Ep - 47// ଅଭିରାମ ଙ୍କ ଆଶ୍ରମରେ - ଅଭଡ଼ା ନିତିର ରହସ୍ୟ ?//ଅଭିରାମ ଲୀଳା #odiaprabachana #gurucharanatv 🙏

Ep - 47 // ଅଭିରାମ ଙ୍କ ଆଶ୍ରମରେ - ଅବଢ଼ା ନୀତିର ରହସ୍ୟ ?//ଅଭିରାମ ଲୀଳା #abhiramlila #odiaprabachana #gurucharanatv #abhiram #babajisatsang #bhakti #devotinal #emotional #harikatha #jagannath #karamala #krishna #jagannathtemple #like #motivation #odia #prabachana #parampara #paramhansa #religion #story #satsang #thakur #thakuraabhiram #youtube ‪@GurucharanaTV‬ ✅Gurucharana baba prbachan 📌Babaji Gurucharana das prbachan 🌟Abhiram paramhansa prbachan 🔴ଶାନ୍ତି ଆନନ୍ଦ ଆଶ୍ରମ କରମଳା ରେ କିପରି ଶୁଭାରମ୍ଭ ହୋଇଥିଲା " ଅଭଡ଼ା ନିତି "? ଜୟ ନାରାୟଣ ସ୍ୱାମୀ 🙏🙏 ଆମେ ସମସ୍ତେ ଜାଣୁ ଯେ ବିଶ୍ଵପ୍ରସିଦ୍ଧ ପୁରୀ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଜଗନ୍ନାଥ ଙ୍କର ପବିତ୍ର ଅଭଡ଼ା ପ୍ରସାଦ ମିଳିଥାଏ | ଏହି ପ୍ରସାଦ ପାଇବା ପାଇଁ ଭକ୍ତ ମାନେ ଚାତକ ଭଳି ଚାହିଁ ରହିଥାନ୍ତି | କିନ୍ତୁ ଆପଣ ଜାଣିଛନ୍ତି କି, ପୁରୀ ଜିଲ୍ଲାର କରମଳା ସ୍ଥିତ ଜଗତଗୁରୁ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପବିତ୍ର "ଶାନ୍ତି ଆନନ୍ଦଶ୍ରମ " ରେ ମଧ୍ୟ ସେହିପରି ମହାପ୍ରସାଦ ବା ଅଭଡ଼ା ପ୍ରସାଦ ମିଳିଥାଏ? " ଠାକୁର ଅଭିରାମ ଙ୍କ ଆଶ୍ରମ ରେ - ଅଭଡ଼ା ନୀତିର ରହସ୍ୟ " 🌟 ଆପଣ ମାନେ ଜାଣନ୍ତିକି ଏହି ଅଭଡ଼ା ପ୍ରସାଦ କେବେ ଏବଂ କିପରି ଆରମ୍ଭ ହୋଇଥିଲା ? : କେବେ ଆରମ୍ଭ ହୋଇଥିଲା ଏବଂ ଏହି ଅଭଡ଼ା ପ୍ରସାଦ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ? *ଏହା ପଛରେ ଠାକୁର ଅଭିରାମ ଙ୍କ କେଉଁ ଅଲୌକିକ ଲୀଳା ରହିଛି ? ଏହି ସମସ୍ତ ରହସ୍ୟ ମୟ ଏବଂ ଭକ୍ତିପୂତ କାହାଣୀକୁ ଜାଣିବା ପାଇଁ ଠାକୁର ଅଭିରାମ ଲୀଳା ମାଧ୍ୟମରେ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଛି | 🎤 ପ୍ରବକ୍ତା - ଗୁରୁଚରଣ ଦାସ ବାବାଜୀ ବିଷୟ - ଅଭିରାମ ଙ୍କ ଆଶ୍ରମ ରେ - ଅଭଡ଼ା ନୀତିର ରହସ୍ୟ | ଆସନ୍ତୁ ଏହି ଭକ୍ତିରସରେ ବୁଡି ରହିବା ଏବଂ ଠାକୁର ଙ୍କ କୃପା ଲାଭ କରିବା | ଆପଣଙ୍କ ମତାମତ coment 🖊️ମାଧ୍ୟମରେ ଲେଖିବେ ଏବଂ laki 👍share 💫subscribe 🔔କରିବେ |🙏

Ep - 48 / ଭଗବାନ ସେବା କରନ୍ତି - ଭକ୍ତ ଙ୍କର କିପରି? / ଅଭିରାମ ଲୀଳା  //ଭଗବାନ ସେବା #satsang #gurucharanatv
▶︎

ଅନୁଭୂତି ରେ ଠାକୁର ଅଭିରାମ // ଜଗଦଗୁରୁ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବ ଲୀଳା #abhiramlila #gurucharanatv 🙏

ଶ୍ରୀ ହନୁମାନ ଚାଳିଶା ଦ୍ୱାରା ସ୍ବାସ୍ଥ୍ୟ ଓ ଗୃହରେ ଭୂତପ୍ରେତ ବଧା ହେବ ଦୂର

ବାପା ବୋଉ ବଞ୍ଚି ଥାଉ ଥାଉ ସନ୍ତାନର ମୃତ୍ୟୁ... କେଉଁ କର୍ମର ଫଳ?  | ଭାବ ବନ୍ଧନ | BHABA BANDHANA

Pandian's Venezuela Visit : Service Mission or Political Spin?||Editorial Show(EP-784)||ODISHA PULSE

ପୂଜ୍ୟ ସତ୍ୟପ୍ରଜ୍ଞାନନ୍ଦ ବାବା ୨୭ତମ ବାର୍ଷିକ ସନାତନ ଧର୍ମ ସମ୍ମିଳନୀ ତୃତୀୟ ଦିନ ର ହରିକଥା ଭୋପାଳ ଆଶ୍ରମ #abhiram

Abhiram Parmahansha || karamala Matha || ଅଭିରାମ ପରମଂସ କରମଳା ମଠ || SK_VLOG || odia sk vlog #vlog

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

Ep - 38 // ଗୁମ୍ଫା ଭିତରେ ଅଭିରାମ // ଠାକୁର ଅଭିରାମ ଲୀଳା #devotinal #gurucharanatv 🌟🙏

ସଦା ଅଭିରାମ ନାମ ଭଜରେ ମନ: ରଚନା- ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ, କଣ୍ଠ-ବ୍ରହ୍ମକୁମାର,ସାଥି-ସୁକାନ୍ତକୁମାର

ଜୋତିଶ କହିଲେ ମୁଁ ୧୦୫ ବର୍ଷ ବଞ୍ଚିବି
▶︎

ଜୋତିଶ କହିଲେ ମୁଁ ୧୦୫ ବର୍ଷ ବଞ୍ଚିବି

ଜଗନ୍ନାଥ ‍‌‌ଙ୍କ କାହାଣୀ  || ପ୍ରବଚନ || Jagannath story #story #video #jagannath

ଶ୍ରୀ ଅଭିରାମ ପରମହଂସ ପାଖରେ କଣ ଅଛି ଓଁ ନମଃ ନାରାୟଣ

Introduction to Orthodox Christianity: A Practical Guide for Inquirers

Straight Talk # 213
▶︎

Straight Talk # 213

ଅଭିରାମ ପରମହଂସ ଦେବଙ୍କ ଲୀଳା ନାଟକର କିଛି ଦୃଶ୍ୟ #Abhiram nila natak #abhirambhajan

Ep - 44 //ସ୍ବପ୍ନ ରେ ପେଟ ରୋଗ ଭଲ ହେଲା // ଠାକୁର ଅଭିରାମ ଲୀଳା #abhiramlila #gurucharanatv 🔴🙏

ଶ୍ରୀ ଶ୍ରୀ ଶ୍ରୀ ଠାକୁରଙ୍କ ୧୦୮ କୁମ୍ଭା ଅଭିଷକ ୨୦୨୫