ନବଜାତ ଶିଶୁର ଯତ୍ନ: କେମିତି ନେବେ? | New Born baby care in Odia | Dr Satya Ranjan Mallick

#NewBornBabyCare #OdiahealthTips ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଦରକାର। ପ୍ରସବ ସର୍ବଦା ସ୍ୱାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ। ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ମଲ୍ଲିକଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ। ଏହି ଭିଡିଓରେ ରହିଛି, ନବଜାତ ଶିଶୁର ଯତ୍ନ କେମିତି ନେବେ? (0:00) ଜନ୍ମ ପରେ ଶିଶୁକୁ କେଉଁ କେଉଁ ଟିକା ଦେବା ଆବଶ୍ୟକ? (1:30) ଛଅ ମାସ ପରେ ଶିଶୁଙ୍କୁ କ’ଣ ଖୁଆଇବେ? (2:02) ଶିଶୁ ରାହା ଧରି କାନ୍ଦିଲେ କ’ଣ କରିବେ? (3:09) ଶିଶୁ ଜନ୍ମ ପରେ ମା’ମାନେ କ’ଣ ଖାଇବେ? (3:54) ଶିଶୁକୁ ନିମୋନିଆରୁ କିପରି ରକ୍ଷା କରିବେ? (4:45) New Born babies are very delicate to handle. They need extra care and full attention. Parents should follow a proper routine and maintain regular diaper changes or feed the newborn baby. There are many factors one should keep in mind while taking care of a newborn baby. Let's know more from Dr Satya Ranjan Mallick, a Paediatrician. In this Video, How to take Care of a New-Born Baby? in Odia (0:00) What vaccines will be given to a Baby after birth? in Odia (1:30) What to feed the Baby after 6 months? in Odia (2:02) What to do if the Baby cries continuously? in Odia (3:09) What should mothers eat after childbirth? in Odia (3:54) How to protect a Baby from pneumonia? in Odia (4:45) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth
▶︎

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth

ଶିଶୁଙ୍କ ଯତ୍ନ କିପରି ନେବେ? | Paediatrician's Tips for Baby Care (Epd - 30)
▶︎

ଶିଶୁଙ୍କ ଯତ୍ନ କିପରି ନେବେ? | Paediatrician's Tips for Baby Care (Epd - 30)

C-section ଡେଲିଭରୀ ପରେ ଏହିପରି ନିଅନ୍ତୁ ନିଜର ଯତ୍ନ?
▶︎

C-section ଡେଲିଭରୀ ପରେ ଏହିପରି ନିଅନ୍ତୁ ନିଜର ଯତ୍ନ?

ରାତିରେ ବାରମ୍ବାର ନିଦ ଭାଙ୍ଗିବାର କାରଣ କ’ଣ? | What causes Sleep Apnea? in Odia | Dr Debasis Behera
▶︎

ରାତିରେ ବାରମ୍ବାର ନିଦ ଭାଙ୍ଗିବାର କାରଣ କ’ଣ? | What causes Sleep Apnea? in Odia | Dr Debasis Behera

What Happens After Death? | Does Aatma really Exist? | Dhruv Rathee
▶︎

What Happens After Death? | Does Aatma really Exist? | Dhruv Rathee

ସ୍ତନ୍ୟପାନ କରାଉଥିବା ବେଳେ କ’ଣ ଖାଇବେ, କ’ଣ ନାହିଁ? | Sushree Tapaswini Das on Diet for Lactating Mother
▶︎

ସ୍ତନ୍ୟପାନ କରାଉଥିବା ବେଳେ କ’ଣ ଖାଇବେ, କ’ଣ ନାହିଁ? | Sushree Tapaswini Das on Diet for Lactating Mother

ପିଲା ର ଗଳା ରୁ କଫ ଭଳି sound କାହିଁକି ଆସୁଛି ? ॥ Noisy breathing in children ॥ MITHA STRUP
▶︎

ପିଲା ର ଗଳା ରୁ କଫ ଭଳି sound କାହିଁକି ଆସୁଛି ? ॥ Noisy breathing in children ॥ MITHA STRUP

Pilanka Doctor:ଶିଶୁଙ୍କ ପେଟରେ ଶବ୍ଦ, ପାଦ ଓ ପାପୁଲି ନୀଳ ପଡ଼ିବା ସମସ୍ୟାର ସମାଧାନ Answer to queries on Babies
▶︎

Pilanka Doctor:ଶିଶୁଙ୍କ ପେଟରେ ଶବ୍ଦ, ପାଦ ଓ ପାପୁଲି ନୀଳ ପଡ଼ିବା ସମସ୍ୟାର ସମାଧାନ Answer to queries on Babies

🔴 ନର୍ମାଲ ଡେଲିଭରୀ ଚାହୁଁଛନ୍ତି କି ? ସହଜ ଉପାୟ ଜାଣନ୍ତୁ  | Easy Tips For Normal Delivery | Dr. Leena Das
▶︎

🔴 ନର୍ମାଲ ଡେଲିଭରୀ ଚାହୁଁଛନ୍ତି କି ? ସହଜ ଉପାୟ ଜାଣନ୍ତୁ | Easy Tips For Normal Delivery | Dr. Leena Das

ପୁରୁଷଙ୍କୁ କେତେବେଳେ ହୁଏ ରକ୍ତହୀନତା, ପ୍ରତିକାର କ’ଣ?| Anemia; Symptoms & Remedies | Dr. Sambedana Mohanty
▶︎

ପୁରୁଷଙ୍କୁ କେତେବେଳେ ହୁଏ ରକ୍ତହୀନତା, ପ୍ରତିକାର କ’ଣ?| Anemia; Symptoms & Remedies | Dr. Sambedana Mohanty

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das
▶︎

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

Why Does Your Child Get Frequent Colds? Causes & Best Treatment | Doctor Explains
▶︎

Why Does Your Child Get Frequent Colds? Causes & Best Treatment | Doctor Explains

0 से 6 महीने के बच्चे की देखभाल कैसे करें | नवजात शिशु कितना सोता है? | Newborn baby care tips
▶︎

0 से 6 महीने के बच्चे की देखभाल कैसे करें | नवजात शिशु कितना सोता है? | Newborn baby care tips

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai
▶︎

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai

ପିଲାଙ୍କୁ ମୋବାଇଲ୍ ଓ ମ୍ୟାଗି ଦେଇ  ଭୁଲ କରୁନାହାନ୍ତି ତ? ଡାକ୍ତରଙ୍କ ବଡ଼ ଖୁଲାସା Dr Gayatri Ray #ParentingTips
▶︎

ପିଲାଙ୍କୁ ମୋବାଇଲ୍ ଓ ମ୍ୟାଗି ଦେଇ ଭୁଲ କରୁନାହାନ୍ତି ତ? ଡାକ୍ତରଙ୍କ ବଡ଼ ଖୁଲାସା Dr Gayatri Ray #ParentingTips

ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ | Baby Bath Basics: A Parent's Guide Epd - 04
▶︎

ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ | Baby Bath Basics: A Parent's Guide Epd - 04

2 ମାସ ର ପିଲା କଣ କରିପାରିବ ? What are the milestones of 2 months old baby ? || MITHA STRUP ||
▶︎

2 ମାସ ର ପିଲା କଣ କରିପାରିବ ? What are the milestones of 2 months old baby ? || MITHA STRUP ||

0-3 महीने के बच्चे की देखभाल करते समय इन 10 बातों का ध्यान रखें | Dr. Sandip Gupta
▶︎

0-3 महीने के बच्चे की देखभाल करते समय इन 10 बातों का ध्यान रखें | Dr. Sandip Gupta

छोटे बच्चों की गैस की दवा | बच्चों की गैस कैसे ठीक करें | Baby  Gas Problem
▶︎

छोटे बच्चों की गैस की दवा | बच्चों की गैस कैसे ठीक करें | Baby Gas Problem

ଭୀଷଣ ମୁଣ୍ଡବିନ୍ଧା: କିପରି ପାଇବେ ଉପଶମ? | Headaches: Types & Treatment, in Odia | Dr Debasish Hota
▶︎

ଭୀଷଣ ମୁଣ୍ଡବିନ୍ଧା: କିପରି ପାଇବେ ଉପଶମ? | Headaches: Types & Treatment, in Odia | Dr Debasish Hota