ତୁ କିଏ ବେ ? ତା ମୁହଁକୁ ପଇସା ଫୋପାଡି ଖଣ୍ଡିଆ କରିସାରନ୍ତାଣି Khirod.. (Jatra Swarna Mahal) vs Sanjaya Bhola
#OdishaJatra #JatraSwarnaMahal #KhirodSwain #JatraArtistProtest ଓଡ଼ିଆ ଯାତ୍ରା ଜଗତରେ ବଡ଼ ବିସ୍ଫୋରଣ (Odisha Jatra Controversy)! ସ୍ୱର୍ଣ୍ଣ ମହଲ ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ କଳାକାରଙ୍କୁ 'କୁକୁର' କହିବା ପରେ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ କଳାକାର ସମାଜ। ଯାତ୍ରା ଜଗତରେ (Odisha Jatra world) ଏବେ ଲାଗିଛି ନିଆଁ। ଯାତ୍ରା ସ୍ୱର୍ଣ୍ଣ ମହଲର (Jatra Swarna Mahal) ଅନ୍ୟତମ ପ୍ରଯୋଜକ କ୍ଷୀରୋଦ ସ୍ୱାଇଁଙ୍କ (Khirod Swain) ଏକ ଅଶାଳୀନ ମନ୍ତବ୍ୟ ସାରା ଓଡ଼ିଶାର କଳାକାରଙ୍କ ସମ୍ମାନକୁ ଧୂଳିସାତ୍ କରିଦେଇଛି। କଳାକାରଙ୍କୁ 'କୁକୁର' ବୋଲି ସମ୍ବୋଧନ କରିବା ପରେ ଏବେ ସାରା ରାଜ୍ୟରେ ଯାତ୍ରା କଳାକାରମାନେ ଗର୍ଜି ଉଠିଛନ୍ତି। ଯେଉଁ କଳାକାରଙ୍କ ପାଦ ତଳେ ଦର୍ଶକ ତାଳି ମାରନ୍ତି, ସେମାନଙ୍କ ପ୍ରତି ଏଭଳି ଅପମାନକୁ କଳାକାର ସଂଘ ବରଦାସ୍ତ କରିନାହିଁ (Jatra artist protest)। ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି। ଯଦି କ୍ଷୀରୋଦ ସ୍ୱାଇଁ ସର୍ବସାଧାରଣରେ ମୁଣ୍ଡ ନୁଆଁଇ କ୍ଷମା ନମାଗନ୍ତି (Demand for apology from Swarna Mahal producer), ତେବେ ଆଗାମୀ ଦିନରେ ଯାତ୍ରା ମଞ୍ଚ ସବୁଦିନ ପାଇଁ ବନ୍ଦ ହେବାର ଚେତାବନୀ ଦିଆଯାଇଛି। ପୂରା ବିବାଦର ସତ୍ୟତା ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। #RespectArtists #OdiaNews #JatraControversy #SwarnaMahal #TrendingOdisha #OdiaEntertainment www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja

ହଁ କହିଲେ ରାଣୀ, ଯାତ୍ରା ରେ କିଛି କୁକୁର ଅଛନ୍ତି। Rani panda support Jatra Swarna Mahal owner statement.

MUDDA | ଯାତ୍ରା ପାର୍ଟିରେ କୁକୁର କିଏ? Who Is the ‘Dog’ in the Opera? Jatra Controversy | Prameya News7

ଯାତ୍ରା ପାର୍ଟି ନଷ୍ଟ ହବାର କାରଣ୍ ଦୁଇ ମାଲିକ !

વૈભવ સૂર્યવંશીની સફળતાનું રહસ્ય જાણીને તમે ચોંકી જશો! By Gyanvatsal Swami 2026

ସମସ୍ତଙ୍କୁ ଝାଡିଦେଲେ ସ୍ୱର୍ଣ୍ଣମହଲ ମାଲିକ | Jatra Malika Kabiraj Swain Open Challenge | Jatra Controversy

ମୋର ସୋସିଆଲ ମିଡ଼ିଆ ବି ନାହିଁ : ମୁନୁ ପଣ୍ଡା, ଯାତ୍ରା କଳାକାର | Untold Stories of Jatra Artist Munu Panda

Funny Football Moments That Actually Happened 😂

ଆଖିରେ ନଦେଖିଲେ ବିଶ୍ୱାସ କରିବେନି ,ମାଙ୍କଡ଼ର ମା ସାଜିଛି କୁକୁର ଲାଇଗର Dog -Monkey Relation

99% FALL ASLEEP IN 3 MINUTES (No Ads) | Melatonin Release, Stop Overthinking | Goodbye Insomnia9

ବିଜେଡିକୁ ଧୋଇଦେଲେ ମନ୍ତ୍ରୀ! ମମିତା ମେହେର ବେଳେ କୁଆଡ଼େ ଯାଇଥିଲା ନ୍ୟାୟ?

ବାପା କୁକୁର ଯଦି କହି ଦେଇଛନ୍ତି, କଳାକାର ଧରନ୍ତୁ ନାହିଁ! I will never go against Nandu babu, Tulasi jatra.

Jatra Owner Sparks Fresh Row With Remarks Against Fellow Organisers

ଆମେ ଜମି ବିକିବୁ... ସେମାନେ ଘୋଡ଼ା ଚଢ଼ିବେ? @bikashittv

Portugal – Usbekistan Highlights | Gruppe K, FIFA WM 2026 | sportstudio

Odia jatra ଲାଇଭ କିଏ କୁକୁର

ଟ୍ରକକୁ ପଛରୁ ପିଟିଲା ବାଇକ୍ ୨ ଭାଇ ମୃତ | Two brothers dies in tragic road accident at NH - 57 in Khorda

432Hz • Fall Into Deep Healing Sleep • Anxiety Relief, Melatonin Release • Stop Overthinking

ମାଲିକ ପାକୁ ବାବୁ କହିଲେ କୋଣାର୍କ ଗଣନାଟ୍ୟ ଭିତିରି ରାଜ୍ // anchor Krishna Kumar konark gananatya owner

ଆମ ଦଳରୁ ନିର୍ବାଚିତ ହୋଇ ଆମ ବିରୁଦ୍ଧରେ କେମିତି ଯିବେ ? Arun Sahu On Cross Voting in Rajyasabha Election

