କେମିତି ରୋକିବା କ୍ୟାନସର? | Dr Chira Ranjan Khadanga on How to Prevent Cancer in Odia
#WorldCancerDay #EarlyDetectionSavesLives #SwasthyaPlusNetwork #OdiaHealthTips ସମଗ୍ର ବିଶ୍ଵରେ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କର୍କଟ ରୋଗ ବା କ୍ୟାନସରରେ ପ୍ରାଣ ହରାଉଛନ୍ତି। ଯଦି ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିହ୍ନଟ କରାଯାଇପାରିଲେ, ଆରୋଗ୍ୟର ସମ୍ଭାବନା ଅଧିକ ରହିଛି। ତେଣୁ କ୍ୟାନସରକୁ ନେଇ ସଚେତନ ଆବଶ୍ୟକ। କର୍କଟ ରୋଗ କାହିଁକି ହେଉଛି? ଏହାକୁ କେମିତି ରୋକି ପାରିବେ? ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିରରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, କ୍ୟାନସର ବା କର୍କଟ ରୋଗ କ’ଣ? (0:00) କ୍ୟାନସର କାହିଁକି ହେଉଛି? (1:48) କ୍ୟାନସରକୁ ରୋକିବା କେମିତି? (5:28) କ୍ୟାନସରର ଲକ୍ଷଣ କ’ଣ? (6:51) କ୍ୟାନସରର ଚିକିତ୍ସା କେମିତି ହୁଏ? (8:57) ପ୍ରାଥମିକ ଅବସ୍ଥାରୁ କ୍ୟାନସରକୁ କେମିତି ଚିହ୍ନିବେ? (12:19) Cancer is the second leading cause of death. Globally about 1 in 6 deaths is due to cancer. If cancer is diagnosed early, the chances of recovery are high. So you need to be aware. What are the causes of cancer? How to prevent it? Let us find out more from Dr Chira Ranjan Khadanga, a Radiation Oncologist. In this video, What is cancer? (0:00) Causes of cancer (1:48) How to prevent cancer? (5:28) Symptoms of cancer (6:51) Treatment of cancer (8:57) How to diagnose cancer from an early stage? (12:19) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ - ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)

World TB day: Towards patient-centric and tech-enabled TB care

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR

Padma Bhushan Dr Devi Prasad Shetty On The LEGENDS With Arnab | Republic TV

Shree Mandire Achhu Ki Nahun | Sourav Bharadwaj | New Emotional Jagannath Bhajan | Jhalak Odia Music

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ବୟସ ବଢ଼ିଲେ ଆଣ୍ଠୁଗଣ୍ଠି ବିନ୍ଧା କାହିଁକି ହୁଏ? | Dr PC Dey on Treatment of Arthritis | Knee Replacement

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

Chcete schudnúť? Zdravá strava a pohyb nemusia stačiť

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo

Kidney Cancer / Renal Cell Carcinoma: EXPLAINED

Gender is Not Between the Legs, It’s in the Heart and Mind

Treatment for Hiatal Hernia / GERD (Gastroesophageal Reflux Disease)

Aarogya: Discussion With Dr Ashutosh Mohapatra (Gastroenterologist), On Causes &Precaution Gastritis

ହୃଦୟକୁ ସୁସ୍ଥ ରଖିବେ କେମିତି? | Dr Mahendra Prasad Tripathy on How to Keep your Heart Healthy in Odia

ରୁମାଟଏଡ୍ ଆର୍ଥ୍ରାଇଟିସ୍ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida

Doctor Doctor August 19- Dr Susanta Paikaray On Chemotherapy

Life Lessons From Young Colon Cancer Patients

ଆଉ ହେବନି କ୍ୟାନ୍ସର | Prevention and treatment of cervical cancer | World Cancer Day |Odia News

