କୋଲେଷ୍ଟ୍ରୋଲ – କେମିତି କରିବେ ନିୟନ୍ତ୍ରଣ? | Dr Binaya Bhusan Binakar on How to Control Cholesterol

#Cholesterol #DoctorAdvice #OdiaHealthTips କୋଲେଷ୍ଟ୍ରୋଲକୁ କେମିତି ନିୟନ୍ତ୍ରଣ କରିବେ, ସେନେଇ ଡାକ୍ତର ପରାମର୍ଶ ଜାଣନ୍ତୁ। ଭିଡିଓଟିକୁ ଲାଇକ କରିବା ସହିତ ପରିବାର ଓ ନିଜ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ। ତାହେଲେ କେମିତି କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବେ? ଏଥିପାଇଁ କ’ଣ ଖାଇବା ଦରକାର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଶରୀରରେ କୋଲେଷ୍ଟ୍ରୋଲର କାମ କ’ଣ? (0:00) କୋଲେଷ୍ଟ୍ରୋଲ କେମିତି ବଢେ଼? (1:16) କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ? (2:02) କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତା (6:47) ଡାକ୍ତରଙ୍କ ପରାମର୍ଶ (7:12) How can we control our Cholesterol levels? Know Doctor's Advice. Like the video and share it with family and friends. Eating too much fatty and spicy foods raises cholesterol levels in our body. If you do not control the cholesterol level in the body, it can lead to various chronic diseases such as diabetes, high blood pressure. So how do you control your cholesterol level? What do you need to eat for this? Let's find out from Dr Binaya Bhusan Binakar, a Cardiologist. In this video, Function of Cholesterol in our body? (0:00) How does Cholesterol rise? (1:16) How to control Cholesterol? (2:02) Complications of High Cholesterol (6:47) Doctor's Advice (7:12) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ? | Dr Alok Kanungo on Diabetes Control tips in Odia
▶︎

ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ? | Dr Alok Kanungo on Diabetes Control tips in Odia

Cooking A Massive Lamb Pilaf For a Mountain Village Feast!
▶︎

Cooking A Massive Lamb Pilaf For a Mountain Village Feast!

Mr Bean’s Hospital Waiting Room Chaos 🚑 | Mr Bean Live Action | Full Episodes | Mr Bean
▶︎

Mr Bean’s Hospital Waiting Room Chaos 🚑 | Mr Bean Live Action | Full Episodes | Mr Bean

Cholesterol Symptoms and Treatment  କୋଲେଷ୍ଟ୍ରଲର ଲକ୍ଷଣ କଣ ? Baleswar ।Odia News ।#local18
▶︎

Cholesterol Symptoms and Treatment କୋଲେଷ୍ଟ୍ରଲର ଲକ୍ଷଣ କଣ ? Baleswar ।Odia News ।#local18

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଛି କି? | High Cholesterol in Odia | Dr Subhasis Mishra
▶︎

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଛି କି? | High Cholesterol in Odia | Dr Subhasis Mishra

Roga Pain Yoga | Yoga Asanas To Beat High Blood Pressure
▶︎

Roga Pain Yoga | Yoga Asanas To Beat High Blood Pressure

ଆରମ୍ଭ ହେଲା ରଥଟଣା.. | Puri Rath Yatra 2026 | Prarthana Life
▶︎

ଆରମ୍ଭ ହେଲା ରଥଟଣା.. | Puri Rath Yatra 2026 | Prarthana Life

Can Jio BlackRock Change How India Invests In Mutual Funds? | Govindraj Ethiraj | The Core Report
▶︎

Can Jio BlackRock Change How India Invests In Mutual Funds? | Govindraj Ethiraj | The Core Report

Doctor Doctor | Cause and treatment of indigestion
▶︎

Doctor Doctor | Cause and treatment of indigestion

ହାର୍ଟ ଆଟାକ୍ – ଜାଣନ୍ତୁ, କେମିତି ଚିହ୍ନିବେ? | Dr Mahendra Prasad Tripathy on Heart Attack | Treatment
▶︎

ହାର୍ଟ ଆଟାକ୍ – ଜାଣନ୍ତୁ, କେମିତି ଚିହ୍ନିବେ? | Dr Mahendra Prasad Tripathy on Heart Attack | Treatment

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo
▶︎

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo

Top 10 Foods That Lower Cholesterol FAST (Doctor Explains)
▶︎

Top 10 Foods That Lower Cholesterol FAST (Doctor Explains)

A highly instructive Queen's Gambit Declined | Magnus Carlsen vs Nodirbek Abdusattorov
▶︎

A highly instructive Queen's Gambit Declined | Magnus Carlsen vs Nodirbek Abdusattorov

ଗ୍ୟାସ୍‌ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? | Diet for Gastritis Patients in Odia | Sushree Tapaswini Das
▶︎

ଗ୍ୟାସ୍‌ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? | Diet for Gastritis Patients in Odia | Sushree Tapaswini Das

କିଡନୀ ରୋଗୀମାନେ କେଉଁ ଖାଦ୍ୟ କିଭଳି ଓ କେତେ ପରିମାଣର ଖାଇବା ଉଚିତ୍ Diet for CKD Patients Dr. Nisith Mohanty
▶︎

କିଡନୀ ରୋଗୀମାନେ କେଉଁ ଖାଦ୍ୟ କିଭଳି ଓ କେତେ ପରିମାଣର ଖାଇବା ଉଚିତ୍ Diet for CKD Patients Dr. Nisith Mohanty

Aarogya: Discussion With Dr Ashutosh Mohapatra (Gastroenterologist), On Causes &Precaution Gastritis
▶︎

Aarogya: Discussion With Dr Ashutosh Mohapatra (Gastroenterologist), On Causes &Precaution Gastritis

Can Law Evolve Without Losing Its Soul? | Sr. Adv. N. Hariharan on Advocacy, Technology & Leadership
▶︎

Can Law Evolve Without Losing Its Soul? | Sr. Adv. N. Hariharan on Advocacy, Technology & Leadership

Doctor Doctor |  Causes, symptoms, & treatments of Jaundice
▶︎

Doctor Doctor | Causes, symptoms, & treatments of Jaundice

ବାୟୁଦୋଷ: କେମିତି ପାଇବେ ମୁକ୍ତି? | Flatulence in Odia | Bayu Dosa | Dr Manas Kumar Behera
▶︎

ବାୟୁଦୋଷ: କେମିତି ପାଇବେ ମୁକ୍ତି? | Flatulence in Odia | Bayu Dosa | Dr Manas Kumar Behera

ହାର୍ଟ ଆଟାକ୍ ଜାଣିବା ପାଇଁ ଡାକ୍ତରୀ ପରୀକ୍ଷା । Medical Test For Heart Attack in Odia | Dr. Dibya Behera
▶︎

ହାର୍ଟ ଆଟାକ୍ ଜାଣିବା ପାଇଁ ଡାକ୍ତରୀ ପରୀକ୍ଷା । Medical Test For Heart Attack in Odia | Dr. Dibya Behera