ଆଜି(25-Jun)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

✨ ଶ୍ରୀ ପତିତପାବନଙ୍କ ଧୂପଆଳତୀର ଦିବ୍ୟ ଦର୍ଶନ ✨ ✨ ଆଜି (25-Jun-2026) – ଶ୍ରୀ ପତିତପାବନଙ୍କ ଧୂପଆଳତୀର ଦିବ୍ୟ ମୁହୂର୍ତ୍ତ ✨ ଶ୍ରୀମନ୍ଦିର, ପୁରୀର ପବିତ୍ର ଧୂପଆଳତୀ ଅବସରରେ ପ୍ରଭୁ ପତିତପାବନଙ୍କ ଦର୍ଶନ। ଭକ୍ତମାନଙ୍କ ପାଇଁ ଏହି ମାଙ୍ଗଳିକ ମୁହୂର୍ତ୍ତ ଆଣେ ଶାନ୍ତି, ଆଶୀର୍ବାଦ ଓ ମଙ୍ଗଳ। 📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଭକ୍ତିର ସହଚର 🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ #DhupaAlati #PatitapabanaDhupaAlati #JayJagannathTV #OdiaBhakti #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sitaramagrawal #patitapaban_arati #patakalagidarshan #jagannathdham #ଜୟଜଗନ୍ନାଥଟିଭି #rathayatralive #purilive #jagannathpurilive #jaijagannathtv #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୭ମ ଅଧ୍ୟାୟ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୭ମ ଅଧ୍ୟାୟ | Jay Jagannath TV

2032 में AI खत्म? कल्कि अवतार आ चुके हैं? | भविष्य मालिका का सबसे बड़ा दावा | ViralAlfaaz Podcast
▶︎

2032 में AI खत्म? कल्कि अवतार आ चुके हैं? | भविष्य मालिका का सबसे बड़ा दावा | ViralAlfaaz Podcast

निर्जला एकादशी का रहस्य | 25th June 2026 | Nobel Prize and Nirjala Ekadashi | Ashish Mehta
▶︎

निर्जला एकादशी का रहस्य | 25th June 2026 | Nobel Prize and Nirjala Ekadashi | Ashish Mehta

गदगद हुए PM Modi और Amit Shah, Rohit Sharma को मिला 'Padma Shri'!
▶︎

गदगद हुए PM Modi और Amit Shah, Rohit Sharma को मिला 'Padma Shri'!

ଘରେ ବିଲେଇ ପ୍ରବେଶ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କେଉଁ ବିଲେଇ ଆପଣଙ୍କ ଭାଗ୍ୟ ବଦଳାଇ ପାରେ! || Astrology Tips
▶︎

ଘରେ ବିଲେଇ ପ୍ରବେଶ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କେଉଁ ବିଲେଇ ଆପଣଙ୍କ ଭାଗ୍ୟ ବଦଳାଇ ପାରେ! || Astrology Tips

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana
▶︎

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

Shree Ganesh Stuti | Powerful Ganesh Mantra for Success & Obstacle Removal | Anant Bhajan
▶︎

Shree Ganesh Stuti | Powerful Ganesh Mantra for Success & Obstacle Removal | Anant Bhajan

🔴 || LIVE || ସାଇବାବାଙ୍କ ସନ୍ଧ୍ୟା ଆଳତୀ  | Sandhya Alati | Sai Temple Swosti Premium | BhaktiOdisha
▶︎

🔴 || LIVE || ସାଇବାବାଙ୍କ ସନ୍ଧ୍ୟା ଆଳତୀ | Sandhya Alati | Sai Temple Swosti Premium | BhaktiOdisha

ଅଧାରୁ ବନ୍ଦ ରଥ ନିର୍ମାଣ ! ପ୍ରାପ୍ୟ ନମିଳିବାରୁ ଧର୍ମଘଟରେ ମହାରଣା ସେବାୟତ | Rath Construction Halted in Puri
▶︎

ଅଧାରୁ ବନ୍ଦ ରଥ ନିର୍ମାଣ ! ପ୍ରାପ୍ୟ ନମିଳିବାରୁ ଧର୍ମଘଟରେ ମହାରଣା ସେବାୟତ | Rath Construction Halted in Puri

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୩ୟ ଅଧ୍ୟାୟ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୩ୟ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧର ୧୩ ଅଧ୍ୟାୟ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧର ୧୩ ଅଧ୍ୟାୟ | Jay Jagannath TV

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra
▶︎

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

କୁମ୍ଭ ରାଶି,ଜୁନ୍ ୨୪, ୨୦୨୬ ମୁଁ ୫୧ ଲକ୍ଷ ଟଙ୍କା ଘୋଷଣା କରୁଛି ରୁମ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। Kumbh Rashi
▶︎

କୁମ୍ଭ ରାଶି,ଜୁନ୍ ୨୪, ୨୦୨୬ ମୁଁ ୫୧ ଲକ୍ଷ ଟଙ୍କା ଘୋଷଣା କରୁଛି ରୁମ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। Kumbh Rashi

Indians Leaving UK: Britain छोड़कर जा रहे हजारों Indian Students Workers? आखिर बड़ी वजह क्या? | Visa
▶︎

Indians Leaving UK: Britain छोड़कर जा रहे हजारों Indian Students Workers? आखिर बड़ी वजह क्या? | Visa

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026
▶︎

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

ଆଜି ଆମ ଜଗା ବାହାଘର | Jay Jagannath TV
▶︎

ଆଜି ଆମ ଜଗା ବାହାଘର | Jay Jagannath TV

श्री विष्णु सहस्त्रनाम स्तोत्रम | Vishnu Sahasranamam |  Madhvi Madhukar
▶︎

श्री विष्णु सहस्त्रनाम स्तोत्रम | Vishnu Sahasranamam | Madhvi Madhukar

ମନ ଦୁଃଖ କରିବାରୁ ପୁରୀରେ ଘର ପ୍ରତିଷ୍ଠା ଦିନ ହେଲା ଚମତ୍କାର | Jagannath Mahima | Shakti Shankar Mishra
▶︎

ମନ ଦୁଃଖ କରିବାରୁ ପୁରୀରେ ଘର ପ୍ରତିଷ୍ଠା ଦିନ ହେଲା ଚମତ୍କାର | Jagannath Mahima | Shakti Shankar Mishra

ଭକ୍ତଙ୍କ ଲୁହରେ ଭିଜିଲା ବଡ଼ଦାଣ୍ଡ 🙏 ଆର ବର୍ଷ ଆସିଥିଲି, ବର୍ଷେ ପରେ କାହିଁକି ଡାକିଲୁ ଜଗା? କୋହଭରା ଦୃଶ୍ୟ
▶︎

ଭକ୍ତଙ୍କ ଲୁହରେ ଭିଜିଲା ବଡ଼ଦାଣ୍ଡ 🙏 ଆର ବର୍ଷ ଆସିଥିଲି, ବର୍ଷେ ପରେ କାହିଁକି ଡାକିଲୁ ଜଗା? କୋହଭରା ଦୃଶ୍ୟ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୮, ଅଧ୍ୟାୟ-୧୪ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୮, ଅଧ୍ୟାୟ-୧୪ | Jay Jagannath TV