ହାଡ଼ ମଜଭୁତ ପାଇଁ ଡାଏଟ୍: କ’ଣ ଖାଇବେ? | Diet for Bone Health in Odia | Praksmita Rout
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କଠାରେ ଅଷ୍ଟିଓପୋରସିସ୍ ବା ହାଡ଼ ଦୁର୍ବଳ ତଥା ଫମ୍ପା ହୋଇଯିବା ସମସ୍ୟା ଦେଖା ଦେଉଛି। ଏହାର କାରଣ ଶରୀରକୁ ଉପଯୁକ୍ତ କ୍ୟାଲସିୟମ୍ ଓ ଭିଟାମିନ୍ ଡି ମିଳିପାରେ ନାହିଁ। ଯଦି ଆମେ ଆମ ଡାଏଟ୍ରେ ସଠିକ୍ ପରିମାଣରେ କ୍ୟାଲସିୟମ୍ଯୁକ୍ତ ଖାଦ୍ୟ ନେବା, ତା’ହେଲେ ଆମେ ଅଷ୍ଟିଓପୋରସିସ୍କୁ ଏଡ଼ାଇପାରିବା। ଆସନ୍ତୁ, ଖାଦ୍ୟ ବିଶେଷଜ୍ଞ ପ୍ରକ୍ସ୍ମିତା ରାଉତଙ୍କଠାରୁ ଜାଣିବା ମଜଭୁତ ହାଡ଼ ପାଇଁ ଡାଏଟ୍। ଏହି ଭିଡିଓରେ ରହିଛି, ଅଷ୍ଟିଓପୋରସିସ୍କୁ ରୋକିବା ପାଇଁ ଖାଦ୍ୟରେ କ’ଣ ଖାଇବେ? (0:00) ଲୁଣ ଖାଇବା ଦ୍ଵାରା ହାଡ଼ ନଷ୍ଟ ହୋଇଯାଏ କି? (3:27) ମେନୋପଜ୍ ପରେ ହାଡ଼ ଦୁର୍ବଳ ହେବାରୁ ରୋକିବେ କିପରି? (5:40) Weakening of bones with age is normal, but if the bones start getting weak over time, then it’s a sign of vitamin D deficiency. A healthy diet plays a crucial role in maintaining strong and healthy bones. Foods like milk, yogurt, cheese, and other food items with higher calcium levels can help maintain bone health. What can you eat to maintain your bone health? Let's learn more from Praksmita Rout, a Dietician. In this Video, What should you eat to prevent Osteoporosis? in Odia (0:00) Does excess salt cause bone loss? in Odia (3:27) How to prevent bone loss after Menopause? in Odia (5:40) #HealthyBones #OdiaHealthTips Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: / swasthyaplusodia . For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

How to Keep Your Bones Strong | Simple Diet & Home Remedies

ଆପଣ ଖାଦ୍ୟରେ ପ୍ରୋଟିନ୍ ଖାଉଛନ୍ତି ତ? | Protein Deficiency in Odia | Praksmita Rout

Jibana Do Chhakire Ashara Alok : Ep 516 30 May 2026 |ଶାଳୀରୁ ସଉତୁଣୀ, ତାପରେ...

ଦାନ୍ତ ସଫା କେମିତି ରଖିବେ? | How to Brush your teeth? in Odia | Brushing Technique | Dr Prajna Pattnaik

ପତଳା ହେବା ଏତେ ସହଜ !Dietitian, Nutritionist Dr. Niharika Dash |News18 Odia Podcast |Dieting Tips|N18P

Top Foods to Boost Calcium & Vitamin D Naturally for Strong Bones & Muscles

ଗାଁ ସ୍ୱାଦ ଭଳି ରଜ ସ୍ପେସିଆଲ୍ ପୋଡ଼ ପିଠା ତାହାବି ପୁଣି ବିନା ଚୁଲିରେ ‼️Poda Pitha/ Raja Special Poda Pitha

ලෙඩ සියයක් වලක්වන එකම ආහාරය.

Knee Pain ଅଧିକ ହେଉଛି ? କେମିତି କମିବ ଆଣ୍ଠୁ ଯନ୍ତ୍ରଣା ? How to Avoid Knee Surgery | Dr Sandeep Singh

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P

ଭଗବାନ ଅଛନ୍ତି | ମିଳିଲା ବଳିଷ୍ଠ ପ୍ରମାଣ | | ଭାବ ବନ୍ଧନ | BHABA BANDHANA #OdiaSpiritual #odiagyan

ପେଟ କମାଇବା ପାଇଁ ଡାଏଟ୍ | Diet Plan for Reducing Belly Fat in Odia | Niharika Dash

10 ଟା superfood ପିଲା ର BRAIN କୁ sharp କରିବା ପାଇଁ । Best 10 superfood to sharpen kid’s BRAIN..||

କେଉଁ ରାଶି ପାଇଁ ଅଶୁଭ @MBCTVODISHA

શરીમાં લીવર બગડે તો જીવન નકામું થઇ જ્યાં, માટે આ ૫ સાવચેતી જરૂર રાખો| ayurved Tips Gujarati Video

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

Boost Your Bone Density with These 6 Life-Changing Tips

ಆರೋಗ್ಯಕ್ಕೆ ಅದ್ಭುತ ಟಾನಿಕ್ ರಸಂ! ಕರುಳು, ಲಿವರ್ ಚೆನ್ನಾಗಿರೋಕೆ ಈ ಆಹಾರ ತಿನ್ನಿ| Dr.N.Someswara

Best Home Weight Loss Tips That Actually Work | Podcast with Dr. Sandeep & Diet Expert Sushree

