କଳା ଝାଡ଼ା କାହିଁକି ହୁଏ? | Dark Stool/ Melena in Odia | Signs & Treatments | Dr Shakti Prasad Choudhury

#DarkStool #Melena #OdiaHealthTips ସାଧାରଣତଃ ପାକସ୍ଥଳୀ-ଅନ୍ତନଳୀରେ ଅଲସର ହେଲେ କଳା ଝାଡ଼ା ହୋଇଥାଏ। ବେଳେ ବେଳେ ଏହି ସମସ୍ୟା ବିଭିନ୍ନ ଜଟିଳତା ଆଡ଼କୁ ନେଇପାରେ। ତେଣୁ କଳା ଝାଡ଼ାକୁ ଅଣଦେଖା କରିବା ଅନୁଚିତ। ଆସନ୍ତୁ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ କଳା ଝାଡ଼ା ହେବାର କାରଣ ଓ ଚିକିତ୍ସା ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, କଳା ଝାଡ଼ା ହେବାର କାରଣ କ’ଣ? (0:00) କଳା ଝାଡ଼ା ହେଲେ କ’ଣ ସମସ୍ୟା ହୋଇପାରେ? (3:23) କଳା ଝାଡ଼ାର ପରୀକ୍ଷା ଓ ଚିକିତ୍ସା (5:05) ଝାଡ଼ାର ରଙ୍ଗରୁ ଜାଣନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ (7:01) ଜୀବନଶୈଳୀ କେମିତି ହେବା ଆବଶ୍ୟକ? (8:22) Usually, an ulcer in the stomach and intestine causes Dark Stool. Sometimes this problem can lead to various complications. Therefore, Dark Stool should not be ignored. Let’s know more from Dr Shakti Prasad Choudhury, a Gastroenterologist. In this Video, Causes of Dark Stool, in Odia (0:00) Complications with Dark Stool, in Odia (3:23) Diagnosis & treatment of Dark Stool, in Odia (5:05) Know about health problems from the color of your Poop/Stool, in Odia (7:01) What should be the lifestyle? in Odia (8:22) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ଝାଡ଼ାରେ ରକ୍ତ ପଡ଼ୁଛି କି! | Dr Shakti Prasad Choudhury on Blood in Stool in Odia | Causes & Treatment
▶︎

ଝାଡ଼ାରେ ରକ୍ତ ପଡ଼ୁଛି କି! | Dr Shakti Prasad Choudhury on Blood in Stool in Odia | Causes & Treatment

🚨 ଲକ୍ଷଣ ଗୁଡ଼ିକ ଅବହେଳା କଲେ ହୋଇପାରେ କ୍ୟାନସର | Early Signs of Cancer in Odia | Dr. Amitabh Jena
▶︎

🚨 ଲକ୍ଷଣ ଗୁଡ଼ିକ ଅବହେଳା କଲେ ହୋଇପାରେ କ୍ୟାନସର | Early Signs of Cancer in Odia | Dr. Amitabh Jena

ଗ୍ୟାସରୁ ମୁକ୍ତି ଏତେ ସହଜ ! Gastric problem solution | Dr Manoj Sahu | Manas Dash | Odia News | N18P
▶︎

ଗ୍ୟାସରୁ ମୁକ୍ତି ଏତେ ସହଜ ! Gastric problem solution | Dr Manoj Sahu | Manas Dash | Odia News | N18P

Jibana Do Chhakire Ashara Alok : Ep 522  11 July 2026 | ବୋହୂଟା ଏତେ ବଦମାସ...
▶︎

Jibana Do Chhakire Ashara Alok : Ep 522 11 July 2026 | ବୋହୂଟା ଏତେ ବଦମାସ...

ଝାଡ଼ାରେ ଲାଳ ପଡୁଛି କି? | Mucus in Stool: How to Treat? in Odia | IBS | Dr Gadadhar Panda
▶︎

ଝାଡ଼ାରେ ଲାଳ ପଡୁଛି କି? | Mucus in Stool: How to Treat? in Odia | IBS | Dr Gadadhar Panda

ଲକ୍ଷଣରୁ ଜାଣନ୍ତୁ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍ସର |Symptoms & Treatment For Gastric Cancer |My Doctor|Odia News
▶︎

ଲକ୍ଷଣରୁ ଜାଣନ୍ତୁ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍ସର |Symptoms & Treatment For Gastric Cancer |My Doctor|Odia News

ସ୍କୁଲ ପିଲାଙ୍କ ହାତରେ ବହି ବଦଳରେ ଟାଙ୍ଗିଆ,କଟୁରୀ,ପାଠ ପଢିବା ବଦଳରେ ସ୍କୁଲରେ କରୁଛନ୍ତି କାମ
▶︎

ସ୍କୁଲ ପିଲାଙ୍କ ହାତରେ ବହି ବଦଳରେ ଟାଙ୍ଗିଆ,କଟୁରୀ,ପାଠ ପଢିବା ବଦଳରେ ସ୍କୁଲରେ କରୁଛନ୍ତି କାମ

The Sleep Position That's Slowly Killing Your Circulation Every Night (Vascular Surgeon Warns)
▶︎

The Sleep Position That's Slowly Killing Your Circulation Every Night (Vascular Surgeon Warns)

Doctor Doctor : Fatty Liver And Its Cure
▶︎

Doctor Doctor : Fatty Liver And Its Cure

ପାକସ୍ଥଳୀରେ ଘା' (Stomach Ulcer) କାହିଁକି ହୁଏ ଓ କ'ଣ ଏହାର ଲକ୍ଷଣ?
▶︎

ପାକସ୍ଥଳୀରେ ଘା' (Stomach Ulcer) କାହିଁକି ହୁଏ ଓ କ'ଣ ଏହାର ଲକ୍ଷଣ?

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das
▶︎

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

ଲିଭର ସୁସ୍ଥ ଅଛି ତ? ଲିଭର ରୋଗର ସଠିକ ଚିକିତ୍ସା Liver Disease In Odia Best Treatment Dr Ashutosh Mohapatra
▶︎

ଲିଭର ସୁସ୍ଥ ଅଛି ତ? ଲିଭର ରୋଗର ସଠିକ ଚିକିତ୍ସା Liver Disease In Odia Best Treatment Dr Ashutosh Mohapatra

Black Stool के कारण क्या होते हैं? | Causes and Insights of black stool | Dr Praveen Kammar
▶︎

Black Stool के कारण क्या होते हैं? | Causes and Insights of black stool | Dr Praveen Kammar

ଗର୍ଭାବସ୍ଥାର କେଉଁ ମାସରେ କେଉଁ ଅଲଟ୍ରାସାଉଣ୍ଡ ଜରୁରୀ? | Essential Pregnancy Scans | Dr Asit Kumar Jena
▶︎

ଗର୍ଭାବସ୍ଥାର କେଉଁ ମାସରେ କେଉଁ ଅଲଟ୍ରାସାଉଣ୍ଡ ଜରୁରୀ? | Essential Pregnancy Scans | Dr Asit Kumar Jena

Cooking CHICKEN KALI MIRCH Butter Korma and Tandoori Naan Bread in Mud Tandoor
▶︎

Cooking CHICKEN KALI MIRCH Butter Korma and Tandoori Naan Bread in Mud Tandoor

ଭୀଷଣ ମୁଣ୍ଡବିନ୍ଧା: କିପରି ପାଇବେ ଉପଶମ? | Headaches: Types & Treatment, in Odia | Dr Debasish Hota
▶︎

ଭୀଷଣ ମୁଣ୍ଡବିନ୍ଧା: କିପରି ପାଇବେ ଉପଶମ? | Headaches: Types & Treatment, in Odia | Dr Debasish Hota

ରହିବନି ଗ୍ୟାସ ସମସ୍ୟା , କ'ଣ ଖାଇବେ ? କ'ଣ ମନା What To Eat When You Have Gastritis. Dr Ashutosh Mohapatra
▶︎

ରହିବନି ଗ୍ୟାସ ସମସ୍ୟା , କ'ଣ ଖାଇବେ ? କ'ଣ ମନା What To Eat When You Have Gastritis. Dr Ashutosh Mohapatra

KIMS Doctors Successfully Perform Life-Saving Surgery on Minor | Kalinga TV
▶︎

KIMS Doctors Successfully Perform Life-Saving Surgery on Minor | Kalinga TV

ଗ୍ୟାସ ସମସ୍ୟାରୁ ମୁକ୍ତିର ବାଟ! Podcast EP-54 | Podcast With Renowned Gastroenterologist Dr.Manoj Sahu
▶︎

ଗ୍ୟାସ ସମସ୍ୟାରୁ ମୁକ୍ତିର ବାଟ! Podcast EP-54 | Podcast With Renowned Gastroenterologist Dr.Manoj Sahu

Cancer ଭଲ କରିଦେବେ କହିଲେ ଡାକ୍ତର | Dr Prasanta Kumar Parida | News18 Podcast | Odia News | N18P
▶︎

Cancer ଭଲ କରିଦେବେ କହିଲେ ଡାକ୍ତର | Dr Prasanta Kumar Parida | News18 Podcast | Odia News | N18P