ଦାନ୍ତ ସଫା କେମିତି ରଖିବେ? | How to Brush your teeth? in Odia | Brushing Technique | Dr Prajna Pattnaik
ଏବେ ବି ଲୋକ ଠିକ୍ ଭାବେ ବ୍ରସ୍ କରିବା ଜାଣି ନାହାନ୍ତି। ଫଳରେ ଦାନ୍ତରେ ମଇଳା ଜମା ହେବା, ଦାନ୍ତ ପୋକ ଖାଇବା ଏବଂ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଦିନକୁ ଦୁଇଥର ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ବ୍ରସ୍ କରିବାର ସଠିକ୍ ଉପାୟ କ’ଣ ବା କେମିତି ବ୍ରସ୍ କଲେ ଦାନ୍ତ ସଫା ରହିବ? ଏନେଇ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞା ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଦାନ୍ତର ଯତ୍ନ ନେବା କାହିଁକି ଆବଶ୍ୟକ? (0:00) ସଠିକ୍ ଭାବେ ଦାନ୍ତ ଘଷିବେ କେମିତି? (1:32) କେତେ ସମୟ ଯାଏଁ ଦାନ୍ତ ଘଷିବା ଉଚିତ? (3:00) ଦିନକୁ କେତେ ଥର ବ୍ରସ୍ କରିବେ? (3:57) କେଉଁ ଭଳି ବ୍ରସ୍ ବ୍ୟବହାର କରିବେ? (4:38) ବ୍ରସ୍କୁ କେତେ ଦିନରେ ଥରେ ବଦଳେଇବା ଦରକାର? (6:02) କେଉଁ କେଉଁ ଭୁଲ ଯୋଗୁଁ ଦାନ୍ତ ନଷ୍ଟ ହୋଇଥାଏ? (7:03) ଦାନ୍ତ କାଠି, ଗୁଡ଼ାଖୁ ଦାନ୍ତ ପାଇଁ କେତେ ଖରାପ? (8:02) ଦାନ୍ତକୁ ସଫା ରଖିବା ପାଇଁ ଟିପ୍ସ (9:12) Maintaining a clean mouth is of utmost importance for both oral health and overall well-being. It is important to brush your teeth to prevent gum disease, cavities, infections, and tooth decay. You should brush your teeth at least twice a day. So, what is the right way to brush your teeth? Let’s learn more from Dr Prajna Pattnaik, an Endodontist. In this Video, Why is it necessary to take care of your Teeth? in Odia (0:00) What is the correct way to brush your Teeth? in Odia (1:32) How long should you brush your Teeth? in Odia (3:00) How many times should you brush your Teeth a day? in Odia (3:57) What kind of Toothbrush should you use? in Odia (4:38) How often should you change your Toothbrush? in Odia (6:02) Causes of Tooth Decay, in Odia (7:03) How beneficial are Miswak and Gudakhu for dental hygiene? in Odia (8:02) Tips to clean your Teeth, in Odia (9:12) #BrushingTechnique #OdiaHealthTips Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: / swasthyaplusodia . For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ଆପଣ ଖାଦ୍ୟରେ ପ୍ରୋଟିନ୍ ଖାଉଛନ୍ତି ତ? | Protein Deficiency in Odia | Praksmita Rout

ମୁହଁରେ ଭୁଲରେ ଲଗାନ୍ତୁନି ଏହି ଜିନିଷ ll EP- 10 l Podcast with Dr. Hemanta Kumar Kar l Kalinga TV

ତମାଖୁ ସେବନ କେବଳ ଦାନ୍ତ ନୁହେଁ, ସମଗ୍ର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ : ଦନ୍ତ ବିଶେଷଜ୍ଞଙ୍କ ପରାମର୍ଶ

ଦାନ୍ତ ଢିଲା ଲାଗୁଛି କି? | Are your Teeth becoming loose? Know Why in Odia | Dr Prajna Pattnaik

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained

Struggling to Conceive? Fertility Experts Explain the Real Reasons

ଦାନ୍ତ ରୋଗ... | Ghara Baida Ep- 105 | 6th Aug 2022 | Prathana Tv

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

୩୦ ମିନିଟରେ ଦାନ୍ତବିନ୍ଧା ଗାଏବ || Courtesy: Odisha Bhaskar Live || Nilamani Dental Clinic

ରଜସ୍ୱଳା ନାରୀ କାହିଁକି ମନ୍ଦିର ଯିବା ମନା? ଏହା ଅନ୍ଧବିଶ୍ୱାସ ନା ବିଜ୍ଞାନ? | Bhaba Bandhana

ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ - ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)

ଡାଇବେଟିସ ରୋଗୀ କେଉଁ କେଉଁ ଖାଦ୍ୟ ଖାଇବା ଦରକାର ? Dietitian Niharika Dash Sarangi On Daily Food | PPL Odia

କେବେ ପିରିୟଡସ ବନ୍ଦ ହୁଏ ? DHARITRI TALKS EP-11 | Dr Sujata Kar | Menopause | Podcast | Dharitri Live

ଭୀଷଣ ଦାନ୍ତ ବିନ୍ଧା ହେଉଛି କି? | Tooth Pain/ Tooth Ache: How to Treat? in Odia | Dr Prajna Pattnaik

Morning Stroke WARNING! Spot These Signs the Moment You Wake Up — It Can Save a Life!

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

ଇଣ୍ଟିମେଟ୍ ଓ୍ୱାସ୍: କେତେ ଭଲ? | How Beneficial is Intimate Wash? Odia | Dr Anamika Mishra

How to Keep Your Bones Strong | Simple Diet & Home Remedies

ଭୀଷଣ କାନ୍ଧ ବିନ୍ଧା: କେମିତି ପାଇବେ ମୁକ୍ତି? | Shoulder Pain: How to get relief? | Dr Harekrushna Sahu

