJD Leader || Nayagarh |OR

ଜଣାପଡ଼ିଲା କେମିତି ହୋଇଥିଲା ଷଡଯନ୍ତ୍ର? Odisha Book Error Mastermind Manoj Padhi Arrested |CM Mohan Majhi
▶︎

ଜଣାପଡ଼ିଲା କେମିତି ହୋଇଥିଲା ଷଡଯନ୍ତ୍ର? Odisha Book Error Mastermind Manoj Padhi Arrested |CM Mohan Majhi

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live
▶︎

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live

What Causes UTI in Women? Symptoms, Prevention & Treatment | Essential Women's Health Guide N18V
▶︎

What Causes UTI in Women? Symptoms, Prevention & Treatment | Essential Women's Health Guide N18V

ହସ୍ପିଟାଲ ଯିବା ଦରକାର ନାହିଁ, ଘରେ ବସି ଜାଣନ୍ତୁ... | EP: 122 | Exclusive Podcast With Dr. Sujata Kar.
▶︎

ହସ୍ପିଟାଲ ଯିବା ଦରକାର ନାହିଁ, ଘରେ ବସି ଜାଣନ୍ତୁ... | EP: 122 | Exclusive Podcast With Dr. Sujata Kar.

ପ୍ରତି କଥାରେ ରାଗି ଯାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ | How to control Anger? in Odia | Dr Sambeet Patra
▶︎

ପ୍ରତି କଥାରେ ରାଗି ଯାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ | How to control Anger? in Odia | Dr Sambeet Patra

Warning Signs of PCOS(Polycystic Oovary Syndrome) || Dr.Leena Das || Ankura Hospital Bhubaneswar
▶︎

Warning Signs of PCOS(Polycystic Oovary Syndrome) || Dr.Leena Das || Ankura Hospital Bhubaneswar

Cervical Cancer- Symptoms, Causes & Treatment | Doctor Doctor
▶︎

Cervical Cancer- Symptoms, Causes & Treatment | Doctor Doctor