ଅନୁଭୂତି ରେ ଠାକୁର ଅଭିରାମ // ଜଗଦଗୁରୁ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବ ଲୀଳା #abhiramlila #gurucharanatv 🙏
ଅନୁଭୂତି ରେ ଠାକୁର ଅଭିରାମ // ଜଗଦଗୁରୁ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବ ଲୀଳା #abhiramlila #gurucharanatv #abhiram #babajisatsang #odiaprabachana #bhakti #devotional #religion #jagannath #karamala #krishna #motivation #paramhansa #satsang @GurucharanaTV ✅Gurucharana bab prbachan 🙏🙏 ଏହି ଭିଡିଓ ପ୍ରସ୍ତୁତ କରାଯାଇଛି ଠାକୁର ଅଭିରାମ ଲୀଳା ଓ ମହିମା : 🌟ଠାକୁର ଅଭିରାମ ପରମହଂସ ଓଡ଼ିଶାର ଆଧ୍ୟାତ୍ମିକ ଆକାଶରେ ଏକ ସୂର୍ଯ୍ୟ ସଦୃଶ ଥିଲେ! ତାଙ୍କ ଦ୍ୱାରା ରଚିତ " କଳିଭାଗବତ " ଏବଂ ବିଭିନ୍ନ ଭଜନ, ଜଣାଣ ଭକ୍ତମାନଙ୍କୁ ସଦାସର୍ବଦା ସତ୍ୟ ଓ ଧର୍ମର ମାର୍ଗ ଦେଖାଇଥାଏ | 💥ଭକ୍ତ ମାନଙ୍କ ଜୀବନରେ ଠାକୁର ଙ୍କ କୃପା ଓ ଚମତ୍କାର ର ଅନେକ କାହାଣୀ ରହିଛି | ସେଥିପାଇଁ ଭକ୍ତ ମାନେ ଯେତେବେଳେ ଦୁଇରୁ ଅଧିକ ବନ୍ଧୁ ମିଳିତ ହୋଇଯାଇନ୍ତି ସେତେବେଳେ ସେମାନେ ଠାକୁରଙ୍କ ସେହି ପରମ ଅନୁଭୂତି ଓ କୃପାକୁ ମନେପକାଇ ଭାବ ବିହୋଳିତ ହୋଇଥାନ୍ତି | 🌹ତେଣୁ ଏହି ଭିଡିଓ ରେ ସାଂସାରିକ ମୋହ ମାୟାଠାରୁ ଦୂରରେ ରହି କେବଳ ଗୁରୁଙ୍କ ମହିମା ଏବଂ ନାମ ସଂକୀର୍ତ୍ତନ ଉପରେ ଚର୍ଚ୍ଚା ଚାଲିଛି | " ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ, ତସ୍ମ ଶ୍ରୀ ଗୁରବେ ନମଃ " | 🙏 ଆପଣ ମାନଙ୍କୁ ଆମ ପ୍ରସ୍ତୁତ ଭିଡିଓ ଭଲ ଲାଗିଥିଲେ ଆପଣ ମାନେ ଆମ ଚ୍ୟାନେଲ କୁ laki 👍share 💫, subscribe 🔔, coment 🖊️କରିବେ ଜୟ ନାରାୟଣ ସ୍ୱାମୀ 🙏🙏

ରତ୍ନ ଭଣ୍ଡାରରେ ଅଛି ଶତାଧିକ କଳିଙ୍ଗ ହୀରା !|Exclusive Interview With #CulturalLegacy Surendra Mishra |OR

ଇସ୍କନ୍ର ଭିତିରି କଥା କହିଦେଲେ ! Exclusive Interview With Brahmachari Praneswar Krushna Das | N18P

Mrs. Pandian in Trouble Badri's Googly Knocks Out Sanjay | Nirbhay Gumar Katha

“Inside a Daitapati Servitor’s Devout Home: Devotional Role of Wife & Daughter‑in‑law”

୫୦ ବର୍ଷ ତଳେ Ratna Bhandarରେ କଣ ଥିଲା? କହିଲେ ବରିଷ୍ଠ ଆଇନିଜୀବୀ ତଥା ଗବେଷକ Umakanta Nanda || Puri

Ep - 47// ଅଭିରାମ ଙ୍କ ଆଶ୍ରମରେ - ଅଭଡ଼ା ନିତିର ରହସ୍ୟ ?//ଅଭିରାମ ଲୀଳା #odiaprabachana #gurucharanatv 🙏

ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ ସହିତ ମହାପ୍ରଭୁଙ୍କ ସ୍ୱର ସେବିକାଙ୍କ ଭବ୍ୟ ଭେଟି I JayJagannathTV

Santo Rosário | Sexta-feira | 04:00 | 03/07/2026 | Live Ao vivo

ମଉସା କହିଲେ ସତ ! Why Did Sujata Karthikeyan Quit IAS? Public Speaks on BJD Defeat | Maidanre Bhauja

ବାବାମାନେ ବିବାଦୀୟ କାହିଁକି ? | EP -74 | Podcast With Spiritual Guru Baba Balia

Turiya, "The Life and Teachings of Ramana Maharshi" - Full HD Film

ଭିକ ମାଗିଲେ ମୁଠେ ଖାଇବି, ନ ହେଲେ ଭୋକରେ ଶୋଇବି । Club Bhubaneswar l BestOdiaPodcast l Banasmita Pati

ଠାକୁର ଅଭିରାମ ଙ୍କର ୪ ପାଦ ଗୀତ -ODIA PALA||THAKUR ABHIRAM KATHAMRUTA || GAYIKA KALPANA NAYAK||END PART

