ପପୁ ପମ୍ ପମ୍ ଙ୍କ ଗାଡ଼ି ଆଗକୁ , ରାଗରେ ଅଟକାଇଲେ ଲୋକ ! Villagers Surround Papu Pom Pom's Car , Bhadrak

ପପୁ ପମ୍ ପମ୍ ଙ୍କ ଗାଡ଼ି ଆଗକୁ , ରାଗରେ ଅଟକାଇଲେ ଲୋକ ! ହସ୍ପିଟାଲ ବନ୍ଦକରି କଣ ଏଠି ଚାଲିଛି ଫିଲ୍ମ ସୁଟିଂ ! ଡାକ୍ତରଖାନାକୁ ଆସିଥିବା ରୋଗୀ, ନିରାଶ ହୋଇ ଫେରିଲେ । ଭିତରକୁ ଯିବାକୁ ରୋଗୀଙ୍କୁ ବାରଣ କଲେ । ଏମିତି ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଇରମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ....। ଗତକାଲି (ମଙ୍ଗଳବାର) ଅପରାହ୍ନରେ ସେବା ବନ୍ଦ କରି ବେଆଇନ ଭାବେ ଚାଲିଥିଲା ଚାରି ଘଣ୍ଟା ଧରି ଚଳଚ୍ଚିତ୍ର ସୁଟିଂ । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ନିରାଶ ହୋଇ ଫେରିବା ସହିତ କରିଥିଲେ ଅସନ୍ତୋଷ ପ୍ରକାଶ । ଡାକ୍ତରଖାନାର ଆଖପାଖକୁ ଦଉଡି ସାହାର୍ଯ୍ୟରେ କରିଥିଲେ ଘେରାଉ । ଭିତରକୁ ରୋଗୀଙ୍କ ପ୍ରବେଶକୁ କରୁଥିଲେ ବାରଣ । ରୋଗୀ ସେବା ବନ୍ଦ ହୋଇ ପଡିଥିଲା । ଡାକ୍ତରଖାନାର ମୁଖ୍ଯ ଦ୍ବାରକୁ ବଡ ବଡ ପରଦା ଦେଇ ସିଲ୍ କରିଦେଇଥିଲେ ।Villagers Surround Papu Pom Pom's Car ,Film shoot at Bhadrak hospital #PapuPomPom #Bhadrak #BhadrakHospital #OdishaNews #OdishaLatestNews #BreakingNewsOdisha Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

News Fuse 30 JUNE 2026
▶︎

News Fuse 30 JUNE 2026

ସୀମାରେ ପଶିଲାଣି ଚୀନ୍ Bangladesh China Mongla Port | Bay of Bengal China influence | India China N18V

ସଚିବ ମହୋଦୟ ମାନିଲେ, ଏ ବହିରେ ବହୁ ଗୁରୁ ଚଣ୍ଡାଳ ଦୋଷ ଅଛି ! BJD Lenin Mohanty ,Errors in School  Textbooks

COMEDY NIGHT WITH CHAMPIONS Chapter 2 || Episode 63 || Shyam Rana, Shila Ale, Prakash, Suman

Sugandha की NON STOP Comedy, Singing Ke Saath Masti! | The Kapil Sharma Show

ଇଂରାଜୀ ବହିରେ ,ପଢ଼ୁଛୁ  " ରଜ ଦୋଳି " ଗୀତ ଓଡ଼ିଆରେ , କେମିତି ଲେଖିବୁ ?'Nimbooda' Song in Odisha's textbook

🔴Live | ପ୍ରତିଦିନ | Pratidin | 7PM Bulletin | 1st July 2026 | Odisha News | Odia News | OTV

ଚିତ୍କାର କରି କରି କାନ୍ଦି ଚାଲିଥିଲା ବୋହୁ ଲିଜା କିଛି ଶୁଣିଲାନି ଶଶୁର l BHADRAK BOHU l @A1odia

ବୋଲେର ଆଣିଲେ ଭିତରେ ପୁରେଇ ସିଧା ଟେକି ନେଇ ଚାଲିଗଲେ l BHADRAK CASE l @A1odia

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ, ୩ ଅଭିଯୁକ୍ତ ଙ୍କୁ ରିମାଣ୍ଡରେ ନେଲା ପୋଲିସ ! Balianta Soumya Mu*der Case  .

୫ ରେ ବଡ଼ମ୍ବା ଆସିବେ ଅମିତ୍‌ ଶାହା , ଚିନିକଳ ଓ ହାଡୁଆ ଜଳସେଚନ ପ୍ରକଳ୍ପର କରିବେ ଉଦ୍‌ଘାଟନ । Amit Shah's Visit

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, କେଜି ରୁ ପିଜି ମାଗଣା ଶିକ୍ଷା ପ୍ରଦାନ l Free Mid Day Meals For Class 9 & 10

Puri Driver Sets Example of Honesty, Returns Bag Containing Gold and Cash to Owner

୨ ବର୍ଷ ହେଲା ରାଜ୍ୟରେ ପୋଲିସ SI ପରୀକ୍ଷା ହେଇପାରୁନି, କେବେ ଆଉ ହେବ ! Police SI Aspirants Protest in Bbsr

ଛାତ୍ରଛାତ୍ରୀଙ୍କୁ କେବେ ମିଳିବ ତ୍ରୁଟି ଶୂନ୍ୟ ପାଠ୍ୟ ପୁସ୍ତକ, ସରକାର ତାରିଖ ଘୋଷଣା କରନ୍ତୁ l Errors in Textbooks

ହ୍ୟୁମାନଙ୍କ ଟଙ୍କା କିଏ ନେଲା ? Human Sagar Wife Shreya Mishra Breaks Silence After 8 Months | Odia News

ବହିରେ ସବୁ ତ ଭୁଲ୍‌, ଆମେ ପଢ଼ିବୁ କେମିତି, ପରୀକ୍ଷାରେ ଲେଖିବୁ କଣ ? Errors in School Textbooks

LIVE: Macron greets Thailand’s king and queen during state visit to France

'ତାଙ୍କୁ ସେ ଝିଅ ସହ ୬ଥର ଧରିଛି' | Human Sagar Wife Interview | Shreya Mishra | Manas Dash Podcast

England – DR Kongo Highlights | Sechzehntelfinale, FIFA WM 2026 | sportstudio