ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ? | Dr Alok Kanungo on Diabetes Control tips in Odia

#DiabetesControl #OdiaHealthTips #DoctorAdvice ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା। ତେବେ ଡାଏବେଟିସକୁ କେମିତି ନିୟନ୍ତ୍ରଣରେ ରଖିବେ? ଡାଏବେଟିସ୍ ରୋଗୀ କେମିତି ସୁସ୍ଥ ରହିବେ? ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା। ଏହି ଭିଡିଓରେ ରହିଛି, ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ? (0:00) ଡାଏବେଟିସ୍ ରୋଗୀ କ’ଣ ଖାଇବେ, କ’ଣ ଖାଇବେ ନାହିଁ? (1:03) ଖାଦ୍ୟରେ ତେଲର ପରିମାଣ କେତେ ରହିବ? (6:21) ଡାଏବେଟିସ୍ ରୋଗୀଙ୍କୁ ଡାକ୍ତରଙ୍କ ଉପଦେଶ (7:30) Diabetes is one of the most serious problems in the world. It is almost impossible to fully recover from diabetes. However, if we control it, we can avoid various chronic diseases such as heart attacks, high blood pressure. So how do you control your diabetes? How can diabetics stay healthy? Let's find out more from Dr Alok Kanungo, a senior diabetologist. In this video, How to control Diabetes?(0:00) What should diabetics eat and not eat? (1:03) What should be the amount of oil in the diet? (6:21) Doctors advice for diabetes patient (7:30) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo
▶︎

ଡାଏବେଟିସ୍ ରୋଗୀ କ’ଣ ଖାଇବେ, କ’ଣ ଖାଇବେ ନାହିଁ? | Diet Tips for Diabetes Patient | Dr Alok Kanungo

Why Does Diabetes Occur ? What Is The Treatment For It ? Have A Look The Report

Top 3 Fruits for DIABETICS To Eat (Lowers Blood Sugar)

Friends turned foes: The split reshaping Senegal | Talk to Al Jazeera

ଡାଏବେଟିସ୍‌ ରୋଗୀଙ୍କ ଖାଦ୍ୟ ତାଲିକା | Healthy Diet Plan for Diabetes in Odia | Dr Anmayee Nanda

ଇନ୍‌ସୁଲିନ୍ ପ୍ରତିରୋଧ କ’ଣ? | Insulin Resistance: How to Treat? in Odia | Diabetes | Dr Sweekruti Jena

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

ଡାଇବେଟିସ୍ ରୋଗୀଙ୍କ ସକାଳ ଜଳଖିଆରେ କ’ଣ ଖାଇବା ଉଚିତ୍? What is the Best Breakfast For a Diabetic ?

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

What Happens If You Drink Olive Oil Every Night Before Bed

🔴 ରକ୍ତଚାପ : କେମିତି କରିବେ ନିୟନ୍ତ୍ରଣ? Control High Blood Pressure in Odia | Dr. Ritesh Acharya

These 5 Foods Are Secretly Damaging Your Kidneys!

କଣ୍ଟ୍ରୋଲରେ ରହିବ କୋଲେଷ୍ଟ୍ରୋଲ | How to Control Cholesterol in Odia | Dr Binaya Bhusan Binakar

ଗ୍ୟାସ୍‌ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? | Diet for Gastritis Patients in Odia | Sushree Tapaswini Das

How to Prevent Ear Infections: Essential Ear Care Tips Everyone Should Know

Fatty Liver, Diabetes और Heart Attack का असली Connection! Ft. Dr. Shiv Kumar Sarin | RM Podcast

ଉଚ୍ଚ ରକ୍ତଚାପ - କେମିତି କରିବେ ନିୟନ୍ତ୍ରଣ? | Dr Binaya Bhusan Binakar on High Blood Pressure in Odia

ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ -  ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)

କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Hair Fall: How to Prevent? in Odia | Dr Manas Ranjan Puhan