ବହିରେ ସବୁ ତ ଭୁଲ୍, ଆମେ ପଢ଼ିବୁ କେମିତି, ପରୀକ୍ଷାରେ ଲେଖିବୁ କଣ ? Errors in School Textbooks
ବହିରେ ସବୁ ତ ଭୁଲ୍, ଆମେ ପଢ଼ିବୁ କେମିତି, ପରୀକ୍ଷାରେ ଲେଖିବୁ କଣ ? ଆମେ ଭୁଲ୍ ପଢ଼ିବୁ ପରୀକ୍ଷାରେ କଣ ଲେଖିବୁ, ବହିରେ ଥିବା ତ୍ରୁଟିକୁ ଠିକ୍ କରାଯାଉ ! ଅଷ୍ଟମ ଶ୍ରେଣୀ କୃତି ବହିରେ ବଲିଉଡ୍ ଗୀତ ନିମ୍ବୋଡ଼ା ନିମ୍ବୋଡ଼ା l ଆମେ ପାଠ ପଢ଼ିବୁ ନାଁ ନିମ୍ବୋଡ଼ା ନିମ୍ବୋଡ଼ା ଗୀତ ଶିଖିବୁ ? ପାଠ୍ୟ ପୁସ୍ତକର ତ୍ରୁଟି ଏବେ ପିଲଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ବହିରେ ଲେଖା ଅଛି ପ୍ରତିଦିନ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଖାଆନ୍ତୁ l ପୁସ୍ତକରେ ରହିଛି ତ୍ରୁଟି । Errors in Odisha's School textbook #OdishaTextbookGoofUp #SCERTTextbookBlunder #OdishaEducationCrisis #FixOdishaEducation #NoProofReading #EducationAccountability #OdishaTextbookControversy #NimboodaInTextbook #OdishaEducation #OdishaNews Errors in Odisha School Textbooks Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
