ମଙ୍ଗଳ ଆଳତୀ ଦର୍ଶନ (22-May) | Today's Live Mangala Alati - Puri Jagannath Temple | Jay Jagannath Tv
🙏 ଆଜି ମଙ୍ଗଳ ଆଳତୀ – ପୁରୀ ଶ୍ରୀମନ୍ଦିର (22-May -2026) 🙏 ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରାତଃ ୬ ଟା ୫୫ ମିନିଟ୍ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା। ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଗି ଏହି ମୁହୂର୍ତ୍ତ ଅପେକ୍ଷା କରନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ପବିତ୍ର ଆଳତୀ, ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ। "ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ" 📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏 #mangalaalati #patitapaban_arati #jayjagannathtv #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV #SidharthGold #SidharthMusic #SidharthNetwork "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ମଙ୍ଗଳ ଆଳତୀ ଦର୍ଶନ (25-Jun) | Today's Live Mangala Alati - Puri Jagannath Temple | Jay Jagannath Tv

ଆଜି(25-Jun)ଗୁରୁବାରରେ ମା'ତୋରଣଲକ୍ଷ୍ମୀଙ୍କ ମାଜଣା ନୀତି | JAY JAGANNATH TV

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

Ama Jagannatha | Secrets of Jagannath Culture: Unveiling the 4 Ancient Ashrams of Puri Dham!

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

My Family with Jay Jagannath Tv

ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ || ରବୀନ୍ଦ୍ର ମହାପାତ୍ର || Kriya Yoga || GITA GOVINDA || @WCBhakti

ବାପା କରୁଥିଲେ ମରଣ ସହ ସଂଗ୍ରାମ,ଡାକ୍ତର କହିଲେ ବଞ୍ଚାଇବା ଅସମ୍ଭବ! ଶେଷ ମୁହୂର୍ତ୍ତରେ ପ୍ରଭୁ କଲେ ଚମତ୍କାର | JJ TV

श्री हनुमान चालीसा - Hanuman Chalisha I Dilip Sarangi I ହନୁମାନ ଚାଳିଶା I Jai Hanuman Gyan Gun Sagar

କାହିଁକି ମାସର ନାମ ହେଲା ପୁରୁଷୋତ୍ତମ ?EP 1 Swami Mukundakrushna | Jagannatha Kathamruta | Sidharth Utsav

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

ଆଜି(25-Jun)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

ତୋ ସିଂହ ଦୁଆର କେବେ ମାଡ଼ିବିନି | Jagannath MahimaM | Shakti Shankar Mishra

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4

ଆଜି ରୁକ୍ମିଣୀ ହରଣ - ନିର୍ଜଳା ଏକାଦଶୀ | Jay Jagannth Tv

Best Of Iskcon Kirtan | Hare Krishna, Hare Ram | Peaceful Mahamantra for Peace & Devotion

Top 10 Jagannath Songs Odia | Peaceful Bhajan Collection

ಶ್ರೀ ವಿಷ್ಣುಸಹಸ್ರನಾಮ | Vishnu Sahasranamam |Kannada Lyrics | Sindhu Smitha |1000 names of Lord Vishnu

He Jagannatha Swami - ହେ ଜଗନ୍ନାଥ ସ୍ୱାମୀ | Odia Jagannatha Bhajan | Namita Agrawal | Sidharth Music

