୫ ଦିନ ପ୍ରବଳ ବର୍ଷା | Odisha Monsoon Update: Heavy Rainfall Alert To Bhubaneswar & Cuttack | IMD Rain
୫ ଦିନ ପ୍ରବଳ ବର୍ଷା | Odisha Monsoon Update: Heavy Rainfall Alert To Bhubaneswar & Cuttack | IMD Rain ଦକ୍ଷିଣ-ପଶ୍ଚିମ ମୌସୁମି ପ୍ରବାହ ପ୍ରଭାବରେ ବଙ୍ଗୋପସାଗରରେ ସକ୍ରିୟ ବାଦଲ ଆଛାଦାନ ... ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ମୌସୁମି ବର୍ଷା | ଭୁବନେଶ୍ବର ସହ କଟକରେ ମୌସୁମି ବର୍ଷା | ଗତକାଲି ରାତିରୁ ଲାଗି ରହିଛି ବର୍ଷା | ବର୍ଷା ଲାଗି ରହିଥିବାରୁ ଲୋକେ ଆଶ୍ବସ୍ତି |ପାଣିପାଗ ପରିବର୍ତ୍ତନ ଯୋଗୁଁ ସହରବାସୀଙ୍କୁ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସହ ଆଗକୁ ବର୍ଷାର ପରିମାଣ ବଢ଼ିବା ନେଇ ଆଶା ସୃଷ୍ଟି ହୋଇଛି। ଆସନ୍ତା ଦିନଗୁଡ଼ିକରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ବିସ୍ତୃତି ବଢ଼ିବ ବୋଲି ଅନୁମାନ କରାଯାଉଛି । ସେପଟେ ଆଗାମୀ ୪ ଦିନ ରାଜ୍ୟରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ସହ ମୌସୁମି ରାଜ୍ୟର ଅନ୍ୟ ଅଂଶକୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ।... The India Meteorological Department (IMD) has issued a rain alert across Odisha, with an Orange Alert for eight districts and a Yellow Alert for 22 districts due to Kalbaisakhi thunderstorms and heavy rainfall. According to weather forecasts, Mayurbhanj and Balasore are likely to witness heavy rainfall in the next 24 hours. With the southwest monsoon advancing further, rainfall activity is expected to intensify across the state. A low-pressure area is likely to form over the Bay of Bengal between June 25 and 27, which may activate the monsoon and bring widespread rain to Odisha. Increased moisture flow from the Arabian Sea is also expected to strengthen the east coast monsoon system. Rainfall is likely to continue across Odisha over the next four days, and the monsoon is expected to cover the entire state by June 23. Stay tuned for the latest Odisha weather updates and IMD forecasts. #OdishaWeather #RainAlert #OdishaRain #LowPressure #IMD #puri #kanasnews #deogarh #rainalert #InternationalYogaDay #YogaDay2026 #PMModi #cmmohanmajhi #Pakistan #BayOfBengal #bhubaneswar #OdiaNews #BreakingNewsOdisha #OdishaWeather #news18odia #odianews #breakingnews #OdishaRainAlert #Monsoon2026 #chameliojha #OdishaNews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ

Parking Crisis in the Capital! Police Towing Vehicles Amid Severe Parking Shortage | Bhubaneswar

ହାଇକୋର୍ଟ ଯିବୁ, ବିଜୟ ଲାଭ କରିବୁ: ଅରୁଣ ସାହୁ, ବିଜେଡି ବିଧାୟକ | Kalinga TV

ବନ୍ଧା ହେଲେ ଡାକ୍ତର ବାବୁ; ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ | Bhubaneswar Crime News

Deutschland – Elfenbeinküste Highlights FIFA WM 2026 | Sportschau

ଇରାନକୁ ଟ୍ରମ୍ପଙ୍କ ଧମକ୍ ! | US-Iran Peace Talks | High Drama in Switzerland Meeting | N18G

ଓଡ଼ିଶାରେ କେବେ ବେକାରୀ ଭତ୍ତା? 3K Allowance For Youth |West Bengal Budget |Suvendu Adhikar। Asala Katha

ମତେ ଠକିଦେଲେ ଡାକ୍ତର ବାବୁ! | Doctor Arrested for Alleged Blackmail, Money Extortion Case

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ। CM Mohan Majhi Chairs Disaster Management Meeting । El Niño Preparedness

ପଶ୍ଚିମବଙ୍ଗ ରାଜନୀତିରେ ମମତାଙ୍କୁ ବଡ଼ ଝଟକା | Rebel TMC Removes Mamata Banerjee As Party President

23 जून का मौसम| today weather update, heat wave, #Mausam_ki_jankari #Lucknow_weather #आज_का_मौसम

Massive warehouse fire in California is still blazing six days after inferno began

ବିଜେପି ସମର୍ଥନରେ ଆଉ ୬ ସାଂସଦ ! Big Rebellion in Shiv Sena: 6 Uddhav Camp MPs Join Eknath Shinde Group

ଚାମେଲିଙ୍କ ପାଇଁ ହାତାହାତି ! | Maidan re Bhauja | Sarpanch Chameli | Kendrapara News Odia News

ସ୍କୁଲ ଅଫିସରେ ତାଲା, ବାରଣ୍ଡାରେ ଡ୍ୟୁଟି କରୁଛନ୍ତି କିରାଣୀ | Odisha Reporter

Scary Tornado Sweeps Through Southern Illinois Killing 2

today's breaking news Odisha 22 June 2026/subhadra yojana online apply process/odisha news today

Incredibly tasty spaghetti ready in 10 minutes! A quick, delicious pasta dinner recipe!

Today Weather Update | ਪੰਜਾਬ 'ਚ ਪਵੇਗਾ ਭਾਰੀ ਮੀਂਹ! Rain | Today Punjabi News | News18 Punjab

Extreme Heat with New Records (40+ Likely). Still, a (Quick) End Is in Sight.

