Bapi Bhai Kirtan || Bajaa re Sankha Jalaa pradeep || Lyrics || ବଜାଅ ରେ ଶଙ୍ଖ ଜଳାଅ ପ୍ରଦୀପ ||
ବଜାଅ ରେ ଶଙ୍ଖ ଜଳାଅ ପ୍ରଦୀପ ଦିଅ ହରିବୋଲ ହୁଳହୁଳି (ଆଜି) ଜଗତର ନାଥ ହରିନେବେ ଦୁଃଖ ଡାକୁଛନ୍ତି ବାହୁତୋଳି....... ||0|| ସଜାଅ ଭୂବନ ହୃଦ ସିଂହାସନ ମନ ମନ୍ଦିର କୁ କର ଆବାହନ ବ୍ୟଥା ବେଦନା ର କଥା ଦିଅରେ କହି ନୟନର ନୀରେ ପାଦ ଦିଅରେ ଧୋଇ ଦୁର୍ଲଭ ଏ ରୂପ ନେତ୍ରଭରି ଦେଖ କୋଟି କନ୍ଦର୍ପ ରୁ ବଳି...... ||1|| ଜାଗ ଯଜ୍ଞ ବ୍ରତ ପୂଜା ଆରାଧନା ଯାହା ଲାଗି କରୁ କଠୋର ସାଧନା ନିରାକାର ନର ତନୁ ଧରି ଆସିଛନ୍ତି ପାପୀ ତପୀ ଧନୀ ମାନୀ ଜ୍ଞାନୀ ଡାକୁଛନ୍ତି କୋଳେ ତୋଳି ନେବେ କୂଳେ ଲଗାଇବେ ଅଭୟ ଆଶୀଷ ଢ଼ାଳି....... ||2|| ପାଷାଣୀ ଅହଲ୍ୟା ମୁକତି ଲଭିବ ଶବରୀ ସୁମିଷ୍ଟ ଫଳ ଭୁଞ୍ଜାଇବ ବିଦୁର ଶାଗ ସୁଦାମା ଖୁଦଭଜା ନେବେ ଜଗାଇ ମାଧାଇ ମହାପ୍ରଭୁ ଉଦ୍ଧାରିବେ ଶ୍ରୀ ପୟର ଧୂଳି କୋଟି ତୀର୍ଥଠୁ ବଳି ସେହି ଧୂଳି ଅଙ୍ଗେ ହୁଅ ବୋଳି.... ||3|| #ଅମିତାଭସାମନ୍ତରାୟ #ବାପିଭାଇକୀର୍ତ୍ତନ #Bapibhaikirtan #Amitavsamantaray #Bapibhainewkirtan #lyrics

Jajan By Deepak Ranjan Rajguru (S.P.R.) || ଦୀପକ ରଂଜନ ରାଜଗୁରୁ ||

ମଳୟ ପବନ ଯାଏ ବହି || MALAYA PABANA JAE BAHI // SAMEER PRADHAN - AMARENDRA PANDA // #satsang #kirtan

DEKHA DEKHA ASHICHANTI DAYAL RAJA ||

ହୃଦୟ ସ୍ପର୍ଶଯାଜନ କଲେ ଖୋର୍ଦ୍ଧା ରୁ ଆଗତ ପ୍ରଦୀପ ଦାଦା🙏 Hrudaya swarsa jajan🤍bada kholi utsav/#jajanan

Hari nebe papa tapa nimise darasanare ! ହରି ନେବେ ପାପ ତାପ ନିମିଷେ ଦରଶନରେ Thakur Anukul Chandra Bhajan

ଆନନ୍ଦ ବାରୀ ପଡୁଛି ଝରି // ANANDA BARI PADUCHHI JHARI // New Kirtan by SAMEER (With Lyrics)

ଠାକୁର କଣ ପାଇଁ କାନ୍ଦୁଥିଲେ🥹ଗୋଟେ ମା ଠାକୁରଙ୍କୁ ଧରି କଣ କରି ପରେ🤍🙏ଜାଜନ କଲେ ନିରଞ୍ଜନ ବିଶ୍ଵାଳ ଦାଦା👍ଜୟଗୁରୁ🙏

ଦେଖ ଦେଖ ଆସିଛନ୍ତି ଦୟାଲ ରାଜା।।Dekha Dekha Asichhanti Dayal Raja//Satasang kirtan

ହେ ମୋର ଜୀବନ ସ୍ୱାମୀ || HE MORA JIBANA SWAMI (New Odia Chorus) SAMEER PRADHAN || AMIR PRADHAN

ଅନୁଭୂତିରେ ଶ୍ରୀ ଶ୍ରୀ ଠାକୁର | Dr. Bairagi Sahoo SPR

ଶନିଦେବ ମହାମନ୍ତ୍ର | ସାଢ଼େ ସାତୀ ଏବଂ ଶନି ଦଶାରୁ ମୁକ୍ତି ପାଇବାକୁ ହେଲେ ନିଶ୍ଚୟ ଶୁଣନ୍ତୁ ଏହି ଶନିଦେବ ମହାମନ୍ତ୍ର

Heart Touching Jajan By Engineer Kumud Chandra Pradhan #satsangjajanvlogs#thakuranukulchandra

ଭବ ସାଗରେ ଭୁଲିଛି ଦିଗ || Bhaba Sagare Bhulichhi Diga - New Kirtan (Bapi Bhai)

ଠାକୁର କଣ ସତରେ ଭଗବାନ🙏ୟାଙ୍କୁ ଧରିଲେ କଣ ମିଳେ🤍ହୃଦୟ ଥରା ଯାଜନ କଲେ ନିରଞ୍ଜନ ବିଶ୍ଵାଳ🚩#jajan jayguru🙏#satsangi

Yada Yada hi dharmasya || ଯଦା ଯଦା ହି ଧର୍ମସ୍ୟ || New Odia Kirtan || Nirmal Moharana || #newkirtan

Jajan By Seshadev Samantaray (JK) || Annual Utsav Of Satsang Upasana Kendra Raigan 2026 || #Satsang

#Prema swarupa byatha hari #Bapi bhai #Tribute satsang for Late #Nakul Charan Das (SPR)

ଅତ୍ୟନ୍ତ ଭାବପୂର୍ଣ୍ଣ ଯାଜନ / Speech by Manoranjan Swain / Rachhipur Annual Satsang

ନିମିଷେ ଦରଶନରେ || NIMISE DARASHANARE (New Kirtan by Bapi Bhai)

