ଝାଡ଼ାରେ ଲାଳ ପଡୁଛି କି? | Mucus in Stool: How to Treat? in Odia | IBS | Dr Gadadhar Panda

#MucusinStool #OdiaHealthTips ଝାଡ଼ାରେ ଅଳ୍ପ ମାତ୍ରାରେ ଲାଳ ପଡ଼ିବା ସାଧାରଣ। ହେଲେ ଅଧିକ ମାତ୍ରାରେ ଲାଳ ପଡ଼ିବା ଚିନ୍ତାର କାରଣ ହୋଇପାରେ। ଝାଡ଼ାରେ ଲାଳ ପଡ଼ିବା ସହ ଯଦି ପତଳା ଝାଡ଼ା, ପେଟ କାଟିବା ଏବଂ ଝାଡ଼ାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ, ତା’ହେଲେ ଡେରି ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ, ଏହି ଭିଡିଓରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା ହେପାଟୋଲୋଜିଷ୍ଟ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଝାଡ଼ାରେ ଲାଳ ପଡ଼ିବାର କାରଣ ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଝାଡ଼ାରେ ଲାଳ କାହିଁକି ପଡୁଛି? (0:00) ଇରିଟେବଲ୍ ବାଉଲ୍ ସିଣ୍ଡ୍ରୋମର କାରଣ କ’ଣ? (1:53) ଝାଡ଼ାରେ ଲାଳ ପଡ଼ିଲେ କ’ଣ ପରୀକ୍ଷା କରାଯାଏ? (3:56) କେଉଁ ଲକ୍ଷଣକୁ ଅଣଦେଖା କରିବେ ନାହିଁ? (5:05) ଏହାର ଚିକିତ୍ସା କିପରି ହୁଏ? (5:51) ଝାଡ଼ାରେ ଲାଳ ପଡ଼ିବା ସମସ୍ୟାକୁ ରୋକିପାରିବା କି? (8:35) Stool often contains a small amount of mucus, which is naturally produced by the intestines to protect and lubricate the digestive tract. While a small amount is normal, excessive mucus may indicate infections or other underlying health issues. How can Mucus in Stool be treated? Let's know more from Dr Gadadhar Panda, a Gastroenterologist & Hepatologist. In this Video, What causes Mucus in Stool? in Odia (0:00) Causes of Irritable Bowel Syndrome, in Odia (1:53) Diagnosis of Mucus in Stool, in Odia (3:56) What are the Symptoms that should never be ignored? in Odia (5:05) Treatment of Mucus in Stool, in Odia (5:51) Prevention of Mucus in Stool, in Odia (8:35) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

IBS ରୋଗ ଥିଲେ ଜାଣନ୍ତୁ କଣ କରିବେ ନାହିଁ ? Irritable Bowel Syndrome Treatment | Dr. Ashutosh Mohapatra
▶︎

IBS ରୋଗ ଥିଲେ ଜାଣନ୍ତୁ କଣ କରିବେ ନାହିଁ ? Irritable Bowel Syndrome Treatment | Dr. Ashutosh Mohapatra

ଠିକ୍ ଅଛି ତ ଲିଭର ? Gastric problem solution | Dr Manoj Sahu | Manas Dash | Odia News | N18P
▶︎

ଠିକ୍ ଅଛି ତ ଲିଭର ? Gastric problem solution | Dr Manoj Sahu | Manas Dash | Odia News | N18P

DAY 8 VP Sara Impeachment—NBI Director MATIBAG as Prosecution Witness!
▶︎

DAY 8 VP Sara Impeachment—NBI Director MATIBAG as Prosecution Witness!

କଳା ଝାଡ଼ା କାହିଁକି ହୁଏ? | Dark Stool/ Melena in Odia | Signs & Treatments | Dr Shakti Prasad Choudhury
▶︎

କଳା ଝାଡ଼ା କାହିଁକି ହୁଏ? | Dark Stool/ Melena in Odia | Signs & Treatments | Dr Shakti Prasad Choudhury

5 Signs and Symptoms of Colon Cancer
▶︎

5 Signs and Symptoms of Colon Cancer

Diverticulitis Treatment: Doctor Explains. Simple VS Complicated
▶︎

Diverticulitis Treatment: Doctor Explains. Simple VS Complicated

ଝାଡ଼ାରେ ରକ୍ତ ପଡ଼ୁଛି କି! | Dr Shakti Prasad Choudhury on Blood in Stool in Odia | Causes & Treatment
▶︎

ଝାଡ଼ାରେ ରକ୍ତ ପଡ଼ୁଛି କି! | Dr Shakti Prasad Choudhury on Blood in Stool in Odia | Causes & Treatment

ଗ୍ୟାସରୁ ମୁକ୍ତି ଏତେ ସହଜ ! Gastric problem solution | Dr Manoj Sahu | Manas Dash | Odia News | N18P
▶︎

ଗ୍ୟାସରୁ ମୁକ୍ତି ଏତେ ସହଜ ! Gastric problem solution | Dr Manoj Sahu | Manas Dash | Odia News | N18P

5 Symptoms of Kidney Failure You Should Never Ignore!
▶︎

5 Symptoms of Kidney Failure You Should Never Ignore!

DO’s & DON’T’s for IBS | Treatment of IBS in Bhubaneswar | Dr. Shakti Choudhury | ANSH Clinic
▶︎

DO’s & DON’T’s for IBS | Treatment of IBS in Bhubaneswar | Dr. Shakti Choudhury | ANSH Clinic

ପେଟ ବ୍ୟଥା ଓ ଝାଡ଼ାରେ ପଡୁଛି ରକ୍ତ , ହୋଇପାରେ ଭୟଙ୍କର ରୋଗ Colitis Treatment In Odia | Dr Ashutosh Mohapatra
▶︎

ପେଟ ବ୍ୟଥା ଓ ଝାଡ଼ାରେ ପଡୁଛି ରକ୍ତ , ହୋଇପାରେ ଭୟଙ୍କର ରୋଗ Colitis Treatment In Odia | Dr Ashutosh Mohapatra

Treatment for Hiatal Hernia / GERD (Gastroesophageal Reflux Disease)
▶︎

Treatment for Hiatal Hernia / GERD (Gastroesophageal Reflux Disease)

Warning Signs of Stomach Cancer You Shouldn’t Ignore | Symptoms, Diagnosis & Awareness
▶︎

Warning Signs of Stomach Cancer You Shouldn’t Ignore | Symptoms, Diagnosis & Awareness

Why Zinc Carnosine REALLY Fixes Ulcers and Gastritis
▶︎

Why Zinc Carnosine REALLY Fixes Ulcers and Gastritis

My Doctor: ଝାଡ଼ାରେ ପଡ଼ୁଛି ରକ୍ତ !
▶︎

My Doctor: ଝାଡ଼ାରେ ପଡ଼ୁଛି ରକ୍ତ !

What Causes Upper Middle Abdominal Pain? | GERD, Gastritis & More Explained
▶︎

What Causes Upper Middle Abdominal Pain? | GERD, Gastritis & More Explained

Fatty Liver Reversal in 30 Days | Natural Cure & Diet Plan| Bangalore Gastro Centre
▶︎

Fatty Liver Reversal in 30 Days | Natural Cure & Diet Plan| Bangalore Gastro Centre

Intestinal obstruction: 5 warning signs you must not ignore (life-threatening ileus)
▶︎

Intestinal obstruction: 5 warning signs you must not ignore (life-threatening ileus)

Why Is BPC-157 Banned If It Doesn't Work?
▶︎

Why Is BPC-157 Banned If It Doesn't Work?

ଲକ୍ଷଣରୁ ଜାଣନ୍ତୁ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍ସର |Symptoms & Treatment For Gastric Cancer |My Doctor|Odia News
▶︎

ଲକ୍ଷଣରୁ ଜାଣନ୍ତୁ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍ସର |Symptoms & Treatment For Gastric Cancer |My Doctor|Odia News