ତୁମ ବିନା ପ୍ରଭୁ କିଏ ମୋର ଅଛି || Tuma Bina Prabhu || Manajeet Malla || Sangeetanjali || With Lyrics ||

TUMA BINA PRABHU ODIA BHAJAN PERFORMED BY MANAJEET MALLA ON THE OCCASION OF HOLY 59TH ABIRBHAV DIVAS OF PARAM PUJYAPADA SREE SREE ACHARYADEV 🗓️ 08th June 2026 (Monday) 📍Janardanpur Satsang Kendra ✍️ Lyrics :- ତୁମ ବିନା ପ୍ରଭୁ କିଏ ମୋର ଅଛି କା’ ଆଗେ କହିବି ଦୁଃଖ ଆହେ ଦୁଃଖହାରି କେବଳ ତୁମରି ପ୍ରେମକୁ ମଣିଛି ସୁଖ .............॥୦॥ ଅନ୍ତରର ଭାଷା ବୁଝିପାର ବୋଲି ତୁମେ ତ ଅନ୍ତରଯ୍ୟାମୀ ତେଣୁ ଏ ଅନ୍ତର ଦେଇଛି ଅରପି ହେ ମୋର ଜୀବନ ସ୍ଵାମୀ ହେ ଅନ୍ତରତମ, ହେ ସୁନ୍ଦର ଶ୍ୟାମ, ପଦକଞ୍ଜେ ମୋତେ ରଖ ................॥୧॥ ତୁମ ସାଥେ ମୋର ଭାବ ଦିଆନିଆ କେଉଁ ଅଜଣା ଦିନରୁ ସେଲାଗି ମୁକତି କର ମହାପ୍ରଭୁ ଭବ ମାୟା ବନ୍ଧନରୁ ଆହେ ଭାବଗ୍ରାହୀ ସେ ଭାବ ମୋ ଲାଗି ସରଗଠୁ ବଳି ସୁଖ.........................॥୨॥ -------------------------------------------------- Click The Following Link, Watch The Video, Like Comment And Share It. Don't Forget To Subscribe The Channel. ⬇️ For More Videos ⬇️    / @janardanpursatsangkendra   Press The Bell Icon 🔔 To Get First Notification Of All Uploaded Video Of Our Channel. Kindly Watch On Facebook   / satsang.janardanpur   -------------------------------------------------- #satsang #thakuranukulchandra #acharyadev #bhajan #tumabina #music #mustlistensatsang #devotional #religious #devotionalbhajan #jayguru #odiabhajan #bhaktisong #bhaktiras #bhaktibhajan

ତୁମ ଶ୍ରୀରଙ୍ଗା ଚରଣେ || Tuma Sriranga Charane || By Rinki Das || With Lyrics || Odia Bhajan ||
▶︎

Bapi Bhai Kirtan || Bajaa re Sankha Jalaa pradeep || Lyrics || ବଜାଅ ରେ ଶଙ୍ଖ ଜଳାଅ ପ୍ରଦୀପ ||

Listen to this story once, it will surely touch your heart. 👌🏻#premalatadiary #story #moralstory

ବାପା ଲୋ ତମ ପସନ୍ଦ ଏତେ ଖରାପ.. 😭@salipurhappy

ଚାମେଲିଙ୍କ ନାଁରେ ଏସ୍.ପି କହିଦେଲେ ସତ  || Kendrapara SP || Chameli Ojha Controversy || Odisha Reporter

ଖୁସି ରେ ରହିବା ର ଉପାୟ || keshabkunja || toshanmadhabdas||#shortvideos #youtubeshorts

ଏବେ କା ପାଲା ଗାୟକ ରଞ୍ଜନ କୁମାର ଦାଶ ବନାମ ଗାୟକ ରବିନାରାୟଣ କର #PalaDuniya

ମତେ କହିଲେ ଛବିରାଣୀ ଭଳିଆ ତୋ ଅବସ୍ଥା କରିଦେବୁ ! Tikhiri Sarpanch Chameli Ojha attacked by police.

VEERBHADRA — The Warrior Born From the Wrath of Mahadev | EPIC SHORT FILM

ରଜ ଠାରୁ ଦୁନିଆର ସବୁଠାରୁ କୋଟିପତି ଏହି ୫ ରାଶିର ବ୍ୟକ୍ତି ମା ଲକ୍ଷ୍ମୀ ଙ୍କ କୃପାରୁ🙏🚩

🏠 ଏଠି ହିଁ ତ ବଡ଼ ହୋଇଛି...🥹❤️ପିଲାଦିନର ସବୁ କଥା ମନେ ପଡ଼ିଗଲା...😭

ଦେଖରେ ନୟନ ଖୋଲି ଶ୍ରୀମଧୁସୂଦନ || With Lyrics || Odia Kirtan By Nirmal Bhai || Sankilo Annual Satsang ||

ଅଗାଣ୍ଡିଆ ରାଜା ଓ ପାଳ ଚୁଣ୍ଟା ମନ୍ତ୍ରୀ କଥା ଭାଗ -1 //ଅବୋଲକରା କାହାଣୀ//ଓଡ଼ିଆ ଗପ //ଓଡ଼ିଆ ଲୋକ ଗଳ୍ପ//ଜହ୍ନମାମୁ

ପ୍ରଥମ ଥର କ୍ୟାମେରା ସାମ୍ନାରେ ୧୫୪୧ ମସିହାର ଅସଲି ତାଳପତ୍ର ପୋଥି 😱 | Odia Pothi Rahasya | Bapuni Pradhan

BISWA CHARACHAR BHABA SANSAR ||
▶︎

BISWA CHARACHAR BHABA SANSAR ||

| ପ୍ରଶ୍ନ - ଅଣ୍ଠୁଗୁଡ଼ା ର ପୁଅ କିଏ ? | ଗାହାଣି ଗଣ୍ଠି #gahaniganthi #prasna #gahaniprasna #gahani #viral

Viral Boy Santanu ଗାଇଲେ ଏମିତି ଗୀତ Stage ପୁରା ଜଳିଲା - Odisha Ra Nua Swara   Studio Round- Sidharth TV

MISSION 73 (2026) Full Action Movie | Akshay Kumar | John Abraham | New Bollywood Superhit Movies

Kirtan by Debendra kar (Raurkela) in Online Satsang of Odisha 26-Aug-2021

ଆନନ୍ଦ ବାରୀ ପଡୁଛି ଝରି // ANANDA BARI PADUCHHI JHARI // New Kirtan by SAMEER (With Lyrics)