କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? | Dr Jyoti Ranjan Parida on How to Boost Immunity in Odia
#Immunity #healthylifestyle #OdiaHealthTips ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଅର୍ଥାତ୍, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି କମ୍ ସେମାନଙ୍କୁ ଟିକେ ଟିକେ କଥାରେ ସଂକ୍ରମଣ ହୋଇପାରେ। ତେବେ ରୋଗ ପ୍ରତିରୋଧକ କେମିତି ବୃଦ୍ଧି ପାଇବ? ବିଶିଷ୍ଟ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଶେଷଜ୍ଞ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ସେନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ରୋଗ ପ୍ରତିରୋଧକ ଶକ୍ତି କ'ଣ? (0:00) କେମିତି ବଢ଼ାଇବା ରୋଗ ପ୍ରତିରୋଧକ ଶକ୍ତି? (0:51) ଶରୀରରେ ପ୍ରତିରୋଧକ ଶକ୍ତି କମିବାର ଲକ୍ଷଣ? (7:00) କେତେ ଦିନରେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? (8:16) ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ (ଅର୍ଥ୍ରାଇଟିସ ସ୍ପେସିଆଲିଷ୍ଟ)। ଅର୍ଥ୍ରାଇଟିସ ରୋଗ ଓ ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ପରିଡ଼ା ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9338653086 ନମ୍ବରରେ କଲ୍ କରିପାରିବେ। Dr Jyoti Ranjan Parida is a well-known clinical Immunologist and Rheumatologist (Arthritis Specialist) in Odisha. He has deep experience in providing Arthritis care to patients. Dr Parida currently resides in Bhubaneswar. You can contact him on +91-9338653086. In the human body Immunity or immune power plays a vital role in fighting against any kind of infection. So, with adequate immune power, we keep ourselves away from many diseases and stay fit and healthy. Let us know how to boost immunity from Dr Jyoti Ranjan Parida, an Immunologist, and Rheumatologist. In this video, What is the immune system? (0:00) How to boost immunity? (0:51) Symptoms of a weakened immune system? (7:00) How long will the immune system increase? (8:16) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

କେମିତି ବଢ଼ାଇବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି | Dr Jyoti Ranjan Parida on Boosting of Immunity in Odia

କୋଷ୍ଠକାଠିନ୍ୟ ସମସ୍ୟା - କେମିତି ପାଇବେ ମୁକ୍ତି? | Dr Sushant Kumar Sethi on Constipation in Odia

Weak Immunity? Try These Natural Immunity Boosting Secrets!

England – Argentinien Highlights | Halbfinale, FIFA WM 2026 | sportstudio

Roga Pain Yoga | Asanas To Keep High Blood Pressure At Bay

ହାର୍ଟ ଆଟାକ୍ – ଜାଣନ୍ତୁ, କେମିତି ଚିହ୍ନିବେ? | Dr Mahendra Prasad Tripathy on Heart Attack | Treatment

Top Brain Scientist: Billionaire Brain, Anxiety & Addictions | Vidita Vaidya | FO518 Raj Shamani

🔴 LIVE | Rath Yatra 2026 | ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ | Rath Yatra Live From Puri | Prarthana

ମାଢ଼ି ରୋଗ – କେମିତି କରିବେ ଦୂର? | Gum Disease (Gingivitis & Periodontal) in Odia | Dr Ellena Mishra

ଟାଇଫଏଡ୍ ଜ୍ୱର କାହିଁକି ହୁଏ? | Dr Srikant Kumar Dhar on Typhoid in Odia | Causes & Treatment

କେମିତି ରୋକିବା କ୍ୟାନସର? | Dr Chira Ranjan Khadanga on How to Prevent Cancer in Odia

Kidney Stone | Causes, Symptoms & Treatment | Dr Biswajit Nanda Explains

The Complete Cardiology Masterclass: Exam-Ready in One Video

ADHD & How Anyone Can Improve Their Focus

My Doctor on News18 Odisha | Varicose Veins, DVT & Blood Vessel Diseases with Dr. Laxmikant Gupta

4 Essentials That Will Help You Protect Your Health | Boost Your Immunity System

ପ୍ରୋଷ୍ଟେଟ୍ ବଢ଼ିଯିବା: କାରଣ ଓ ଚିକିତ୍ସା | Prostate Enlargement in Odia | Dr Sumanta Kumar Mishra

କିଡନିକୁ କେମିତି ରଖିବେ ସୁସ୍ଥ? Dr Manas Ranjan Pradhan on How to Keep Your Kidney Healthy in Odia

ଗ୍ୟାସ ଓ ଏସିଡିଟି ସମସ୍ୟା – କେମିତି ପାଇବେ ମୁକ୍ତି? | Dr Shakti Prasad Choudhury on Gas & Acidity in Odia

