ଭାଇ ବାହାଘର Vlog 💍 | ବଢୁଅ ପାଣିରୁ ବରାତି | DJ Dance, Barati & Family Moments 😍
ଆଜି ମୋ ଭାଇର ବାହାଘର ଦିନ 💍❤️ Badua Pani ପରେ ମୋ ଭାଇ ବର ବେଶରେ marriage ପାଇଁ ready ହେଇଗଲା। ମୁଁ ସବୁ ଭଉଣୀମାନଙ୍କୁ makeup କରୁଥିଲି ଆଉ ତାପରେ ଆମେ ସମସ୍ତେ ready ହେଲୁ। ମୋ ପୁଅ ମଧ୍ୟ ତାର ମାମୁ ବାହାଘର ପାଇଁ markondi ବେଶରେ ବହୁତ cute ଲାଗୁଥିଲା 😍 ଘରର ସବୁ rituals ଭଲରେ ସରିଗଲା। ପୁରୀରେ ବଡ DJ allow ନଥିବାରୁ ଆମ ଗାଁରେ ହିଁ celebration ହେଲା। ମୋ ଭାଇ ଯେତେବେଳେ ସବୁ ଠାକୁରାଣୀଙ୍କୁ ଚାଉଳାଞ୍ଜୁଳି ଦେଇ ବୁଲିବାକୁ ଗଲା, ସେତେବେଳେ DJ ବାଜିଲା ଆଉ ସବୁ ଭଉଣୀମାନେ ମିଶି ବହୁତ ନାଚିଲେ 🎉💃 ମୋର ମଧ୍ୟ ବହୁତ ଇଚ୍ଛା ଥିଲା ଭାଇ ବାହାଘରରେ dance କରିବାକୁ, କିନ୍ତୁ ମୋ ପୁଅ ମୋତେ ଛାଡି କାହା ପାଖକୁ ଯାଉନଥିଲା 😢 ଗରମ ମଧ୍ୟ ବହୁତ ହେଉଥିଲା ଆଉ ସେ କାନ୍ଦିକି ବିରକ୍ତ ହେଉଥିଲା। ମୋର ଇଚ୍ଛା ଥିଲା ପୁରା ରାତି ରହିକି marriage enjoy କରିବି, କିନ୍ତୁ ଚୋଟ ଚୁଆ ଥିଲେ କେବେ କେବେ ନିଜର ଇଚ୍ଛା ଅଧାରେ ରହିଯାଏ ❤️ ଭାଉଜଙ୍କୁ ଦେଖା କରି, କିଛି ସୁନ୍ଦର photo ଉଠାଇ ଆମେ ଘରକୁ ଆସିଗଲୁ। ସେଠାରେ ଖାଇବା ମଧ୍ୟ ବହୁତ ଭଲ ହୋଇଥିଲା 😍 Video ଭଲ ଲାଗିଲେ Like, Share ଆଉ Subscribe କରନ୍ତୁ ❤️ Today was my brother’s wedding day 💍❤️ After the traditional Badua Pani ritual, my brother got ready in his groom look for the wedding. I was busy doing makeup for all my sisters, and finally we all got ready for the celebration. My little son was also ready for his mamu’s wedding in a cute traditional outfit 😍 All the rituals at home were completed beautifully. Since big DJs are not allowed in Puri, our village celebration became extra special. When my brother went for the Chaulaanjuli ritual and visited all the village goddesses, the DJ started playing and all my sisters danced with full energy 🎉💃 I also wanted to dance so badly at my brother’s wedding, but my son wouldn’t leave me even for a second 😢 The weather was extremely hot, and he became irritated and started crying. I had planned to enjoy the wedding all night, but when you have a small child, sometimes your wishes remain unfinished ❤️ We met my sister-in-law, clicked some beautiful photos, and then returned home. The food at the wedding was also super delicious 😍 If you enjoyed this vlog, don’t forget to Like, Share & Subscribe ❤️🙏 #BrotherWedding #WeddingVlog #IndianWedding #FamilyVlog #EmotionalVlog #WeddingMoments #WeddingCelebration #BaratiDance #MarriageVlog #FamilyMoments #WeddingSeason #IndianWeddingVlog #BrotherMarriage #WeddingFun #VillageWedding #CuteMoments #TraditionalWedding #VlogLife #WeddingDiary #YouTubeVlog #BhaiMarriage #OdiaWedding #WeddingVlog #OdiaVlog #BrotherMarriage #FamilyVlog #IndianWedding #BaratiDance #OdiaBahaghara #MarriageVlog #WeddingFun #DJDance #EmotionalVlog #PuriWedding #YouTubeVlog #MamuMarriage #FamilyMoments #OdiaCulture #WeddingSeason #VlogLife

ଶେଷରେ ଭାଇ ବାହାଘର ସରିଗଲା | ନଣଦ ପୁଟୁଳି & Full ମସ୍ତି | ଓଡ଼ିଆ ବାହାଘର vlog |

ଭାଉଜ ଆମ ପାଇଁ ନଣଦ ପୁଟୁଳି ଆଣିଲେ ❤️ Family Surprise Vlog | #odianrishradha

ତୁ କିଏ ବେ ? ତା ମୁହଁକୁ ପଇସା ଫୋପାଡି ଖଣ୍ଡିଆ କରିସାରନ୍ତାଣି Khirod.. (Jatra Swarna Mahal) vs Sanjaya Bhola

Raja Sundari 2026 - Odisha Culture, Tradition - Fun & Masti - Full Ep - 1 - Sidharth TV

ମୋ ପୁଅର 1st Birthday Celebration 🎂❤️ | ଛୋଟ Celebration ହେଲେ ବି ବହୁତ Special ❤️✨ |

Marriage Ra 4th Dina Celebration 💍✨ | ଫାଇନାଲି ଭାଉଜ ଆମ ଗୋତ୍ରରେ ମିଶିଲେ ❤️ |

LIVE OM NAMAH SHIVAYA | MOST POWERFUL MEDITATION MANTRA OF LORD SHIVA | {ॐ} ओम नमः शिवाय:

ରୁପାଙ୍କ ସାବିତ୍ରୀ ବ୍ରତ / Rupa Pin2 Khushi

Emotional Journey with Baby 😢 USA to India | From Tears to Happiness ❤️ |

ÜBER 100 PS aus 1.2 Litern HUBRAUM?! - Opel 1.2L OHV - Die STUNDE der WAHRHEIT!

Vishal & Aman Engagement Performance | Ft. KaursCloset Aman Pannu | Prism Media Lab

Maya O Mamata - ମାୟା ଓ ମମତା | Full Episode 736 | Odia Mega Serial | Mon–Sat @7PM | Sidharth TV

ଚାଇନାରେ ପ୍ରଥମ ଦିନ | ଚାଇନାର ବାହାଘର ବଜାର ଦେଖିଲି | Odia Vlog

Namami Shamishan #NamamiShamishan

Mo Pua Ra 1st Birthday 🎂❤️ | Odia Family Vlog | Cake Cutting, Gold Gifts & Celebration

Odia Marriage//Mehendi🥰Haldi😔Baarat😍sadi🤝ବିଦାଇ😭ବାହାଘର ର ପୁରା ଭିଡିଓ/ଆଜିବି କାନ୍ଦିଲି ଭିଡିଓ ଦେଖି

Starmer tritt zurück & befielt letzten Angriff auf Russland: Grösster Storm-Shadows-Angriff jemals!

ରୁନା ବାହାଘର ପାଇଁ କ'ଣ କିଣା ହୋଇ ରହିଛି / Rupa Pin2 Khushi

Choosy Girls in Matrimonial Market | MATRIMANIA Episode 7 | Standup Comedy by Saikiran

