ସକାଳୁ ଫୁଲ ତୋଳି ଆସି, ଘରୁ ଆଉ ଉଠିଲାନି ଝିଅ ! 22 years old young woman found dead from home ,Cuttack

ସକାଳୁ ଫୁଲ ତୋଳି ଆସି, ଘରୁ ଆଉ ଉଠିଲାନି ଝିଅ ! କଟକ- ସାଲେପୁର ଥାନା ତେନ୍ତୋଳ ହରିଜନ ବସ୍ତିରେ 22 ବର୍ଷୀୟ ଯୁବତୀ ଙ୍କ ମୃତ୍ୟୁ କୁ ନେଇ ବଢୁଛି ସନ୍ଦେହ । ପରିବାର ଲୋକଙ୍କ ଅଭିଯୋଗ କୁ ଆଧାର କରି ହତ୍ୟା ମାମଲା ରୁଜ କରି ତଦନ୍ତ କରୁଛି ପୋଲିସ । 6 ଦିନ ତଳେ ସଂଦେହ ଜନକ ଭାବେ ଘରେ ମୃତଦେହ ତଳେ ପଡିଥିବା ବେଳେ ଉଦ୍ଧାର କରି ମେଡିକାଲ ନେଇଥିଲେ ପରିବାର ଲୋକ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସନ୍ଦେହ ବଢ଼ାଉଛି ଯୁବତୀଙ୍କ ବେକରେ ଥିଲା ଗଭୀର ଆଘାତ । ବଡ଼ିଭୋରୁ ଫୁଲ ତୋଳିବାକୁ ଯାଇଥିବାବେଳେ କେହି ସେଠାରେ ମାରି ପରିବାର ଲୋକ ଉଠିବା ପୂର୍ବରୁ ଘରେ ଆଣି ଶୁଆଇ ଦେଇଯାଇଥିବା ସଂଦେହ କରି ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ସାଲେପୁର ଏସ ଡିପିଓ ଙ୍କ ସୂଚନା ସବୁ ଦିଗକୁ ନେଇ ଚାଲିଛି ତଦନ୍ତ । ହତ୍ୟା ମାମଲା ରୁଜ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରାଯାଇଛି । 22 years old young woman found dead from home ,Cuttack #cuttack #woman #found #dead Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଆଖି ଆଗରେ ମାକୁ ହରେଇ ନିଜ ଦୁଃଖ କାହାଣୀ ବଖାଣିଲା ଝିଅ l CUTTACK DOUGHTER l @A1odia
▶︎

ଷଣ୍ଢ କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ଚାଲିଗଲା ଜୀବନ ! Speeding car hits bull in Mancheswar ,Bhubaneswar

Soumya Murder Probe Intensifies; Three Accused to Undergo Remand Interrogation | Kalinga TV

ଇଂରାଜୀ ବହିରେ ,ପଢ଼ୁଛୁ  " ରଜ ଦୋଳି " ଗୀତ ଓଡ଼ିଆରେ , କେମିତି ଲେଖିବୁ ?'Nimbooda' Song in Odisha's textbook

Pune Murder Case | લોહગઢ કિલ્લા પર થયેલા 'ષડયંત્ર'ની સંપૂર્ણ વિગતો | Crime | Ketan Agarwal Murder

ହତ୍ୟା ଦଫାରୁ 'ବିକ୍ରମ' ବାଦ୍  || Pitabas Panda Murder Case Takes Dramatic Turn || Odisha Reporter

ଆଉ ଅଳ୍ପ ସମୟ , ବିଜେଡିରେ ବଡ଼ ଧମାକା || Bhadrak BJD Crisis || Odisha Politics || Odisha Reporter

ସଚିବ ମହୋଦୟ ମାନିଲେ, ଏ ବହିରେ ବହୁ ଗୁରୁ ଚଣ୍ଡାଳ ଦୋଷ ଅଛି ! BJD Lenin Mohanty ,Errors in School  Textbooks

ଚମକାଇଲା ଖବର | Odisha Cabinet Expandion | Ayodhya Ram Mandir Loot | Gold Price Today | Asala Katha

ହ୍ୟୁମାନଙ୍କ ଟଙ୍କା କିଏ ନେଲା ? Human Sagar Wife Shreya Mishra Breaks Silence After 8 Months | Odia News

Padie sata: Sujata Karthikeyan Targets BJP Soon After Joining BJD, Sparks Political Buzz in Odisha

ପ୍ରତ୍ୟକ ଶ୍ରେଣୀର ପିଲାମାନଙ୍କ ବହିରେ ତ୍ରୁଟି ପରୀକ୍ଷାରେ କି ଉତ୍ତର ଲେଖିବେ ପିଲାମାନେ କରୁଛନ୍ତି ପ୍ରଶ୍ନ ?

ବହିରେ ସବୁ ତ ଭୁଲ୍‌, ଆମେ ପଢ଼ିବୁ କେମିତି, ପରୀକ୍ଷାରେ ଲେଖିବୁ କଣ ? Errors in School Textbooks

Kapil के सामने Shah Rukh Khan के बच्चों ने जोड़े हाथ, देखें क्या हुआ! | The Kapil Sharma Show | Ep

ମୋ ସ୍ୱାମୀ ତା ପୁତୁରା ବୋହୂକୁ ମାରି ଜେଲ ଗଲା ମୁ ଆଉ କଣ କରି ଥାନ୍ତି l CUTTACK CASE l @A1odia

ଏଇଟା ସରକାରୀ ଜାଗା ସବୁ ଭଙ୍ଗା ହେବ ,ବାପା କଥା କାହିଁକି କହୁଛୁ ! Eviction drive Near Ruchika Market , Bbsr

Jharsuguda Airport Flights Hit | Mumbai Service Suspended, Bengaluru & Kolkata Flights Reduced

ପପୁ ପମ୍ ପମ୍ ଙ୍କ ଗାଡ଼ି ଆଗକୁ , ରାଗରେ ଅଟକାଇଲେ ଲୋକ ! Villagers Surround Papu Pom Pom's Car , Bhadrak

9AM Headlines | 1st JULY 2026 | Odia News | Breaking News | Kanak News

ସର୍ଭେ  ବେଳେ କହିଲେ ଟିକେ ଭାଙ୍ଗିବୁ ଏବେ କହୁଛନ୍ତି ଦେଢ଼ଲକ୍ଷ ଦିଅ ନହଲେ ପୁରା ଘର ଭାଙ୍ଗିବୁ!Eviction Drive ,Bbsr